ଛିଃ…ଛିଃ…ଲଜ୍ୟା ମନ୍ଦିର ଭିତରେ ଯୁବତୀଙ୍କୁ kiss କଲେ ଯୁବକ,ଆଉ ତାପରେ ଯାହା ହେଲା…ଦେଖନ୍ତୁ viral ଭିଡ଼ିଓ ଟିକୁ….

ପ୍ରେମ ଏକ ପବିତ୍ର ସମ୍ପର୍କ । ପ୍ରେମ ଆଗରେ ବୟସ, ଧର୍ମ, ଜାତି, ବର୍ଣ୍ଣ, ଉଚ୍ଚ,ନୀଚ୍ଚ, ଭେଦ ଭାବ ଦେଖା ଯାଇ ନ ଥାଏ ।ପ୍ରେମ ରେ ଧନୀ କି ଗରିବ ମଧ୍ୟ ବିଚାର କରାଯାଇ ନ ଥାଏ । ପ୍ରେମର ଅର୍ଥ ତ୍ୟାଗ ଆଉ ବଳିଦାନ । ପୁରାଣ ଯୁଗରେ ରାଧା କୃଷ୍ଣ, ରାମ ସୀତା ମଧ୍ୟରେ ପ୍ରେମ ଥିଲା ସାତ୍ଵିକ, ଚିରନ୍ତନ, ମଧୁର,ନିଜକୁ ଉତ୍ସର୍ଗିକରଣ, ନୈତିକତା ।କିନ୍ତୁ ଏ ଯୁଗର ପ୍ରେମ ରେ ରହିଛି କାମନା,ବାସନା,ପାଇବାର ଇଚ୍ଛା,ସ୍ୱାର୍ଥ,ଧୋକା,ପ୍ରତାରଣା,ମିଛ, ଅନୈତିକ ଶାରୀରିକ ସମ୍ପର୍କ ସ୍ଥାପନ ଆଦି ଅନେକ କିଛି ।

ଆଜିକାଲି ର ଯୁବପିଢ଼ି ମାନେ ପ୍ରେମର ବାସ୍ତବ ସଂଜ୍ଞାକୁ ପରିବର୍ତ୍ତନ କରି ଦେଇ ସାରିଲେଣି । ସେମାନେ ପ୍ରେମକୁ ଯେଉଁ ଭଳି ଭାବରେ ଭାବୁଛନ୍ତି ତାହା ସମାଜର ଏକ କଳୁଷିତ ଧାରାକୁ ବୁଝାଉଛି ।

ପ୍ରେମ ଏକ ଶବ୍ଦ ଯାହା କି କିଛି ବି ବନ୍ଧବାଡ ମାନେନାହିଁ । ସେ ସବୁ ସୀମାକୁ ଲଙ୍ଘି ଯାଏ । ସିଏ ଭୁଲି ଯାଏ କି କୋଉତ ଠିକ ଆଉ କୋଉଟ ଭୁଲ । ପ୍ରେମ ପାଇଁ ଅନେକ ଆଚମ୍ବିତ ଘଟଣା ଘଟୁଥିବା ର ଆପଣମାନେ ଦେଖିବା କୁ ପାଉଥିବେ ।

କିନ୍ତୁ ଆଜି କାଲି ର ଯୁବପିଢ଼ି ପ୍ରେମ ର ବାସ୍ତବିକ ସଂଜ୍ଞା ଓ ରୂପରେଖ କୁ ଭୁଲି ଅନ୍ୟ ଦିଶା ରେ ନିଜକୁ ପରିଚାଳିତ କରୁଛନ୍ତି ।ଦ୍ୱାପର ଯୁଗରେ ରାଧା କୃଷ୍ଣ ଙ୍କ ପ୍ରେମରେ ଥିଲା ପବିତ୍ରତା । ସେ ଦୁହେଁ ପ୍ରେମ କରୁଥିଲେ ଯମୁନା କୂଳରେ ଆଉ କଦମ୍ବ ମୂଳରେ ଆଉ ଏହି ଆଧୁନିକ ଶିକ୍ଷିତ ଯୁବର ଯୁବକ ଯୁବତୀ ମାନେ ପ୍ରେମ କରୁଛନ୍ତି ପାର୍କ,ହୋଟେଲ ଆଉ ସିନେମା ହଲ ରେ । କେହି କେହି ତ ଲାଜ ଲଜ୍ଜା ଛାଡି ମନ୍ଦିର ଭିତରେ ମଧ୍ୟ ରାସଲୀଳା ଆରମ୍ଭ କରି ଦେଉଛନ୍ତି ।

