ଛିଃ…ଛିଃ…ଲଜ୍ୟା ମନ୍ଦିର ଭିତରେ ଯୁବତୀଙ୍କୁ kiss କଲେ ଯୁବକ,ଆଉ ତାପରେ ଯାହା ହେଲା…ଦେଖନ୍ତୁ viral ଭିଡ଼ିଓ ଟିକୁ….
ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ ।ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।
କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଅନେକ ସମୟରେ ମଧ୍ୟ କିଛି ଏମିତି ଭିଡ଼ିଓ ଭାଇରାଲ ହେବାରେ ଦେଖା ଯାଏ ଯାହାକୁ ଦେଖିବା ମାତ୍ରେ ଆମେ ବହୁତ ଲଜ୍ଜା ଅନୁଭବ କରିଥାଉ । ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଇଛି ।
ତେବେ ବର୍ତ୍ତମାନ ସମୟରେ ପ୍ରେମ ଏମିତିକା ଗୋଟିଏ ଜିନିଷ ହୋଇ ଗଲାଣି ଯାହାକି କରିବା ଆଗରୁ ସେମାନେ ଆଗ ପଛ କିଛି ବିଚାର କରୁ ନାହାନ୍ତି। ଆଉ ପରେ ପସ୍ତେଇବାକୁ ପଡ଼ୁଛି। ସମାଜରେ ଯୁବକ ଯୁବତୀ ମାନେ ପ୍ରେମ କରିବା ଏକ ସାଧାରଣ କଥା ପାଲଟି ଯାଇଛି। ହେଲେ ଏଠାରେ ଏମିତି ପ୍ରେମରେ ହଜି ଯାଇଛି ଆଶ୍ଚର୍ଯ୍ୟ ହୋଇଯିବେ।
ଏହି ପ୍ରେମ ପାଇଁ ସେମାନେ ନିଜ କିମ୍ବା ନିଜ ପରିବାରର ମାନ ସମ୍ମାନ କୁ ବି ଦେଖୁ ନାହାନ୍ତି। ଏହି ପ୍ରେମ ପାଇଁ ଯୁବପିଢି ମାନେ ସମାଜକୁ କଳୁଷିତ ଓ କଳଙ୍କିତ କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି। ତେବେ ସେହିପରି ଏକ ପ୍ରେମୀଯୁଗଳ ଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ୍ ହେବାରେ ଲାଗିଛି।
ତେବେ ଏବେ ଯେଉଁ ଭିଡ଼ିଓ ଟି ଯେଉଁଥିରେ ଦେଖା ଯାଇଛି ଜଣେ ଯୁବକ ରାଗ ରେ ଏକ ଗୀତ ଗାଇ ନିଜର ରାଗକୁ ନିଜ ଉପରେ ଶୁଝେଇବା ସହିତ ମନ୍ଦିର ଭିତର ବାଡ଼ ରେ ତାଙ୍କ ପ୍ରେମିକ ସହିତ ଅଶ୍ଳୀଳ କାର୍ଯ୍ୟରେ ଲିପ୍ତ ଥିବାରେ ଦେଖା ଯାଇଛି ।
ତେବେ ଏପରି ଏକ ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକ ର ବେଲୁର୍ ଚେନ୍ନାକେଶବ ମନ୍ଦିର କବାଟ ନିକଟରେ ଥିବା କାମଦେବ ଓ ରତିଙ୍କର ଯୁଗଳମୂର୍ତ୍ତୀ ପାଖରେ ।ଆଉ ସେଠାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଯାହା ଅତ୍ୟନ୍ତ ଲଜ୍ୟାକର ଘଟଣା ବୋଲି କୁହାଯାଉଛି ।
ତେବେ ମନ୍ଦିର ଭିତରକୁ ମୋବାଇଲ ନେବାକୁ ଅନୁମତି ନ ଥିଲେ ମଧ୍ୟ କେହି ଜଣେ ବ୍ୟକ୍ତି ମନ୍ଦିର କୁ ମୋବାଇଲ ନେବା ସହିତ ଏହି ଦୁଇ ପ୍ରେମିଯୁଗଳଙ୍କ ଭିଡ଼ିଓ ମୋବାଇଲ ରେକର୍ଡ କରିଥିଲେ ଓ ପରେ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଆଉ ମନ୍ଦିର ର ଏଭଳି ଏକ ଲଜ୍ୟା ଜନକ ଘଟଣା ଯୁବପିଢ଼ି ମାନଙ୍କୁ କଳୁଷିତ କରେଇ ଦେଉଛି ।ତେବେ ଭିଡ଼ିଓ ଭାଇରାଲ ହେବାର କିଛି ସମୟ ପରେ ମନ୍ଦିର ର ପ୍ରଶାସନ ଉପରେ ମଧ୍ୟ ବହୁତ ପ୍ରକାର ପ୍ରଶ୍ନ ଉଠିଛି ବୋଲି ସୂଚନା ମିଳିଥିଲା। ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।