କଣ୍ଡୋମ୍ ବ୍ୟବହାର କରୁଥିବା ୯୯% ଲୋକ ଏହି କଥା ଜାଣି ନାହାନ୍ତି, ଯଦି ବ୍ୟବହାର କରୁଛନ୍ତି ନିଶ୍ଚୟ ଦେଖନ୍ତୁ……

ଚାହୁଁନଥିବା ଗର୍ଭ କୁ ରୋକିବା ପାଇଁ ବା ଗର୍ଭବତୀ ନହେବା ପାଇଁ ଶାରିରୀକ ସମ୍ପର୍କ ସ୍ଥାପନ ସମୟରେ କଣ୍ଡୋମ୍ ପିନ୍ଧି ଥାନ୍ତି ଅଧିକାଂଶ ପୁରୁଷ ମାନେ। ଅବାଞ୍ଛିତ ଗର୍ଭ ଧାରଣ କୁ ରୋକିବା କୁ ହେଲେ ଆମେ କଣ୍ଡୋମ୍ ର ବ୍ଯବହାର କରିବା ର ଆବଶ୍ୟକତା ନିଶ୍ଚିତ ରହିଛି। ଏହା ଯେ ଖାଲି ଅବାଞ୍ଛିତ ଗର୍ଭ ଧାରଣ ରୋକେ ତାହା ନୁହଁ ବରଂ ଏହା ଯୌନ ସଂକ୍ରମଣ ରୁ ଆମକୁ ବଞ୍ଚାଇବା ସହ ସୁରକ୍ଷିତ ଯୌନ ସଂପର୍କ ସ୍ଥାପନ ଦିଗ ରେ ସହାୟକ ହୁଏ ଏବଂ ଅଧିକ ନିରାପଦ ର ପରିଚୟ ଅଟେ।

ମାତ୍ର ଏହାର ବ୍ୟବହାର ଶୈଳୀ ଜାଣିବା ବ୍ୟବହାରକାରି ପାଇଁ ନିତ୍ୟାନ୍ତ ଆବଶ୍ୟକ ଅଟେ। ନହେଲେ ଏହା ଆପଣଙ୍କ ପାଇଁ ପରବର୍ତ୍ତୀ ଜୀବନରେ ଅନେକ ବିପଦ ଆଣି ପାରେ।

କାରଣ ବହୁ ସମୟ ରେ ଆମେ କଣ୍ଡୋମ୍ ଫାଟି ଯିବା କିମ୍ବା ଭିତରେ ଫସି ଯିବା ଭଳି ସମସ୍ୟା ରେ ପଡି ଯାଇ ଥାଉ। ଏଣୁ ଏହାକୁ ବ୍ୟବହର କରିବା ସମୟ ରେ ସତର୍କତା ମୂଳକ ପଦକ୍ଷେପ ନେବା ଉଚିତ। ଏବେ ଆମେ ଆପଣଙ୍କୁ ଏହି ବିଷୟରେ ଅବଗତ କରାଇବା ପାଇଁ ଯାଉଛୁ।

କାରଣ କଣ୍ଡୋମ୍ ଏମିତି ଏକ ଜିନିଷ ଯାହାର ଉଚିତ୍ ବ୍ୟବହାର କରିବା ପ୍ରକ୍ରିୟା ନ ଜାଣିଲେ କିମ୍ବା ଏ ବିଷୟରେ ଧାରଣା ନ ରହିଲେ ଆପଣ ଆଗାମୀ ଦିନରେ ଅନେକ ଚର୍ମ ଜନିତ ରୋଗ ସହିତ ଅନେକ ବଡ଼ ଭୂତାଣୁ ଜନିତ ରୋଗ ଯେମିତି ଏଡ୍ସ ଭଳି ରୋଗ ହୋଇଥାଏ।

ତେବେ ଆସନ୍ତୁ କଣ୍ଡୋମ ବ୍ୟବହାର ଜନିତ କିଛି କଥା ଜାଣିବା ସହିତ କଣ୍ଡୋମ ସହ ଜଡ଼ିତ କିଛି ରୋଚକ କଥା ମଧ୍ୟ ଜାଣିବା ଯାହା ଜାଣିବା ଆପଣଙ୍କୁ ନିହାତି ଦରକାର। କଣ ଆପଣ ଜାଣିଛନ୍ତି କଣ୍ଡୋମ୍ ଏପରି ଏକ ପାଉଡର ଏବଂ ଲୁବ୍ରିକାଣ୍ଟ ରୁ ତିଆରି ହୋଇଥାଏ ଯାହା ଶରୀର ପାଇଁ ବହୁତ୍ କ୍ଷତିକାରୀ।

ଏହା କାରଣରୁ କ୍ୟାନସର ଭଳି ରୋଗ ଆପଣଙ୍କୁ ହୋଇପାରେ।କିନ୍ତୁ ଏହାର ପ୍ରଭାବ ଏତେ ପଡି ନଥାଏ।ତେବେ ଆପଣ କଣ୍ଡୋମ୍ ବ୍ୟବହାର ପରେ ଗୁପ୍ତାଙ୍ଗ କୁ ନିଶ୍ଚିତ ଧୋଇ ଦିଅନ୍ତୁ।ଏହା ଫଳରେ କୌଣସି ମାରାତ୍ମକ ରୋଗ ହେବା ଆଶଙ୍କା ରୁ ଆପଣ ଦୂରରେ ରହି ପାରିବେ।

ଏହା ସହିତ ଆପଣ ନିଶ୍ଚିତ ଭାବରେ କଣ୍ଡୋମ୍ କିଣିବା ବେଳେ, ସବୁ ଜିନିଷ କିଣିଲା ସମୟ ରେ ଆମେ ଯେମିତି ଏ ଏକ୍ସପାଇରି ଡେଟ୍ ପରଖି ଥାଉ କଣ୍ଡୋମ୍ କିଣିଲା ସମୟରେ ମଧ୍ୟ ଡେଟ୍ ପରଖିବା ଉଚିତ। ଧ୍ୟାନ ଦିଅନ୍ତୁ ଯେମିତି ଆପଣ ବ୍ୟବହାର କରୁଥିବା କଣ୍ଡୋମ୍ ର ଏକ୍ସପାଇରି ଡେଟ୍ ଚାଲି ଯାଇ ନଥାଏ। ଏହା ଦ୍ବାରା ଆପଣ ସମସ୍ୟା ରେ ପଡି ପାରନ୍ତି। ଏମିତି କଲେ ଗର୍ଭ ଧାରଣ ରୋକିବାର ସମ୍ଭାବନା ମଧ୍ୟ ବଢ଼ି ଯାଇଥାଏ ଏବଂ ଅନେକ ରୋଗ ସୃଷ୍ଟିକରେ ଆପଣଙ୍କ ଶରୀରରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।