ରାଧା କୃଷ୍ଣ ଙ୍କ ପ୍ରେମ ଦେଖି ଲୋକେ ଖୁସି ହୋଇ ଯାଉଥିଲେ କିନ୍ତୁ ଏଯୁଗର ଯୁବକ ଯୁବତୀ ଙ୍କ ପ୍ରେମ କୁ ଦେଖି ଲୋକେ ନିନ୍ଦା କରିବା ସହିତ ଲୋକଙ୍କ ମୁଣ୍ଡ ଲଜ୍ଜାରେ ତଳକୁ ନଇଁ ଯାଉଛି । ଆଧୁନିକ ଯୁଗର ଯୁବକ ଯୁବତୀ ଙ୍କୁ ନେଇ ଆଜିର ସମୟରେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଉକ୍ତ ଘଟଣା ରେ ଜଣେ ଯୁବକ ପ୍ରେମ ବାହାନାରେ ସମାଜର ସବୁ ରୀତି ନୀତି ଏବଂ ନିଜର ଆତ୍ମସମ୍ମାନ କୁ ବେଖାତିର କରି ପ୍ରେମର ନାବ ରେ ଉବୁଦୁବୁ ହୋଇ ଯାହାବି କରିଛି ତାହା ଦେଖିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ଘଟଣା ସମ୍ପର୍କରେ ଜାଣିଲେ ସବୁ ପ୍ରେମୀ ଯୁଗଳ ଙ୍କୁ ଘୃଣା କରିବେ ।ଏବେ ଗୋଟେ ଭିଡିଓ ବହୁତ୍ ଭାଇରାଲ ହେବାରେ ଲାଗିଛି ।

ଉକ୍ତ ଭିଡିଓ ଯୁବତୀ ଆଉ ଏ ଯୁବକ ଜଣଙ୍କ ମନ୍ଦିର ଭିତରେ ଆସି ଲୁଚାଛପା ପ୍ରେମ ଚଲାଇଛନ୍ତି। ଯୁବତୀ ଯୁବକଙ୍କ ଭିତରେ ଏପରି କିଛି ଖେଳ ଚାଲିଥିବା ସମୟରେ ସେଠାରେ ଆଉ ଜଣେ ଯୁବତୀ ଯିଏକି ପୂଜା ପାଇଁ ଆସିଥିଲେ ସେଠାରେ ପହଁଚି ଯାଉଛନ୍ତି ଆଉ ତା ପରେ ଏ ପ୍ରେମୀ ଯୁଗଳଙ୍କ ମୁଣ୍ଡ ଲାଜରେ ତଳକୁ ହୋଇ ଯାଉଛି। ଯୁବତୀ ଜଣଙ୍କ ନିଜ ମୁଁହ କୁ ନିଜ ଚୁନୁରି ଲୁଚାଉ ଥିବା ବେଳେ ଯୁବକ ଜଣଙ୍କ ପଳେଇ ଯାଉଛନ୍ତି।ଯୁବକ ଓ ଯୁବତୀ ଜଣଙ୍କ ମନ୍ଦିର ଭିତରେ ରାସଲୀଳା କରି ଚାଲିଛନ୍ତି। ମନ୍ଦିର ଭଳି ପବିତ୍ର ସ୍ଥାନରେ ସେମାନେ ଯେଉଁ ଭଳି ଭାବରେ ପରସ୍ପର କୁ ଆଲିଙ୍ଗନ କରିଛନ୍ତି ଯାହା ଭାଇରାଲ ହେବା ପରେ ଲୋକେ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।