ଦେଖନ୍ତୁ ଭିଡ଼ିଓ । ହଠାତ ରୋଷେଇ ଘରୁ ବାହାରିଲା ଭୟଙ୍କର ବିଷଧର ୩ଟି ନାଗ ସାପ, ମନରେ ଭକ୍ତିଥିଲେ ଏବେ ହିଁ କହିଦିଅନ୍ତୁ ଓଁ ନାଗଦେବାୟଃ ନମଃ….
ଆସନ୍ତୁ ଆଜିର ଏହି ଲେଖାରେ ଜାଣିବା କିପରି ଭାବରେ ସାପ ଧରାଳି ମାନେ ବିଷଧର ସାପ ମାନଙ୍କୁ ଧରିଥାନ୍ତି। ଗୋଟିଏ କି ଦୁଇଟି ନୁହେଁ ବରଂ ୩ଟି ଖତରନାକ ସାପ କୁ କିପରି ଧରିବାରେ ସକ୍ଷମ ହେଉଛନ୍ତି ଏହି ବ୍ୟକ୍ତି ଜଣଙ୍କ ତାକୁ ଥରେ ଭଲ ଭାବରେ ଦେଖନ୍ତୁ। ଆପଣ ତ ଜାଣିଛନ୍ତି ସାପ ଏମିତି ଏକ ଜୀବ ତାକୁ କିଏବା ନ ଡରେ। ପ୍ରାୟତଃ ସାପ କୁ ସମସ୍ତେ ଭୟ କରିଥାନ୍ତି। ସାପ କୁ ଦେଖି କେହିକେହି ଭୟରେ ବିଚଳିତ ହୋଇ ଯାଇଥାନ୍ତି।
ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ତେବେ ସେଥି ମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ଯେଉଁଭଳି ଭାବରେ ଏହି ଭିଡିଓ ଟି ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ।
ଆପଣ ଇଣ୍ଟରନେଟରେ ଏମିତି ଅନେକ ଭିଡିଓ ଦେଖିଥିବେ ଯେଉଁଠି ସାପ ଘରକୁ ପଶି ଆସିଥାଏ ଆଉ ସ୍ନେକ ରେସକ୍ୟୁ ଟିମ୍ ଯାଇ ସାପକୁ ସେଠାରୁ ଉଦ୍ଧାର କରିଥାଏ। ସେହିପରି ଭାବରେ ଏବେ ଏକ ଭିଡିଓ ସାମ୍ନା କୁ ଆସିଛି ଯେଉଁଥିରେ ଜଣେ ତାଲିମ ପ୍ରାପ୍ତ ସାପ ଧରାଳି ଗୋଟିଏ ଘରେ ପଶି ଯାଇଥିବା ୩ଟି ସାପ କୁ କୌଶଳ ର ସହ ଧରିବାରେ ସକ୍ଷମ ହେଉଛନ୍ତି।ଏହା ହେଉଛି ଭଦ୍ରକ ର କେନ୍ଦୁଆପଡ଼ା ଗ୍ରାମ।
ଏଠାରେ ତାଲିମ ପ୍ରାପ୍ତ ସାପ ଧରାଳି କିଭଳି ଭାବରେ ଏହାକୁ ଧରୁ ଛନ୍ତି ତାହା ଦେଖିବା ନିହାତି ଦରକାର୍। ପ୍ରଥମେ ସେ ସଂପୂର୍ଣ୍ଣ ପ୍ରସ୍ତୁତି ର ସହିତ ଏଠାକୁ ଆସୁଛନ୍ତି ତାପରେ ଯେଉଁଠାରେ ସାପ ମାନେ ରହିଛନ୍ତି ସେଠାକୁ ଯାଇଛନ୍ତି।ପରେ ସେ କୌଶଳ କ୍ରମେ ସାପ ତିନିଟି କୁ ଧରିବାରେ ସଫଳ ହେଉଛନ୍ତି।ଏବଂ ଡବାରେ ତାଙ୍କୁ ପୁରାଇ ସେ ନେଇ ଯାଉଛନ୍ତି। ସ୍ଥାନୀୟ ଲୋକେ ମାନେ ଏହାକୁ ଦେଖିବା ପାଇଁ ଭିଡ଼ ଜମାଈ ଅଛନ୍ତି ସେଠାରେ।
ତେବେ ସାପ କୁ ଦେଖି ଭୟଭୀତ ଭାବରେ ସେମାନେ ସେଠାକୁ ଯାଉ ନଥିବା ବେଳେ ସାପକୁ ଏମିତି ଭୟ କରୁଛନ୍ତି ଯେ ସାପଟି ଘରେ ପଶିବା ଜାଣି ସେମାନେ ଘରୁ ବାହାରି ବାହାରେ ରହିଥିଲେ।ତେବେ ସ୍ନେକ ହେଲ୍ପ ଲାଇନ କୁ ଯୋଗାଯୋଗ କରିବା ପରେ ସେ ଏହି ବିଷୟରେ ଜଣାଇଥିଲେ ଯେ କିପରି ଭାବରେ ଏହି ଭୟଙ୍କର ନାଗ ତିନିଟି ଘର ଭିତରକୁ ପଶି ଆସି ଛନ୍ତି।
ଏହାପରେ ସାପ ଗୁଡ଼ିକୁ ଭଲ ଭାବରେ ଧରି ସେ ତାକୁ ସାବଧାନତା ର ସହ ନେଇ ଯାଇଥିଲେ।ତେବେ ଆପଣ ମାନେ କେବେବି ଏହିଭଳି ଭୟଙ୍କର ସାପକୁ ଧରିବାର ଦୁଃସାହସ କରନ୍ତୁ ନାହିଁ। ସାପ ଘରକୁ ପଶି ଆସିଲେ ତାକୁ ନମାରି କିମ୍ବା ବିପଦକୁ ନିମନ୍ତ୍ରଣ ନକରି ଆପଣ ସ୍ନେକ ହେଲ୍ପ ଲାଇନ କୁ ଯୋଗାଯୋଗ କରି ଏହାକୁ ଘର ଭିତରୁ ବାହାର କରନ୍ତୁ। ସବୁବେଳେ ସୁରକ୍ଷିତ ପଦକ୍ଷେପ ଗ୍ରହଣ କରନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।