ଦେଖନ୍ତୁ ଓଡ଼ିଆ ଅଭିନେତ୍ରୀ ରାନୁ ହେଲେ ମା’ । ତାଙ୍କର ପରିବାର ବିଷୟରେ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ……
ଆମ ଓଡ଼ିଆ ଚଳଚିତ୍ର ଜଗତ ରେ ଅନେକ ନାୟକ ନାୟିକା ମାନେ ଅନେକ ପ୍ରକାର ଅଭିନୟ କରି ସେମାନେ ଲୋକ ମାନ ଙ୍କର ଆଦର୍ଶ ହୋଇ ପରି ଛନ୍ତି । କେତେକ ଲୋକ ମାନେ ଫିଲ୍ମ ରେ ଅଭିନୟ କରି ସମସ୍ତ ଙ୍କର ପ୍ରିୟ ହୋଇ ଥିବା ବେଳେ କେତେକ ଲୋକ ସିରିଏଲ ରେ ଅଭିନୟ କରି ଲୋକ ଙ୍କର ପ୍ରିୟ ହୋଇ ପରି ଛନ୍ତି ।
ଯେମିତି କି ଅର୍ଚ୍ଚିତା, ବର୍ଷା, ଏଲିନା, ରଚନା, ଅପରାଜିତା, ଉଷାସୀ, ରିୟା, ଝିଲିକ୍, ଆଦି ନାୟିକା ଫିଲ୍ମ କରି ସେମାନେ ସମସ୍ତ ଙ୍କର ପ୍ରିୟ ହୋଇ ପରି ଛନ୍ତି ।
ସେହି ପରି ଓଡ଼ିଆ ସିରିଏଲ କେତେକ ଲୋକ ଅଭିନୟ କରନ୍ତି ଯେପରି ଲିପି, ଜେସି ଶ୍ରଦ୍ଧା ରୁଦ୍ରଵୀ ଆଦି ଅଭିନୟ କରି ସମସ୍ତ ଙ୍କର ପ୍ରିୟ ହୋଇ ପରି ଛନ୍ତି । ସେମିତି ଏକ ଅଭିନେତା ଆମ ଓଡ଼ିଆ ଜଗତରେ ଅଭିନୟ କରି ସମସ୍ତ ଙ୍କର ପ୍ରିୟା ହୋଇ ପାରି ଛନ୍ତି ଏହି ବିଷୟ ରେ ଏବେ ସୋସିଆଲ ମେଡ଼ିଆ ରେ ଭାଇରଲ ହେବାରେ ଲାଗିଛି ।
ଆମର ପ୍ରିୟ ଅଭିନେତ୍ରୀ ରାନୁ କର ସେ ସିନ୍ଦୂର ବିନ୍ଦୁ ଓଡ଼ିଆ ସିରିଏଲ ରେ ସେ ରଙ୍ଗ ବତୀ ନାମ ରେ ଅଭିନୟ କରୁ ଥିଲେ । ସେ ତାଙ୍କର ନିଜ ଇଚ୍ଛା ଅନୁ ସାରେ ଏକ ପୁଅ କୁ ପସନ୍ଦ କରି ସେ ଗତ ବର୍ଷ ବିବାହ କରି ଥିଲେ । ବିବାହ ପରେ ସେ ଆଉ କୌଣସି ସିରିଏଲ ରେ ଅଭିନୟ କରି ନାହାନ୍ତି । କିନ୍ତୁ ଏହା ଆଗରୁ ସେ ବହୁତ ସିରିଏଲ ରେ ଅଭିନୟ କରି ସେ ସୁନାମ ଧନ୍ୟ ହୋଇ ପରି ଛନ୍ତି । ସେ ଆମର ଓଲିଓଡ଼ ରେ ନାୟିକା ଭାବରେ ସବୁ ଆଡେ ଭଲ ଭାବରେ ପରିଚିତ ହୋଇ ପରି ଛନ୍ତି ।
ରାନୁ କର ଗୋଟିଏ ବର୍ଷ ଆଗ ରୁ ବିବାହ କରି ଥିଲେ ତାଙ୍କର ବିବାହ ଫୋଟ ସେ ନିଜର ଫେସବୂକ ରେ ମଧ୍ୟ ଛାଡି ଥିଲେ ଅନେକ ପ୍ରକାର ଫୋଟ । ସେ ତାଙ୍କ ସ୍ୱାମୀ ଘରେ ବହୁତ ଭଲ ଭାବରେ ରହୁ ଥିଲେ ବୋଲି ସେ ଅନେକ ଥର କହୁ ଥିଲେ ତାଙ୍କ ରେ ସାଥି ମାନଙ୍କୁ । ବିବାହ ର ଗୋଟିଏ ବର୍ଷ ପରେ ପୁଣି ସେ ଏକ ଖୁସି ଖବର ଆଣି ଛନ୍ତି ସମସ୍ତ ଙ୍କ ପାଇଁ ।
ସେ ଏବେ ପୁତ୍ର ସନ୍ତାନ ଜନ୍ମ କରି ଛନ୍ତି । ଯାହା କି ଏବେ ସବୁ ଆଡେ ଖୁସି ଖବର ହୋଇ ଯାଇଛି । ଏଥିରେ ତାଙ୍କ ପରିବାର ବହୁତ ଖୁସି ହେବା ସହିତ ସେମାନେ ସମସ୍ତ କୁ ଖୁସି କରି ଛନ୍ତି । ରାନୁ କର ଏହି ଭଳି ଭାବରେ ସମସ୍ତ ଙ୍କୁ ଖୁସି କରି ପରି ଛନ୍ତି ବୋଲି ସୋସିଆଲ ମେଡ଼ିଆ ରେ ଭାଇରଲ ହୋଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।