ଓଃ କି ଡ୍ୟାନ୍ସ ! ଏହି Cute ଝିଅର Most Talented ଡ଼୍ୟାନ୍ସ ଦେଖି Nora Fatehi ମଧ୍ୟ ଫେଲ ମାରିବ…

ଆଜି କାଲି ଟେକନୋଲୋଜି ଦୁନିଆଁ ରେ ମଧ୍ୟ ବୃଦ୍ଧ ରୁ ଆରମ୍ଭ କରି ଛୋଟ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ସହିତ ଜଡ଼ିତ | ନିଜର କିଛି ପ୍ରତିଭା ହେଉ କି ଛୋଟ ଭିଡ଼ିଓ କରି ହେଉ ସମସ୍ତେ ଏହାକୁ ସୋସିଆଲ ମିଡ଼ିଆ ରେ ଉପଲୋଡ କରି ଲୋକ ମାନଙ୍କର ଭଲ ପାଇବାକୁ ହାସଲ କରି ପାରି ଥାଆନ୍ତି | କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି |

ଅନେକ ସମୟରେ ଅନେକ କିଛି ଭିଡ଼ିଓ ଭାଇରାଲ ହୋଇ ଥାଏ ଯାହାକି ଏହି ଭିଡ଼ିଓ ପସନ୍ଦ କରିବା ଦ୍ୱାରା ସେହି ବ୍ୟକ୍ତି ଖୁବ ଫେମସ ହୋଇ ପାରିଥାଏ | ନିଜ ଅଜାଣତ ରେ ମଧ୍ୟ ବ୍ୟକ୍ତି ବେଳେ ବେଳେ ଭାଇରାଲ ହୋଇ ଥାଏ କାରଣ ସେ କଳ୍ପନା ମଧ୍ୟ କରି ନଥାଏ କି ତାର ଭିଡ଼ିଓ କୁ ଦର୍ଶକ ମାନେ ଏତେ ମାତ୍ରା ରେ ଭଲ ପାଇବା ଦେବେ |

ପ୍ରାୟତଃ ଛୋଟ ଛୋଟ ପିଲା ମାନଙ୍କର କିଛି ଭିଡ଼ିଓ ଦେଖିବା ପାଇଁ ଖୁବ ଭଲ ଲାଗି ଥାଏ, କାରଣ ସେମାନେ ତାଙ୍କ କୁନି କୁନି ଓଠରେ ଯାହା ବି କହି ଦେଇ ଥାଆନ୍ତି ତାହା ଆକର୍ଷଣୀୟ ରହିଥାଏ |

ତାଙ୍କ କୁନି କୁନି ପାଦ ହାତ ରେ ସେମାନେ ଯାହା ବି ଦୁଷ୍ଟାମୀ କରନ୍ତୁ ନା କାହିଁକି ତାହା ଖୁବ ମଜାଦାର ବା ଚୁଲବୁଲି ଲାଗିଥାଏ | ଅନେକ ସମୟରେ କୁନି ପିଲା ଙ୍କର ଡ୍ୟାନ୍ସ ଭିଡ଼ିଓ ମଧ୍ୟ ଭାଇରାଲ ହୋଇ ଥାଏ ଯାହାକି ବର୍ତ୍ତମାନ ସମୟରେ ଦୁଇଟି କୁନି କୁନି ପିଲା ଙ୍କର ଜବରଦସ୍ତ ଡ୍ୟାନ୍ସ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |

ଏକ ଭିଡ଼ିଓ ରେ ଜଣେ କୁନି ଝିଅ ଓ କୁନି ପୁଅ ଏକ ପୁରୁଣା ଗୀତରେ ଏତେ ସୁନ୍ଦର ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି, ସବୁଠାରୁ ବଡ଼ କଥା ହେଉଛି କି ଭିଡ଼ିଓ କୁ 4 କୋଟି ରୁ ଅଧିକ ଲୋକମାନେ ଦେଖି ସାରିଲେଣି | ଆପଣ ମାନେ ଭିଡ଼ିଓ ଟିରେ ଦେଖି ପାରୁଥିବେ ଜଣେ କୁନି ଝିଅ ନାଲି ଡ୍ରେସ ପିନ୍ଧିଚି ଆଉ ଜଣେ କୁନି ପୁଅ ନୀଳ ସାର୍ଟ ପିନ୍ଧିଚି | ଆଉ ଉଭୟ ଗୋଟିଏ ପୁରୁଣା ହିନ୍ଦୀ ଗୀତ “ଅହ ଅହ ଜାନେଜାନା” ରେ ଖୁବ ସୁନ୍ଦର ଭାବରେ ତାଳ ମିଳେଇ ଡ୍ୟାନ୍ସ କରିବାରେ ଲାଗିଛନ୍ତି |

ତେବେ ଏହି ଦୁଇ କୁନି ପିଲା ଦେଖିବା ପାଇଁ ଯେମିତି କ୍ୟୁଟ ଲାଗୁଛନ୍ତି ସେହିଭଳି ଭାବରେ ତାଙ୍କ ଡ୍ୟାନ୍ସ ମଧ୍ୟ ବେସ ସୁନ୍ଦର ରହିଛି | ମଝିରେ ମଝିରେ କିଛି ଭୁଲ ହେଉଥିଲେ ବି ପିଲା ଦୁହିଁଙ୍କର ଏକ୍ସପ୍ରେସନ ଦର୍ଶକ ଙ୍କ ଦୃଷ୍ଟି ଆକର୍ଷଣ କରି ନେଉଛି | ତେବେ ଏଭଳି ଏକ ସୁନ୍ଦର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଉପଲୋଡ ହେବା ପରେ ଖୁବ ମାତ୍ରା ରେ ଭାଇରାଲ ହେଉଛି ଯାହାକୁ ଦର୍ଶକ ଦେଖି ଖୁବ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ରଖି ପ୍ରଶଂସା କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।