IAS ସାକ୍ଷାତକାରରେ ଝିଅଟିକୁ ପଚାରିଲେ ଦେହର କେଉଁ ଜାଗା ଅଧିକ ଗରମ ହୋଇଥାଏ ? ଉତ୍ତର ଶୁଣି ଆପଣ ବି ଅବାକ୍ ହୋଇଯିବେ…..

ବନ୍ଧୁଗଣ ଆଜିର ଏହି ଲେଖାରେ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କିଛି ଏମିତି ପ୍ରଶ୍ନ ଯାହା ବଡ଼ ବଡ଼ ପରୀକ୍ଷା ପାଇଁ ହେଉଥିବା ସାକ୍ଷାତକାର ରେ ପଚରା ଯାଇଥାଏ। ଯେଉଁ ସବୁ ପ୍ରଶ୍ନ ଗୁଡ଼ିକ ପାଇଁ ମାନସିକ ଦକ୍ଷତା ର ବ୍ୟବହାର କରିବାକୁ ପଡ଼ିବ। ପ୍ରଶ୍ନ ଗୁଡ଼ିକ ଶୁଣିଲା ପରେ ଆପଣଙ୍କୁ ହୁଏତ ଏହାର ଉତ୍ତର କିଛି ଅଜବ ଲାଗିପାରେ କିନ୍ତୁ ବାସ୍ତବରେ ଏହାର ସକାରାତ୍ମକ ଦିଗ ରହିଛି ଏବଂ ଏଥିପାଇଁ ଆପଣଙ୍କୁ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରିବା ନିହାତି ଆବଶ୍ୟକ।

ତେଣୁ ଏହି ଭଳି ପ୍ରକାରର ପ୍ରଶ୍ନ ଶୁଣିବା ପେର ଆପଣ ତାହାର ନକରତ୍ମାକ ଦିଗ ଆଡକୁ ଅଗ୍ରସର ହେବେ ନାହିଁ କାରଣ ପ୍ରଶ୍ନର ଉତ୍ତର ବହୁତ ସରଳିଆ ଏବଂ ସହଜ।

ଏମିତିକି ଏହା IAS ପରୀକ୍ଷାରେ ପଚାରାଯାଏ। ପରୀକ୍ଷାର୍ଥୀ ଏହି ପ୍ରଶ୍ନ କୁ ଶୁଣିବା ପରେ କିଭଳି ପ୍ରତିକ୍ରିୟା ଦେଉଛି ତାହାକୁ ଜାଣିବା ପାଇଁ ପ୍ରଶ୍ନ ପଚାରୁଥିବା ଅଧିକାରୀ ମାନେ ଚେଷ୍ଟା କରିଥାନ୍ତି।ଆସନ୍ତୁ ଜାଣିବା ସେହିଭଳି ପ୍ରଶ୍ନ ର ଉତ୍ତର ଯାହାର ଉତ୍ତର ଦେଇ ଝିଅ ଟି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଆପଣ ମାନେ ମଧ୍ୟ ଏଗୁଡିକର ଉତ୍ତର ଦେବାକୁ ଚେଷ୍ଟା କରନ୍ତୁ।

ପ୍ରଶ୍ନ – 1
ଦୁନିଆରେ କେଉଁ ଜିନିଷ ଯାହା ତଳେ ପଡିଲେ ଭାଙ୍ଗି ନଥାଏ ?
ଉତ୍ତର – ବର୍ଷା

ପ୍ରଶ୍ନ – 2
ଝିଅଙ୍କର କେଉଁ ଅଙ୍ଗକୁ ତୁମେ ଖାଇ ପାରିବ ?
ଉତ୍ତର – ଶିକ୍ଷାର୍ଥୀ ଜଣଙ୍କ ଏହି ପ୍ରଶ୍ନର ଉତ୍ତର ଅତ୍ୟନ୍ତ ସହଜରେ ଦେଇଥିଲେ ଏବଂ ସେ ଉତ୍ତରରେ କହିଥିଲେ କି ଲେଡିଜ୍ ଫିଙ୍ଗର। ଯାହାକୁ ଓଡିଆ ଶଦ୍ଧକୋଶରେ ଭେଣ୍ଡି ବୋଲି କୁହାଯାଏ ।ଏହା ଏକ ପରିବା ତେଣୁ ଏହାକୁ ଆମେ ଖାଇ ପାରିବା

ପ୍ରଶ୍ନ – 3
ଏମିତି କଣ ଜିନିଷ ଯାହା ନିଜ ଜାଗାରୁ ହଲେ ନାହିଁ ବାକି ଯୋଉଠି କି ଯିବା ପାଇିଁ ଚାହିଁବ ସେ ପହଞ୍ଚେଇ ଦେବ ସେଇଟା କଣ ?
ଉତ୍ତର – ରାସ୍ତା।ଆପଣ ଯଦି ବାଇକ୍ ରେ ଯାଉଛନ୍ତି ତେବେ ବାଇକ୍ ହଲୁଥିବ କିନ୍ତୁ ରସ୍ତା ପୁରା ସ୍ଥିର ଭାବରେ ରହିଥାଏ ଆପଣ ନିଜ ଲକ୍ଷ୍ୟରେ ପହଞ୍ଚିବା ପର୍ଯ୍ୟନ୍ତ ସେ ସ୍ଥିର ରହିଥାଏ ।

ପ୍ରଶ୍ନ – 4
ଶରୀର ରୁ କେଉଁ ଅଂଶରୁ କେବେ ଝାଳ ବୋହେ ନାହିଁ ?
ଉତ୍ତର – ଓଠ

ପ୍ରଶ୍ନ – 5
ଏମିତି କେଉଁ ଜିନିଷ ଯାହା ବଡେ କେବେ କମେ ନାହି୍ଁ ?
ଉତ୍ତର – ଉଚ୍ଚତା /ବୟସ

ପ୍ରଶ୍ନ – 6
ଏମିତି କଣ ସେଇଟା ଯାହା ସ୍ବାମୀ ଖାଇପାରେ କିନ୍ତୁ ସ୍ତ୍ରୀ ଖାଇପାରେ ନାହିଁ ?
ଉତ୍ତର – ଯୋଡା କଦଳୀ / ଜୁଆଁ କଦଳୀ

ପ୍ରଶ୍ନ – 7
ସୁହାଗ ରାତି ରେ ଗୋଟିଏ ସ୍ତ୍ରୀ ନିଜ ସ୍ବାମୀ କୁ କଣ ଦେଇଥାଏ।
ଉତ୍ତର – କ୍ଷୀର

ପ୍ରଶ୍ନ – 8
ଦେହର କେଉଁ ଜାଗା ଅଧିକ ଗରମ ହୋଇଥାଏ ?
ଉତ୍ତର – ଦେହର ସେହି ଯାଗା ଟି ଅଧିକ ଗରମ ଯେଉଁ ଜାଗାରେ ଶରୀରର ରକ୍ତ ସଞ୍ଚାଳନ ଅଧିକ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।