କ୍ୟୁଟ୍ ଡଲ୍ ତନିଶାଙ୍କ କ୍ୟୁଟ୍ Performance ର ଗୀତ ଶୁଣି ନମିତା MAM ଠିଆ ହୋଇ ତାଳି ମାରିଲେ – 1st time ଏମିତି ହେଲା –

ଆପଣ ତ ଜାଣିଛନ୍ତି ଗୀତ ଗାଉଥିବାର ଭିଡିଓ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ସଙ୍ଗୀତ ଏବଂ ନୃତ୍ୟ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ କହାକୁ ଗୀତ ଗାଉ ଥିବାର ଦେଖିବାକୁ ପାଉ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ।

ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ ଏବଂ ମନଟା ଝୁମି ଉଠିଥାଏ। ଗୀତ ଶୁଣି ଦେଲେ ଆମକୁ ଟିକିଏ ଖୁସି ଲାଗିଥାଏ। ଯେଉଁଠି ବି ଗୀତ ଶୁଣିବାର ସୁଯୋଗ ମିଳେ ସେତେବେଳେ ଆମେ ଖୁସି ହେଇଯାଉ।

ତେଣୁ ଆପଣ ଏହିଭଳି ଭାବରେ ଅନେକ ଗାୟିକିିର ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ। ଷ୍ଟେଜ ଶୋ ମାନଙ୍କରେ ଏପରି ଭିଡିଓ ଅନେକ ସମୟରେ ଆପଣ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ।

ତେବେ ସେହିଭଳି ଏକ ସୁନ୍ଦର୍ ଗାୟିକିି ର ଭିଡିଓ ଆମେ ଆଜି ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।ଯେଉଁ ଭିଡ଼ିଓ କୁ ଯିଏବି ଦେଖୁଛି ସେ ଖୁସି ହେବା ସହିତ ପ୍ରଶଂସା ମଧ୍ଯ କରୁଛି। ଆପଣ ତ ଜାଣିଛନ୍ତି ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ।


ଅନେକ ଙ୍କ ସଉକ ଥାଏ ଗୀତ ଗାଇବାକୁ ଏବଂ ଶୁଣିବାକୁ।ଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ। ସେହିଭଳି ଏବେ ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ସେଥିରେ ଏକ ସିଦ୍ଧାର୍ଥ ଟିଭି ରେ ପ୍ରସାରିତ ହେଉଥିବା ମୁଁ ବି ନମିତା ଅଗ୍ରୱାଲ ରିୟୋଲିଟ ଶୋ ବିଷୟରେ ଆପଣ ମାନେ ସମସ୍ତେ ଜାଣିଥିବେ।

ସେହି ଶୋ ରେ ପିଲାମାନେ ନିଜ ନିଜର ଦକ୍ଷତା କୁ ଦେଖାଇବାକୁ ଏହି ଶୋ କୁ ଆସିଥାନ୍ତି। ତେବେ ଆଜି ଆମେ ଜଣେ ସୁନ୍ଦର ଗୀତ ପରିବେଷଣ କରିଥିବା ପ୍ରତିଭାଙ୍କ ବିଷୟରେ କହିବା ପାଇଁ ଯାଉଛୁ।

ଏଠାରେ ଗାଉଥିବା ଏହି ସିଙ୍ଗର ଜଣଙ୍କର ନାମ ହେଉଛି ତନିଶା ପଣ୍ଡା। ତାଙ୍କର ଅନେକ ସଙ୍ଗୀତ ଆପଣ ଶୁଣିଥିବେ।ଓଡ଼ିଶାର ସେ ଜଣେ ଜଣାଶୁଣା ଚେହେରା। ଅନେକ ସୁନ୍ଦର୍ ସୁନ୍ଦର୍ ଓଡ଼ିଆ ଗୀତରେ ସେ ତାଙ୍କର କଣ୍ଠ ଦେଇଛନ୍ତି। ତନିଶା ଙ୍କ ଏପରି ଷ୍ଟେଜ ପ୍ରଦର୍ଶନ ର ଭିଡିଓ କୁ ଦର୍ଶକ ଦେଖି ବେଶ୍ ଖୁସି ହେଉଛନ୍ତି ଏବଂ ଉତ୍ସାହିତ ମଧ୍ୟ କରୁଛନ୍ତି।

ତାର ସେହି ଗୀତକୁ ଜଜ୍ ମାନେ ମଧ୍ୟ ବହୁତ ପ୍ରଶଂସା କରୁଥିବା ଦେଖିବାକୁ ମିଳିଥିଲା। ତାଙ୍କର ଏହି ଗାୟିକିିର ଭିଡିଓ ଏତେ ଭାଇରାଲ ହେଉଛି ଯେ ଏହି ଭିଡିଓ କୁ ଏବେ ସୁଦ୍ଧା ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଆପଣଙ୍କୁ ବି ନିଶ୍ଚିତ ଏହା ଭଲ ଲାଗିଵ।