ଦେଖନ୍ତୁ ମୃତ୍ୟୁର LIVE ଭିଡିଓ : ପୋଲ ତଳକୁ ଡେଇଁ ପଡିଲେ ଯୁବକ ଆଉ ତା’ ପରେ ଦେଖନ୍ତୁ ସଂମ୍ପୂର୍ଣ୍ଣ ଭିଡିଓ…

ତେବେ ଆଜିକାଲି ଯୁଗରେ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି କାରଣ ଏହାଦ୍ୱାରା ହିଁ ଆମେ ସମାଜ ର ଟିକନିକ ଘଟଣା ବିଷୟରେ ଅବଗତ ହୋଇ ପାରି ଥାଉ | ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଆଜିକାଲି ର ଦୁନିଆଁ କିଭଳି ଭାବରେ ଧୀରେ ଧୀରେ କଳୁଷିତ ହେବାକୁ ବସିଲାଣି କାରଣ ଆମେ ଭଲ ଖବର ଅପେକ୍ଷା ପ୍ରାୟତଃ ଖରାପ ଖବର ଅଧିକ ଶୁଣି ଥାଉ |

କେତେ ବେଳେ ଚୋରି ଡକାୟତ, ଦୁଷ୍କର୍ମ, ପୁଣି କେତେ ବେଳେ ପୁଣି ନିଜ ସ୍ୱାର୍ଥ ପାଇଁ କାହାକୁ ହତ୍ୟା ଏଭଳି ଅନେକ ଖବର ଆସି ପହଞ୍ଚି ଥାଏ | ନଚେତ ଆଉ କିଏ ନିଜର ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରି ଦେଇ ଥାଏ, କିନ୍ତୁ ବେଳେ ବେଳେ ଏହା ଜାଣିବା କଷ୍ଟକର ହୋଇ ପଡିଥାଏ କି ଏହି ବ୍ୟକ୍ତି ର ହତ୍ୟା ହୋଇଛି ନା ସେ ଆତ୍ମହତ୍ୟା କରିଛି |

ତେବେ ସେଭଳି ଏକ ଘଟଣା ନିକଟରେ ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣ ବିଶ୍ୱାସ କରି ପାରିବେ ନାହିଁ କାରଣ ଘଟଣା ଟି ସେତେ ଆଶ୍ଚର୍ଯ୍ୟ ଜନକ ଅଟେ | ତେବେ ଆସନ୍ତୁ ପୁରା ଘଟଣା ଟି କଣ ସେହି ସମ୍ପର୍କ ରେ ଆଲୋଚନା କରିବା |

ପାଣି ଭିତରୁ ଏକ ଅଜଣା ମୃତ ଦେହ ସହିତ ବାଲେବାରୀ ପୋଲିସ ଏକ ବାଇକ କୁ ଉଦ୍ଧାର କରିଛି | ମିଳିଥିବା ସୂଚନା ଅନୁଯାଇ କେନ୍ଦୁଝର ଜିଲ୍ଲା ବାଲେବାରୀ ଥାନା ଅନ୍ତର୍ଗତ ଜରିଆ ବାହାଳ ସ୍ଥିତ କାଶବିଖଣି ପାଖରେ ଏକ ହିରୋହୁଣ୍ଡା ଗାଡ଼ି ପାଣି ଭିତରେ ବୁଡ଼ି ରହି ଥିବାର ଦେଖି ସ୍ଥାନୀୟ ଲୋକେ ବାଲେବାରୀ ପୋଲିସ କୁ ଖବର ଦେଇ ଥିଲେ |

ପରେ ବାଲେବାରୀ ପୋଲିସ ଏବଂ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରୁ ଉକ୍ତ ବାଇକ ଟିକୁ ଉଦ୍ଧାର କରିବା ସହିତ ଜଣେ ଯୁବକ ଙ୍କ ମୃତ ଦେହକୁ ଉଦ୍ଧାର କରିଛି |

ତେବେ ସେହି ବାଇକ ଏବଂ ବାଇକ ଚାଳକ ଗୁଆଳି ପଞ୍ଚାୟତ ଗଣୁଆ ଗ୍ରାମ ର ବୋଲି ଜଣା ପଡ଼ିଛି | ସେପଟେ ପୋଲିସ ଶବ କୁ ବେବେଚ୍ଛଦ ପାଇଁ ପଠାଇ ଥିବା ବେଳେ ଘଟଣା ର ପ୍ରକୃତ ସତ୍ୟତା ଜାଣିବା ପାଇଁ ଏହାର ତଦନ୍ତ ଆରମ୍ଭ କରିଛି | ତେବେ ଏପର୍ଯ୍ୟନ୍ତ ଏହି ଘଟଣା ସଠିକ ତଥ୍ୟ ପୋଲିସ ପାଇ ପାରି ନାହିଁ ତେଣୁ ଏହି ଘଟଣା ର ତଦନ୍ତ ଏପର୍ଯ୍ୟନ୍ତ ପୋଲିସ ଜାରି ରଖିଛି | ଏହି ଘଟଣା ଟି ସୋସିଆଲ ମିଡ଼ିଆ ରେ ଏବେ ଖୁବ ଚହଳ ସୃଷ୍ଟି କରିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।