ଦେଖନ୍ତୁ ଭିଡିଓ – ପୁଣିଥରେ ଭାଇରାଲ ହେଲା – ଯୁବତୀ ଜଣକ ସପିଂ ମଲ କୁ ଯାଇ ଚେଞ୍ଚ କରୁଥିବା ସମୟରେ ଭାଇରାଲ ଅନ୍ତରଙ୍ଗ ଭିଡିଓ

ପ୍ରାୟ ସବୁ ଯୁବତୀ ମାନେ ଡ୍ରେସ୍ କିଣିବା ପାଇଁ ପସନ୍ଦ କରି ଥାଆନ୍ତି । ତେବେ ଡ୍ରେସ୍ କିଣିବା ସମୟ ରେ ବହୁତ୍ ସନ୍ଦେହ ରେ ଥାନ୍ତି । ଡ୍ରେସ୍ ର ଫିଟିଂ ଠିକ୍ ଭାବେ ହେଉଛି କି ନାହିଁ ତେବେ ସେଥି ପାଇଁ ସେମାନେ ମଲ ବା ଦୋକାନ ରେ ଥିବା ଟ୍ରାଏଲ୍ ରୁମ୍ ରେ ଟ୍ରାଇଲ କରି ଥାଆନ୍ତି ।

ତେବେ ଟ୍ରଏଲ୍ ରୁମ୍ ରେ ଚେଞ୍ଜ କରିବା ସମୟ ରେ ଗୋଟିଏ ଭୟ ମନ କୁ ଆସିଥାଏ ଯେ କେଉଁଠି ଏହି ତ୍ରାଏଲ୍ ରୁମ୍ ରେ କେଉଁଠୁ କ୍ୟାମେରା ଲାଗି ନାହିଁ ତ । ତେବେ ଏମିତି ପରିସ୍ଥିତି ସବୁ ମହିଳା ମାନଙ୍କୁ ସାମ୍ନା କରିବା ପାଇଁ ପଡି ଥାଏ ।

ଯଦି ଆମେ ଟିକେ ସାବଧାନ ନଥିବା ତେବେ ବହୁତ୍ ବଡ଼ ଅଘଟଣ ଘଟି ପାରେ ତେଣୁ ବେଳ ରୁ ସାବଧାନ ହେବା ଉଚିତ୍ ଅଟେ । ତେବେ ଆଜି ଆମେ ଏହି ବିଷୟ ରେ ଜାଣିବା ଯେ ତ୍ରାଏଲ ରୁମ୍ , ହୋଟେଲ୍ ରୁମ୍ , ବାଥ ରୁମ ରେ କ୍ୟାମେରା ଲାଗି ଅଛି କି ନାହିଁ କିପରି ଜାଣିବେ । ତେବେ ଆସନ୍ତୁ ଜାଣିବା ।

ତେବେ ହୋଟେଲ୍ ରୁମ୍ , ବାଥ୍ ରୁମ୍ କିମ୍ବା ତ୍ରାଏଲ ରୁମ୍ ରେ କ୍ୟାମେରା ଅଛି କି ନାହିଁ ଜାଣିବା ପାଇଁ ପ୍ରଥମେ ରୁମ୍ ର ଲାଇଟ୍ ଅଫ୍ କରି ଦିଅନ୍ତୁ । ଦେଖନ୍ତୁ ସେଠାରେ ଗ୍ରିନ କିମ୍ବା ରେଡ୍ ଲାଇଟ୍ ଜଳୁଛି କି ନାହିଁ ।

ଦ୍ଵିତୀୟ ରେ ହେଉଛି ମୋବାଇଲ ନେଟୱର୍କ , ତେବେ ତ୍ରାଏଲ ରୁମ୍ ରେ ଦେଖନ୍ତୁ ମୋବାଇଲ ନେଟୱର୍କ ଆସୁଚି କି ନାହିଁ କାରଣ ଯେଉଁଠି ହିଦେନ୍ କ୍ୟାମେରା ଥାଏ ସେଠାରେ ମୋବାଇଲ ନେଟୱର୍କ ଆସେ ନାହିଁ।

ତୃତୀୟ ରେ ଫଟୋ କ୍ଲିକ କରନ୍ତୁ , ଯଦି ଆପଣ ଙ୍କୁ ଲାଗୁଚି ମୋବାଇଲ ରେ ହିଦେନ କ୍ୟାମେରା ରହୁଛି ତେବେ ଫଟୋ କ୍ଲିକ୍ କରନ୍ତୁ ଓ ଯଦି କିଛି ଇରିତେତିଙ୍ଗି ଶବ୍ଦ ଆସେ ତେବେ ଜାଣି ରଖନ୍ତୁ ଯେ ରୁମ୍ ରେ ହିଦେନ କ୍ୟାମେରା ଅଛି ତେବେ ଫଟୋ କ୍ଲିକ୍ କରିବା ସମୟ ରେ ଅଲଗା ସାଉଣ୍ଡ ଆସିବ ।

ଚତୁର୍ଥ ରେ , ଏହା ପରେ ମିରର ରେ ଦେଖନ୍ତୁ ଆଜି କାଲି ଏମିତି କ୍ୟାମେରା ଆସୁଚି ଯେଉଁ ରେ କ୍ୟାମେରା ଲଗାଇଲେ କ୍ୟାମେରା ଓ ଆଙ୍ଗୁଳି ମଧ୍ୟ ରେ ଗ୍ୟାପ୍ ରହିବ । ତେବେ ଭଲ ଭାବରେ ମିରର ଚେକ୍ କରନ୍ତୁ ।

ଫୋନ୍ ରେ ଏକ ପ୍ରକାର ଆପ୍ ଡାଉନଲଡ୍ କରନ୍ତୁ , ହିଡେନ କ୍ୟାମେରା ବିଷୟ ରେ ଜାଣିବା ପାଇଁ ହେଲେ ଫୋନ୍ ରେ ଏକ ଆପ୍ଲିକେସନ୍ ବଡ଼ି ଗାର୍ଡ ନାମ ରେ ଡାଉନଲୋଡ୍ କରନ୍ତୁ । ଏହି ଆପ ଡାଉନଲୋଡ୍ କରିବା ପରେ ଫୋନ୍ କୁ ଚାରି ଆଡେ ବୁଲାନ୍ତୁ ଯଦି ତ୍ରାଇଲ ରୁମ୍ ରେ ହିଦେନ କ୍ୟାମେରା ଲାଗିଛି ତେବେ ଏଥିରେ ନାଲି ବତି ଚାଲିବ ଏହାର ଅର୍ଥ ସେଠାରେ କ୍ୟାମେରା ରହିଛି ।

ତେବେ ଆଜି କାଲି ଦୁନିଆ ରେ କେଉଁଠୁ କିଛି ବି ଘଟି ପାରେ । ତେଣୁ ଆଶା କରୁଛି ଆମର ଏହି ସୂଚନା ଆପଣ ଙ୍କୁ ସତର୍କ କରାଇ ଥିବ ।