ହେ ଭଗବାନ ! ଘର ଭିତରେ କିଙ୍ଗ କୋବ୍ରା । ଭୟରେ ରାତି କାଟିଲେ ପରିବାର ଲୋକେ, ଭିଡ଼ିଓ ଟି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…..ମନରେ ଭକ୍ତିଥିଲେ ନିଶ୍ଚିତ ସେୟାର କରନ୍ତୁ…..
ଏହା ସତ ଯେ ସାପ ନାଁ ଶୁଣିବା ମାତ୍ରେ ମନ ଭିତରେ ଏକ ଅଜଣା କୋକୁଆ ଭୟ ଜାତ ହୁଏ।ସାପକୁ ପ୍ରାୟତଃ ସଭିଏଁ ଡରି ଥାଆନ୍ତି। ସାପ ଯଦି ବଡ଼ ଓ ଅଧିକ ବିଷଧର ହୋଇଥାଏ ତେବେ ତା ପାଖକୁ ଯିବାକୁ ସମସ୍ତେ ଭୟ କରନ୍ତି। କାରଣ ବିଷଧର ସାପ ଯୋଗୁ ଜୀବନ ଯିବାର ବି ବହୁତ୍ ଆଶଙ୍କା ଥାଏ। ତେବେ ଏବେ ସୋସିଆଲ ମିଡିଆରେ ଯାହା ସେୟାର ବା ଭାଇରାଲ ହେଉଛି ତାହା ଏକ ବିରାଟ ବଡ଼ କିଙ୍ଗ୍ କୋବ୍ରା ବା ଅହିରାଜକୁ ଧରୁଥିବାର ଭିଡିଓ।
ଯାହା ବହୁତ୍ ମାତ୍ରାରେ ଭାଇରାଲ ହେଉଛି।ତେବେ ଏହି ଭିଡିଓରେ ଥିବା ସାପକୁ ଦେଖିଲେ ଆପଣ ବି ବିସ୍ମିତ ହୋଇଯିବେ।ଆପଣ ପୃଥିବୀରେ ଅନେକ ବିଶାଳକାୟ ଜୀବ ରହିଥିବାର ଜାଣିଥିବେ। କିନ୍ତୁ ଥରେ ଏଇ ସାପକୁ ଭଲ ଭାବରେ ଦେଖି ଦେଖନ୍ତୁ।
କାରଣ ଏହିଭଳି ଭୟାନକ ଜୀବ ଏବେବି କିଛି ମାତ୍ରାରେ ଦେଖା ଯାଉଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ସାପ ଅନ୍ୟତମ।ପ୍ରତିଦିନ ସୋସିଆଲ ମିଡିଆରେ ଆପଣ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଥିବା ନିଶ୍ଚିତ ଦେଖିଥିବେ। ସେମାନଙ୍କ ମଧ୍ୟରୁ ସାପ ଏକ ଏଭଳି ଜୀବ ଯିଏକି ମଣିଷକୁ ଭୟଭୀତ କରି ଦେଇଥାଏ। ଆମ ପୃଥିବୀରେ ଅନେକ କିସମ ର ସାପ ରହିଥିଲେ ମଧ୍ୟ ଅଜଗର, ଅହିରାଜ, କୋବ୍ରା ବହୁତ ଭୟାନକ,ବିଷଧର ଓ ମାରାତ୍ମକ ଅଟନ୍ତି।ଏଠାରେ ଯାହା ଘଟିଛି ତାର ଭିଡିଓ ଦେଖିଲେ ଆପଣ ମଣିଷର ସାହସିକତା କୁ ବୁଝି ପାରିବେ।
ଯାହା ଜଣା ପଡିଛି ଉକ୍ତ ବ୍ୟକ୍ତି ସାପ ଧରିବା ସମୟରେ ଏହି ଭିଡିଓଟିକୁ ଶୁଟ୍ କରିଛନ୍ତି ତାଙ୍କ ସହ ଆସିଥିବା ସହଯୋଗୀ ଜଣଙ୍କ। ଏକ ଭିଡିଓ ମଧ୍ୟ ଶୁଟ୍ କରାଯାଇ ଏହାକୁ ସେୟାର କରା ଯାଇଚି ଏବଂ ଭିଡିଓରେ କୁହା ଯାଇଛି କି ଆପଣ ମାନେ ସାପ ଦଂଶନ କରିବା ପରେ କୌଣସି ପ୍ରକାରେ ଅନ୍ଧବିଶ୍ୱାସ ରେ ନପଡି କାହାର ଜୀବନ କୁ ହରାନ୍ତୁ ନାହିଁ।
ସାପ ଦଂଶନ କରିବା ମାତ୍ରେ ତାକୁ ଯଥା ସମ୍ଭବ ଡାକ୍ତରଙ୍କ ପାଖକୁ ନେଇ ଚିକିତ୍ସା କରନ୍ତୁ। ଦୁନିଆର କେହିବି ଗୁଣି ବା ବାବା ଏହାକୁ ଭଲ କରି ପାରି ନଥାନ୍ତି। ଯେଉଁ କାରଣରୁ ଅକାରଣରେ ବ୍ୟକ୍ତି ର ଜୀବନ ଯାଇଥାଏ। କିଛି ଉଦାହରଣ ଦେଇ ମଧ୍ୟ ସେ ଏ କଥାକୁ ସ୍ପଷ୍ଟ କରିଛନ୍ତି।
ତେବେ ଏହି ଭିଡିଓଟି ଛତିଶଗଡ଼ ର ଏକ ଗାଆଁ ର ବୋଲି ଜଣା ଯାଇଛି। ଏଠାରେ ସାପ ଧରାଳି ଜଣଙ୍କ କହିଛନ୍ତି ଯେ କୌଣସି ପ୍ରକାର ଗୁଣି ଗାରେଡ଼ି ରେ ବିଶ୍ୱାସ ନକରି ସାପ କାମୁଡିବା ମାତ୍ରେ ଡାକ୍ତର ଙ୍କ ପାଖକୁ ନେଇ ଯାଆନ୍ତୁ।ତେବେ ଯେଉଁ ସାପଟି ଏଠାରେ ଧରାଯାଇଛି ତାହା ମଧ୍ୟ ବିଷଧର। ମୌସୁମୀ ବର୍ଷା କାରଣରୁ ସାପମାନେ ଜଙ୍ଗଲରୁ ବାହାରି ଆସୁଥିବା ଘଟଣା ଓ କାରଣ ବୋଲି ସେ ଉଲ୍ଲେଖ କରିଛନ୍ତି। ଲୋକମାନଙ୍କୁ ତଳେ ନସୋଇ ଖଟ ଉପରେ ଶୋଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି ସାପ ଧରାଳି ଜଣଙ୍କ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।