Kumudeni Tripathy – ଛୁଆର ରଙ୍ଗ କାହିଁକି କଳା ହୁଏ ଏବଂ ଶିଶୁର ରଙ୍ଗ ସଫା ପାଇଁ ମହିଳାଙ୍କୁ କ’ଣ କରିବାକୁ ପଡିବ ?

ଆମର ସମାଜ ରେ ବିବାହ ହେଉଛ ଏକ ସାମାଜିକ ଓ ଦୈଦିକ ନୀତି ହୋଇ ଥାଏ l, ତେଣୁ ସମସ୍ତ ଝିଅ ବିବାହ କରି ତାଙ୍କର ସନ୍ତାନ ଜନ୍ମ କରି ଥାନ୍ତି l ଗୋଟେ ପିଲା କୁ ଜନ୍ମ ଦେବା ପାଇଁ ନିଜ ଗର୍ଭ ରେ ୯ ମାସ ଧରି ନିଜ ଜୀବନ ସହ ଲଢେ଼ଇ କରି ତାକୁ ଜନ୍ମ ଦେଇ ଥାଏ l ସମାଜରେ ଗୋଟିଏ ଗୋରା ପିଲାକୁ ଲୋକମାନେ ଯେତିକି ପସନ୍ଦ କରିଥାନ୍ତି ସେହିପରି ଏକ କଳା ରଙ୍ଗର ମଣିଷ କି ସେତିକ ପସନ୍ଦ କରନ୍ତି ନାହିଁ ।

ତେବେ ଆସନ୍ତୁ ପ୍ରଥମେ ଜାଣିବା କି ପିଲାର ରଙ୍ଗ କଲା କାହିଁକି ହୋଇଥାଏ ।

* ପିଲା ମାନେ କାହିଁକି କଳା ହୁଅନ୍ତି l

୧. ମଣିଷ ଙ୍କ ଶରୀରରେ ମେଲାଲୀନ ନାମକ ଏକ ହରମୋନ କ୍ଷରଣ ହୋଇଥାଏ । ଯେଉଁ ବ୍ୟକ୍ତି ଙ୍କର ଶରୀର ରେ ଏହି ହୋର୍ମୋନ ଅଧିକ ମାତ୍ରରେ କ୍ଷରଣ ହୋଇଥାଏ ତାର ରଙ୍ଗ କଳା ହୋଇଥାଏ ଓ ଯାହାଙ୍କ ଶରୀରରେ ମେଲାଲୀନ କମ କ୍ଷରଣ ହୋଇଥାଏ ତାଙ୍କର ରଙ୍ଗ ଗୋରା ହୋଇଥାଏ ।ତେବେ ପିଲା ମାନଙ୍କ କ୍ଷେତ୍ରରେ ମଧ୍ୟ ଏହା ହୋଇଥାଏ ।

୨.ଦ୍ୱିତୀୟ ଟି ହେଉଛି ଜେନେଟିକ ର ପ୍ରଭାବ ଯେଉଁ ପିଲାର ବାପା ମା ଙ୍କର ରଙ୍ଗ ଯେମିତି ହୋଇଥାଏ ତାଙ୍କର ପିଲାର ରଙ୍ଗ ମଧ୍ୟ ସେମିତି ହିଁ ହୋଇଥାଏ । ଏହା ଜିନ ଗତ ହୋଇଥାଏ ।
କଣ କଲେ ପିଲା ଗୋରା ହେବ ଶୀଘ୍ର ଦେଖନ୍ତୁ l

କଣ କରିବା ଦ୍ୱାରା ପିଲାଙ୍କ ର ରଙ୍ଗ ଗୋରା ହୋଇଥାଏ:-

୧. ଯେତେବେଳେ ମହିଳା ମାନେ ଗର୍ଭବତୀ ଅଛନ୍ତି ସେହି ସମୟ ରେ ସେମାନେ ଏହି ମେଡ଼ିସିନ ଭିଟାମିନ A ,ଭିଟାମିନ C ଏବଂ E ଯୁକ୍ତ ଖାଦ୍ୟ କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ଗର୍ଭରେ ବଢୁଥିବା ପିଲା ର ରଙ୍ଗ ଗୋରା ହୋଇଥାଏ ।

୨.ଗର୍ଭବତୀ ଥିବା ସମୟ ରେ ମହିଳା ମାନେ ସମସ୍ତ ପ୍ରକାରର ଫଳ ଖାଇବା ଦରକାର ଅଟେ ଏବଂ ଏହା ଖାଇବା ଦ୍ବାରା ଶରୀରରେ ମେଲାଲୀନ ର କ୍ଷରଣ କମ ହୋଇଥାଏ ଓ ପିଲାର ରଙ୍ଗ ଗୋରା ହୋଇଥାଏ ।ଏହା ସହ ସବୁଜ ପନିପରିବା ଅଧିକ ମାତ୍ରାରେ ଖାଇବା ଉଚିତ ଅଟେ ।

୩. ଯେତେବେଳେ ମହିଳା ମାନେ ଗର୍ଭବତୀ ଥିବା ସମୟ ରେ ମହିଳା ମାନେ ହଳଦିଆ ରଙ୍ଗ ର ଫଳ ଖାଇବା ଦ୍ବାରା ଓ ନିୟମିତ କେଶର କ୍ଷୀର ପିଇବା ଫଳରେ ମଧ୍ୟ ପିଲାର ରଙ୍ଗ ଗୋରା ହୋଇ ଥାଏ l କାରଣ ଭିଟାମିନ C ଅଧିକ ପରିମାଣ ରେ ରହିଥାଏ ।

୪.ମହିଳା ମାନେ ଗର୍ଭବତୀ ହୋଇ ଥିଲେ ଅଁଳା କୋଳି ,କମଳା ଏବଂ କଦଳୀ ଆଦି ଫଳ ନିୟମିତ ଖାଇବା ଦ୍ବାରା ପିଲାର ରଙ୍ଗ ଗୋରା ହୋଇଥାଏ । ତେଣୁ ଏହି ପରି କଲେ ପିଲା ଗୋରା ଓ ସୁନ୍ଦର ହୋଇ ଥାଏ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।