ଦଶମ ଓ ଦ୍ୱାଦଶ ପରୀକ୍ଷା କେବେ ହେବ ଆସିଲା ତାରିଖ । ଏହି ତାରିଖରେ ହେବ ପରୀକ୍ଷା, ସେୟାର କରି ସମସ୍ତଙ୍କୁ ଜଣାଇ ଦିଅନ୍ତୁ….
ଏବେ ଏବେ ଆଉ କିଛି ବଡ଼ ଅପଡେଟ ଆସିଛି ଦଶମ ଓ ଦ୍ଵାଦଶ ପରୀକ୍ଷା କୁ ନେଇ । ତେବେ ଆପଣ ମାନେ ସମସ୍ତେ ଜାଣି ଥିବେ ଯେ କରନା ସଂକ୍ରମଣ ଯୋଗୁଁ ସ୍କୁଲ କଲେଜ ସବୁ ବନ୍ଦ ଥିଲା । ତେବେ ଏବେ ଏବେ ଆଉ କିଛି ବଡ଼ ଖବର ଆସି ଯାଇଛି ମେ ୪ ତାରିଖ ରୁ ଆରମ୍ଭ ହେବ ବୋର୍ଡ ପରୀକ୍ଷା । ତେବେ କଣ ରହିଛି ସମ୍ପୂର୍ଣ ଅପଡେଟ ଆସନ୍ତୁ ଜାଣିବା ;
CBSE ବୋର୍ଡ ପରୀକ୍ଷା ପାଇଁ ତାରିଖ ଘୋଷଣା କରା ଯାଇଛି । ମେ ୪ ତାରିଖ ରେ ବୋର୍ଡ ପରୀକ୍ଷା ହେବ । ତେବେ ମେ ୪ ତାରିଖ ରୁ ଆରମ୍ଭ ହୋଇ ଜୁନ୍ ୧୦ ତାରିଖ ରେ ପରୀକ୍ଷା ସରିବ ବୋଲି ଆଶା ରଖା ଯାଇଛି ।
ଗୁରୁବାର ଦିନ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୁଖରିଆଲ ଙ୍କ ନିଷ୍କ ଏକ ଭିଡିଓ ବାର୍ତା ମାଧ୍ୟମ ରେ ଏନେଇ ଘୋଷଣା କରିଛନ୍ତି। ମନ୍ତ୍ରୀ କହିଛନ୍ତି ମାର୍ଚ୍ଚ ମାସ ୧ ତାରିଖ ରୁ ସିବିଏସି ପ୍ରାଟିକାଲ ପରୀକ୍ଷା ଆରମ୍ଭ ହେବ ସେହି ପରି ମେ ଚାରି ତାରିଖ ରେ ପରୀକ୍ଷା ଆରମ୍ଭ ହେବ ଆଉ ଜୁନ୍ ୧୦ ତାରିଖ ରେ ଏହାକୁ ଶେଷ କରିବା ପାଇଁ ଚେଷ୍ଟା କରାଯିବ ବୋଲି କହିଛନ୍ତି ।
ଏହା ପରେ ଜୁଲାଇ ୧୫ ତାରିଖ ସୁଦ୍ଧା ପରୀକ୍ଷା ର ଫଳ ପ୍ରକାଶ ପାଇବ। ଦେଶରେ ମୋଟ ୩୦ ଲକ୍ଷ ଛାତ୍ର ଛାତ୍ରୀ ମାନେ ଶିବିଏସୀ ପରୀକ୍ଷା ଦେବେ । କରନା ସଂକ୍ରମଣ ପାଇଁ ଦେଶବ୍ୟାପୀ ସ୍କୁଲ୍ କଲେଜ୍ ବନ୍ଦ ରହି ଥିବା ବେଳେ CBSE ପରୀକ୍ଷା କେବେ ହେବ ସେନେଇ ଛାତ୍ର ଛାତ୍ରୀ ମାନେ ଦ୍ଵନ୍ଦ ରେ ରହିଥିଲେ। ତେବେ ଡିସେମ୍ବର ୨୧ ରେ ଶିକ୍ଷା ମନ୍ତ୍ରୀ କହିଥିଲେ ଯେ ୨୦୨୧ ମସିହା ରେ ଜାନୁଆରୀ ମାସ କିମ୍ବା ଫେବୃଆରୀ ମାସ ରେ ପରୀକ୍ଷା ହେବ ନାହିଁ । ଏହା ପରେ CBSE ପରୀକ୍ଷା କୁ ନେଇ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଦ୍ୱନ୍ଦ ଆହୁରି ବଢ଼ି ଯାଇଥିଲା ।
ଏହା ପରେ ପିଲା ମାନଙ୍କ ଏହି ଭଳି ଦ୍ଵନ୍ଦ ଦେଖି ଶିକ୍ଷା ମନ୍ତ୍ରୀ ଡିସେମ୍ବର ମାସ ରେ ପରୀକ୍ଷା ର ତାରିଖ ଘୋଷଣା ହେବ ବୋଲି କହି ଥିଲେ। ତେବେ ସୂଚନା ଅନୁସାରେ ଗୁରୁବାର ସନ୍ଧ୍ୟା ୬ ଟା ବେଳେ ପରୀକ୍ଷା ର ତାରିଖ ଘୋଷଣା ହୋଇ ଯାଇଛି । ତେବେ ଏହାର ଫାଇନାଲ ତାରିଖ ହେଉଛି ମେ ମାସ ୪ ତାରିଖ ରୁ ଆରମ୍ଭ ହୋଇଯିବ CBSE ପରୀକ୍ଷା ଯାହାକି ଜୁନ୍ ୧୦ ତାରିଖ ରେ ଶେଷ ହେବ ।
ମାର୍ଚ୍ଚ ପହିଲା ରୁ ଆରମ୍ଭ ହୋଇଯିବ ପ୍ରାଟିକଲ । ଏହା ସହିତ ଜୁଲାଇ ୧୫ ରେ ପରୀକ୍ଷା ଫଳାଫଳ ପ୍ରକାଶ ପାଇଯିବ। ତେବେ ଯଦି ଆପଣ ମାନେ ଭାବୁଥିବେ ଯେ HSCE ଓ ଯୁକ୍ତ ଦୁଇ ପରୀକ୍ଷା କେବେ ହେବ ତାହା ମଧ୍ୟ ସେହି ସମୟ ମଧ୍ୟରେ ହେବ ବୋଲି ଆଶା କରାଯାଉଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।