ଦେଖନ୍ତୁ ଭିଡ଼ିଓ – କ୍ଲାସ ଭିତରେ ପିଲା ନଥିବା ସମୟରେ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ରାସଲୀଳା ଭିଡ଼ିଓ ଭାଇରାଲ କଲେ ଆଉ ଜଣେ ଶିକ୍ଷକ…

ପୁଣି ସାମ୍ନାକୁ ଆସିଲା ଏକ ଲଜ୍ୟା ଜନକ ଘଟଣା ର ସ୍ପଷ୍ଟ ଚିତ୍ର। ଯାହା ସୃଷ୍ଟି କରିଛି ଏକ ନିନ୍ଦନୀୟ ଏବଂ ଆପତ୍ତି ଜନକ ସ୍ଥିତି।ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି କିଛି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ବିଶେଷ ମାନଙ୍କ ର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ। ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ ?

ଆଜିର ସମାଜରେ ଶିକ୍ଷିତ ଏବଂ ବଡ଼ ବଡ଼ ପଦବୀ ରେ ଥିବା ସରକାରୀ କର୍ମଚାରୀ ମାନେ ଯଦି ଅଶିକ୍ଷିତ ଏବଂ ଅପରିପକ୍ଵ କାର୍ଯ୍ୟ ସବୁ କରିବେ ତେବେ ଆଉ କାହା ଉପରେ ସମାଜ ସଭ୍ୟତାର ଭାର ନ୍ୟସ୍ତ କରିବ। ବାରମ୍ବାର ଉଚ୍ଚ ପଦସ୍ଥ କର୍ମଚାରୀ ମାନଙ୍କ ଅନିତିକର କାମ ଓ ଦୁର୍ନୀତି ବିଷୟରେ ତ ଆପଣ ମାନେ ଖବର ଶୁଣିବାକୁ ପାଉଥିବେ। ସେହିପରି ଅନେକ ସମୟରେ ସେମାନଙ୍କ କଳା କାରନାମା ଯଥା କର୍ମଚାରୀ ମାନଙ୍କ ସହିତ ଅନୈତିକ ସମ୍ପର୍କ ବିଷୟରେ ବି ଆପଣ ଜାଣିବାକୁ ପାଉଥିବେ।ଅନେକ ଘଟଣାରେ ଉଚ୍ଚ ପଦସ୍ଥ କର୍ମଚାରୀ ମାନଙ୍କ ଏହିଭଳି କଳା କାରନାମା ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ।

ଯେମିତି ଏବେ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁ ଭିଡିଓ ରେ ଦୁଇଜଣ ଶିକ୍ଷା ଦେଉଥିବା ଶିକ୍ଷକ ଏବଂ ଶିକ୍ଷୟିତ୍ରୀ ଙ୍କ ଅନ୍ତରଙ୍ଗ ମୁହୂର୍ତ୍ତ ଦେଖିବାକୁ ମିଳିଛି।ଯେଉଁ ଘଟଣା ସାଧାରଣରେ ପ୍ରକଟ ହେବା ପରେ ଏକ ନିନ୍ଦନୀୟ ସ୍ଥିତି ସୃଷ୍ଟି କରିଛି।ଏହି ଘଟଣା ଗୁଜରାଟ ର ଦୋହଡ ଅଞ୍ଚଳରେ ଥିବା ଏକ ଶିକ୍ଷା ଅନୁଷ୍ଠାନ ର ବୋଲି କୁହା ଯାଉଛି।

ତେବେ ଏଠାରେ ପ୍ରିନସିପାଲ ଜଣେ ମହିଳା ଶିକ୍ଷୟିତ୍ରୀ ଙ୍କୁ ଶିକ୍ଷାନୁଷ୍ଠାନ ଭିତରେ ଶ୍ରେଣୀ ଗୃହରେ କେହି ନଥିବା ଦେଖି ଆଲିଙ୍ଗନ କରିବା ସହ ଚୁମ୍ବନ ମଧ୍ୟ କରୁଛନ୍ତି।ଆଉ ଏହାକୁ କେହିଜଣେ କ୍ୟାମେରା ରେ ରେକର୍ଡ କରିବା ପରେ ଏହା ସୋସିଆଲ ମିଡିଆରେ ସେୟାର ହେବାରେ ଲାଗିଛି।

ତେବେ ଏହି ଘଟଣାରୁ ସ୍ପଷ୍ଟ ଭାବରେ ଜଣା ପଡୁଛି ଯେ କିପରି ଭାବରେ ଅଶ୍ଳୀଳ ଏବଂ ଅନୈତିକ କାର୍ଯ୍ୟ ପାଇଁ ସ୍ଥାନ କାଳ ପାତ୍ର ଦେଖୁ ନାହାନ୍ତି ଅଜିର ଲୋକେ। ତେବେ ଜଣେ ଶିକ୍ଷିତ ଉଚ୍ଚ ପଦସ୍ଥ ଅଧିକାରୀ ହୋଇ ମଧ୍ୟ ତାଙ୍କଠାରୁ ସାନ ଜଣେ ମହିଳାଙ୍କ ଉପରେ ଏପରି ଖରାପ୍ ନଜର ପକାଇ, ନିଜର ହୀନ ମନ୍ୟତା କୁ ଶିକ୍ଷାନୁଷ୍ଠାନ ଭିତରେ ପ୍ରକାଶ କରୁଥିବା ଏହିଭଳି ଶିକ୍ଷିତ ବ୍ୟକ୍ତି ମାନଙ୍କ ପାଖରୁ ସମାଜ କଣ ଶିଖିବ। ତେବେ ଏହି ଘଟଣାଟି ଏବେ ଭାଇରଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।