ଡ୍ୟାନ୍ସ ଭିଡ଼ିଓ ଭାଇରାଲ ! ତରଙ୍ଗର ଓଡ଼ିଆ ଅଭିନେତ୍ରୀ ପ୍ରିୟଙ୍କା ରଥ ଜବରଦସ୍ତ ଡ୍ୟାନ୍ସ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେବାରେ ଲାଗିଛି….
ଓଡ଼ିଆ ଟେଲି ଧାରାବାହିକ ଜଗତରେ ଅନେକ ନାୟକ ନାୟିକା ନିଜର ସ୍ୱତନ୍ତ୍ରତା ହାସଲ କରି ସାରିଲେଣି।ଛୋଟ ପରଦାରେ ବଡ଼ ଧମାକା ଦେଖାଉଥିବା କିଛି ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ ଭଲପାଇବା ଡୋର ରେ।ତେବେ ସେହିପରି ଟେଲି ଜଗତର ଜଣେ ଚୁଲବୁଲି ସୁନ୍ଦରୀ ନାୟିକା ହେଉଛନ୍ତି ପ୍ରିୟଙ୍କା ରଥ।
ଯିଏକି ଓଡ଼ିଆ ଟେଲି ଇଣ୍ଡଷ୍ଟ୍ରି ରେ ଜଣେ ନାମୀଦାମୀ କଳାକାର ଅଟନ୍ତି। ତେବେ ତାଙ୍କର ଅଭିନୟ ର ଝଲକ ଆପଣ ତରଙ୍ଗରେ ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ, ଧାରାବାହିକ କୁଆଁରୀ ବୋହୂ ମାଧ୍ୟମରେ ଦେଖିବାକୁ ପାଇଥିବେ।
ଆପଣ ଜାଣିଛନ୍ତି ସେ ଦେଖିବାକୁ ଯେମିତି ସୁନ୍ଦର୍ ସେତିକି ଆକର୍ଷଣୀୟ ଅଭିନୟ ମଧ୍ୟ କରିଥାନ୍ତି।ତେବେ ଏହି ସୁନ୍ଦରୀ ଟେଲି ଅଭିନେତ୍ରୀ ଜଣଙ୍କ ତରଙ୍ଗ ଚେନାଲ୍ ରେ ପ୍ରସାରିତ ହେଉଥିବା କୁଆଁରୀ ବୋହୂ ଧାରାବାହିକ ରେ ଶ୍ରଦ୍ଧା ନାମରେ ଦେଖିବାକୁ ମିଳନ୍ତି। ତାଙ୍କର ଅଭିନୟ ନିଛକ ଭଳି ଲାଗିଥାଏ।
ସେ ସବୁବେଳେ ନିଜ ଚରିତ୍ରରେ ହଜି ଯିବା ପାଇଁ ଚେଷ୍ଟା କରିଥାନ୍ତି ଏବଂ ଦର୍ଶକ ମାନଙ୍କ ମନକୁ ଛୁଇଁବା ପାଇଁ ଚେଷ୍ଟା ମଧ୍ୟ କରିଥାନ୍ତି।ତେବେ ତାଙ୍କର ଅଭିନୟ ସାଙ୍ଗକୁ ଟିକ ଟକ ରେ ମଧ୍ୟ ଅନେକ ରୁଚି ରହିଛି।ସେ ଅନେକ ଟିକ ଟକ ଭିଡିଓ କରିଛନ୍ତି। ଭିନ୍ନ ଭିନ୍ନ ଗୀତରେ ସେ ନୃତ୍ୟ କରିଥିବାର ନଜର ଆସିଛନ୍ତି।
ତେବେ ଉଭୟ ଓଡ଼ିଆ ଓ ହିନ୍ଦୀ ଗୀତ ମାଧ୍ୟମରେ ସେ ନୃତ୍ୟ କରିଛନ୍ତି ଏବଂ ସେଥିରେ ସେ ବହୁତ୍ ଆକର୍ଷଣୀୟ ଲାଗୁଛନ୍ତି। ପ୍ରିୟଙ୍କା ରଥ ପ୍ରାୟତ ତାଙ୍କର ଅଧିକାଂଶ ଭିଡିଓ ରେକର୍ଡ ନାଲି ଡ୍ରେସ୍ ରେ ହିଁ କରିଥାନ୍ତି। ଯେଉଁଥିରେ ତାଙ୍କର ସୁନ୍ଦରତା ଅଧିକ ଦୁଇ ଗୁଣିତ ହୋଇଥାଏ।
ସେ କେତେବେଳେ ଶାଢ଼ୀରେ ତାଙ୍କର ଭିଡିଓ ରେକର୍ଡ କରିଛନ୍ତି ତ ପୁଣି କେଉଁ ସ୍ଥାନରେ ସାଲ୍ଵାର୍ ରେ ସେ ସୁନ୍ଦର୍ ଭିଡିଓ ମାନ ରେକର୍ଡ କରିଛନ୍ତି। ଆପଣ ବି ଥରେ ଦେଖନ୍ତୁ ଏହି ଭିଡିଓ ରେ କିଭଳି ଭାବରେ ସେ ଭିଡିଓ ସବୁ ସୁଟ କରିଛନ୍ତି। ପାରମ୍ପରିକ ପୋଷାକରେ ସେ ବହୁତ୍ ସୁନ୍ଦର୍ ମଧ୍ୟ ଦେଖା ଯାଉଛନ୍ତି। ହିନ୍ଦୁ ଧର୍ମର ବୋହୂ ଭାବରେ ମଧ୍ୟ ନିଜକୁ ସଜେଇ ସେ କିଛି ଭିଡିଓ ରେକର୍ଡ କରିଛନ୍ତି।
ଏହି ଭିଡିଓ ଗୁଡ଼ିକ ରେ ସେ ବହୁତ୍ ସୁନ୍ଦର ନୃତ୍ୟ କରିଛନ୍ତି ଏବଂ ଖୁବ୍ ସୁନ୍ଦର୍ ମଧ୍ୟ ଦେଖା ଯାଉଛନ୍ତି। ଆଜିକାଲି ସମସ୍ତେ ନିଜର ଅଭିନୟ ଏବଂ ସୁନ୍ଦରତା କୁ ପରିପ୍ରକାଶ କରିବା ପାଇଁ ବହୁତ୍ ସୁନ୍ଦର୍ ରାସ୍ତା ଆପନାଉ ଅଛନ୍ତି। ତାମଧ୍ୟରୁ ସୋସିଆଲ ମିଡ଼ିଆ ହେଉଚି ଆଜିର ଯୁବପିଢି ମାନଙ୍କ ପାଇଁ ସବୁଠାରୁ ଉଲ୍ଲେଖନୀୟ ପ୍ଲାଟଫର୍ମ ପାଲଟିଛି।
ଯେଉଁଠାରେ ସେମାନେ ବିଭିନ୍ନ ପ୍ରକାର ଢଙ୍ଗରେ ବିଭିନ୍ନ ପ୍ରକାରର କଳା ପ୍ରଦର୍ଶନ କରି ଦର୍ଶକ ମାନଙ୍କୁ ଅନେକ ମନୋରଞ୍ଜନ ର ସୁରାକ ଯୋଗାଇ ଥାଆନ୍ତି। ଏବଂ ଦର୍ଶକ ମାନଙ୍କର ମନକୁ ମଧ୍ୟ ଆନନ୍ଦିତ କରିଥାନ୍ତି ସେମାନଙ୍କ ଭିନ୍ନ ଭିନ୍ନ ପ୍ରତିଭା ଦେଖାଇ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।