ଓଃ କି ଡ୍ୟାନ୍ସ ! ସୁପରଷ୍ଟାର ସିଙ୍ଗର Chinmayee ” ପାନି ମାରିଦେଲା ” ଗୀତରେ କଲେ କମାଲ…
ଆପଣ ତ ଜାଣିଛନ୍ତି ଗୀତ ଗାଉଥିବାର ଭିଡିଓ ଦେଖିବାକୁ ପ୍ରାୟତଃ ସମସ୍ତେ ଭଲ ପାଆନ୍ତି। ଏହା ଆମକୁ ଏକ ମନୋରଂଜନ ର ସୁରାକ ଯୋଗାଇଥାଏ। ସଙ୍ଗୀତ ଏବଂ ନୃତ୍ୟ ଆମ ଜୀବନର ଏକ ଅବଚ୍ଛେଦ୍ୟ ଅଙ୍ଗ ଅଟେ। ଯେତେବେଳେ ବି ଆମେ କହାକୁ ଗୀତ ଗାଉ ଥିବାର ଦେଖିବାକୁ ପାଉ, ଆମେ ଟିକିଏ ଦେଖିବା ପାଇଁ ଅଟକି ଯାଇଥାଉ।
ଏମିତି ରେ ବି ଆମେ କେଉଁଠି ସଙ୍ଗୀତ ବାଜିଲେ ଏହାକୁ ଶୁଣି ନାଚି ଉଠି ଥାଉ ଏବଂ ମନଟା ଝୁମି ଉଠିଥାଏ। ଗୀତ ଶୁଣି ଦେଲେ ଆମକୁ ଟିକିଏ ଖୁସି ଲାଗିଥାଏ। ଯେଉଁଠି ବି ଗୀତ ଶୁଣିବାର ସୁଯୋଗ ମିଳେ ସେତେବେଳେ ଆମେ ଖୁସି ହେଇଯାଉ।
ତେଣୁ ଆପଣ ଏହିଭଳି ଭାବରେ ଅନେକ ଗାୟିକିିର ଭିଡିଓ ମଧ୍ଯ ଦେଖିବାକୁ ପାଉଥିବେ। ଷ୍ଟେଜ ଶୋ ମାନଙ୍କରେ ଏପରି ଭିଡିଓ ଅନେକ ସମୟରେ ଆପଣ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ।
ତେବେ ସେହିଭଳି ଏକ ସୁନ୍ଦର୍ ଗାୟିକିି ର ଭିଡିଓ ଆମେ ଆଜି ଆପଣଙ୍କୁ ଦେଖାଇବାକୁ ଯାଉଛୁ ଯାହା ଏବେ ବେଶ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।ଯେଉଁ ଭିଡ଼ିଓ କୁ ଯିଏବି ଦେଖୁଛି ସେ ଖୁସି ହେବା ସହିତ ପ୍ରଶଂସା ମଧ୍ଯ କରୁଛି। ଆପଣ ତ ଜାଣିଛନ୍ତି ସଙ୍ଗୀତ ମନକୁ ଉଲ୍ଲାସ ରଖିବା ସହିତ ମନ ଭିତରେ ଏକ ଉନ୍ମାଦନା ସୃଷ୍ଟି କରିଥାଏ।
ଅନେକ ଙ୍କ ସଉକ ଥାଏ ଗୀତ ଗାଇବାକୁ ଏବଂ ଶୁଣିବାକୁ।ଏହା ଆମକୁ ଏକ ଭିନ୍ନ ଖୁସି ଦେଇଥାଏ। ସେହିଭଳି ଏବେ ଯେଉଁ ଭିଡିଓ ଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ସେଥିରେ ଏକ ଗାୟିକାଙ୍କ ସୁନ୍ଦର୍ ଗାୟିକିର ପ୍ରଦର୍ଶନ ଦେଖିବାକୁ ମିଳୁଛି। ଏକ ଲୋକପ୍ରିୟ ଓଡ଼ିଆ ପାଣି ମାରିଦେଲା ଝାଇଁ ଗୀତକୁ ସେ ଏହି ଷ୍ଟେଜରେ ଗାଉଛନ୍ତି।
ତେବେ ଆପଣଙ୍କୁ କହି ରଖୁଛୁ ଯେ ଏହି କାର୍ଯ୍ୟକ୍ରମ ଟି ହେଉଛି ଭୁବନେଶ୍ୱରର ଏକ କଲେଜ୍ ଟେମ୍ପଲ୍ ସିଟି ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନଲୋଜି ତରଫରୁ ଆୟୋଜିତ ଏକ ଅର୍କେଷ୍ଟ୍ରା ପ୍ରୋଗ୍ରାମର।
ଏଠାରେ ଗାଉଥିବା ଏହି ସିଙ୍ଗର ଜଣଙ୍କର ନାମ ହେଉଛି ଚିନ୍ମୟୀ। ତାଙ୍କର ଅନେକ ସଙ୍ଗୀତ ଆପଣ ଶୁଣିଥିବେ।ଓଡ଼ିଶାର ସେ ଜଣେ ଜଣାଶୁଣା ଚେହେରା। ଅନେକ ସୁନ୍ଦର୍ ସୁନ୍ଦର୍ ଓଡ଼ିଆ ଗୀତରେ ସେ ତାଙ୍କର କଣ୍ଠ ଦେଇଛନ୍ତି।
ଚିନ୍ମୟୀ ଙ୍କ ଏପରି ଷ୍ଟେଜ ପ୍ରଦର୍ଶନ ର ଭିଡିଓ କୁ ଦର୍ଶକ ଦେଖି ବେଶ୍ ଖୁସି ହେଉଛନ୍ତି ଏବଂ ଉତ୍ସାହିତ ମଧ୍ୟ କରୁଛନ୍ତି। ତାଙ୍କର ଏହି ଗାୟିକିିର ଭିଡିଓ ଏତେ ଭାଇରାଲ ହେଉଛି ଯେ ଏହି ଭିଡିଓ କୁ ଏବେ ସୁଦ୍ଧା ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି। ଆପଣଙ୍କୁ ବି ନିଶ୍ଚିତ ଏହା ଭଲ ଲାଗିଵ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।