ଦୁଃଖରେ ଥିଲେ କିନ୍ନର ଦେଖିଲେ ଦାନ କରନ୍ତୁ ଏହି ଗୋଟିଏ ଜିନିଷ ଆପଣଙ୍କ ଭାଗ୍ୟ ବଦଳିଯିବ
ଆଜି ଆମେ କିନ୍ନର ଙ୍କୁ ଦାନ କରିବା ବିଷୟ ରେ ଜାଣିବା । ତେବେ ଦୁଃଖରେ ଥିଲେ କିନ୍ନର ଦେଖିଲେ ଦାନ କରନ୍ତୁ ଏହି ଜିନିଷ ଜୀବନ ବଦଳିଯିବ । ଆପଣ ଙ୍କ ସବୁ ଦୁଃଖ ଦୁର୍ଦ୍ଦଶା ଦୂର ହୋଇ ଯିବ । କିନ୍ନର ସମାଜ ଏକ ଏମିତି ସମାଜ ଅଟେ ଯିଏ ସମସ୍ତ ଙ୍କୁ ଆଶୀର୍ବାଦ ଦେଇ ଥାଏ । ଏମିତି ବିଚାର କରାଯାଏ ଯେ ତାଙ୍କ ଅଭିଶାପ ଓ ଆଶୀର୍ବାଦ ଉଭୟ ପଡି ଥାଏ । ତାଙ୍କର ଏକ ମାତ୍ର ସାହାରା ହେଉଛି ପାଖା ପାଖି ହେଉଥିବା ସମାହାର ରେ ଯୋଗ ଦେବା ଓ ନାଚ ଗୀତ କରିବା ।
କିନ୍ନର ସମାଜ ଏକ ଏମିତି ସମାଜ ଯିଏ ସର୍ବଦା ଅନ୍ୟ ମାନଙ୍କ ପାଇଁ ଜିଜ୍ଞାସା ହୋଇ ରହି ଥାଏ । କିଛି ଲୋକ ତ ଏମିତି ଭାବି ଥାଆନ୍ତି ତାଙ୍କ ପାଖକୁ କେବେବି ଆସିବା ଠିକ୍ ନୁହେଁ ।
ଆପଣ ଙ୍କୁ ସେମାନେ ଯାହା କୁହନ୍ତି ଆପଣ ଙ୍କୁ ତାହା କରିବା ପାଇଁ ପଡ଼ିଥାଏ । ତେବେ ଆପଣ କଣ ଜାଣିଛନ୍ତି କି ଦାନ ଦେବା ବଦଳ ରେ ଆପଣ ଯଦି ତାଙ୍କୁ ଏହି ଗୋଟିଏ ଜିନିଷ ମାଗି ଆଣିବେ ତେବେ ଆପଣ ଙ୍କ ର ଧନ ଜନିତ ସବୁ ସମସ୍ୟା ସମାପ୍ତ ହୋଇ ଯାଇ ଥାଏ । ଏହା ଆପଣ ଙ୍କ ଘରେ ସମୃଦ୍ଧି ଆଣି ଥାଏ । ତେବେ ଆମ ହିନ୍ଦୁ ଧର୍ମ ପୁରାଣ ରେ ଏହା ମାନ୍ୟତା ଅଛି ଯେ କିନ୍ନର ବୁଧ ଗ୍ରହ କୁ ଶାନ୍ତ କରି ଥାଏ ।
ଯଦି କୌଣସି ବ୍ୟକ୍ତି ଏମାନେ ବୁଧ ବାର ଦିନ ଆଶୀର୍ବାଦ କରନ୍ତି ତେବେ ଏମାନଙ୍କ ର ଭାଗ୍ୟ ଖୋଲି ଯାଇଥାଏ । ଆମ ମାନଙ୍କୁ ଆମର କର୍ମ ଅନୁସାରେ ହିଁ ସ୍ତ୍ରୀ ପୁରୁଷ କିମ୍ବା ନପୁଂସକ ଭାବେ ଜନ୍ମ ମିଳି ଥାଏ । ତେବେ ଜ୍ୟୋତିଷ ଶାସ୍ତ୍ର ରେ ବୁଧ ଗ୍ରହ କୁ ନପୁଂସକ ବୋଲି ବିଚାର କରାଯାଏ ତେଣୁ ବୁଧ ଗ୍ରହ କିନ୍ନର ମାନଙ୍କ ଉପରେ ଅଧିକ ପ୍ରଭାବୀ ହୋଇ ରହିଥାଏ । ଯେଉଁଥିପାଇଁ ଏମାନଙ୍କୁ ଦାନ ଦେବା ଦ୍ଵାରା ବୁଧ ଗ୍ରହ ପ୍ରସନ୍ନ ହୋଇ ଥାଆନ୍ତି ।
ତେବେ କୌଣସି କିନ୍ନର ଠାରୁ ଆପଣ ଏକ ଟଙ୍କିଆ କାଏନେ ମାଗି ନେଇ ଯାଆନ୍ତୁ । ଯଦି ସେମାନେ ଆପଣ କୁ ଦେଇ ଦେବେ ତେବେ ଏହା ବହୁତ୍ ଶୁଭ ବିଚାର କରାଯାଏ । ତେବେ ଏମିତି ବହୁତ୍ କମ୍ ହୋଇଥାଏ । ଯଦି ଆପଣ ତାଙ୍କୁ ଏକ ଟଙ୍କିଆ କଏନେ ପୁଣି ଥରେ ମାଗି ଥାଆନ୍ତି ସେମାନେ ଦେଇ ନଥାନ୍ତି କାରଣ ସେ ବି ଏହା ଜାଣି ଥାଆନ୍ତି ।
ତେବେ ଆପଣ ଏହାକୁ ଥରେ ମାଗି କରି ଦେଖନ୍ତୁ । ସେମାନେ ଦେଲେ ଆପଣ ଙ୍କ ଭକ୍ତ ଖୋଲି ଥାଏ । ଯଦି ଯେଉଁ ମାନଙ୍କ ର ସନ୍ତାନ ନାହିଁ ତେବେ ସେମାନେ ଏକ ପୁଅ କଣ୍ଢେଇ ଦୋକାନ ରୁ ନେଇ ଯାଆନ୍ତି ଏବଂ ଏହା ଯେଉଁ କିନ୍ନର ଙ୍କୁ ଦେଇ ଦିଅନ୍ତୁ ଯଦି ସେମାନେ ନେଇ ଯାଆନ୍ତି ତେବେ ନିଶ୍ଚୟ ହୋଇ ଯାଆନ୍ତୁ ଯେ ଆପଣ ଙ୍କ ର ସନ୍ତାନ ପ୍ରାପ୍ତି ହେବାର ଯୋଗ ରହିଛି ।
ଏହା ସହିତ ଯଦି କୌଣସି ଶତ୍ରୁ କୁ ମିତ୍ର କରିବା ପାଇଁ ଚାହୁଁଛନ୍ତି ତେବେ ଏକ କଳା ସୂତା ନିଅନ୍ତୁ ଓ ଏହାକୁ ମଝି ରୁ କାଟି ଦିଅନ୍ତୁ ଧ୍ୟାନ ରଖିବେ ଏହି ସୂତା ଯେପରି ଅଧିକ ବଡ଼ ହୋଇ ନଥିବ । ଏହା ପରେ ଏକ କାଗଜ ରେ ଶତ୍ରୁ ର ନାମ ଲେଖି ଦିଅନ୍ତୁ ଓ ସେହି କଳା ସୂତା ରେ ବାନ୍ଧି ଏକ କିନ୍ନର କୁ ଦେଇ ଦିଅନ୍ତୁ ଦେଖିବେ ଆପଣଙ୍କ ଶତ୍ରୁ ମିତ୍ର ପରି ବ୍ୟବହାର ଦେଖାଇବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।