ଛିଃ ଛିଃ କି ଲଜ୍ଜା ! ନିଜ ଭଣଜା ସହିତ ଫେରାର ହୋଇ ଭଣଜା କୁ ବିବାହ କଲେ ମାଇଁ । ଭାଇରାଲ ହେଲା ଏହି କଳଙ୍କିତ ବିବାହର ଲାଇଭ ଦୃଶ୍ୟ
ଯୁଗ ଯେତେ ଆଗକୁ ଯାଉଛି ମଣିଷ ସେତେ ତଳକୁ ଖସି ଯାଉଛି।ଆଜିର ଏହି ବିଜ୍ଞାନ ର ଯୁଗ ରେ ମଣିଷ ଜୀବନ ର ପ୍ରକୃତ ଜ୍ଞାନ କୁ ଭୁଲି ଯାଉଛି।ମଣିଷ ନିଜ ର ମଣିଷ ପଣିଆ,ମାନବିକତା କୁ ସତେ ଯେମିତି ଭୁଲି ଗଲାଣି।ଆଜିର ଏହି ପାଶ୍ଚାତ୍ୟ ସଭ୍ୟତା ଭିତରେ ମଣିଷ ନିଜର ସଂସ୍କୃତି ଓ ସଭ୍ୟତା କୁ ଭୁଲି ଯାଇଛି ।ଆଉ ଏମିତି ସବୁ କାର୍ଯ୍ୟ କରୁଛି ଯାହା କୁ ଶୁଣିଲେ ବିଶ୍ୱାସ କରି ହେବ ନାହିଁ ।ବେଳେବେଳେ ଏମିତି ସବୁ ଘଟଣା ଘଟୁଛି ଯାହା ସମ୍ପର୍କ ର ମୂଲ୍ୟବୋଧ କୁ କଳଙ୍କିତ କରୁଛି।
ତେବେ ବିବାହ ହେଉଛି ଏକ ପବିତ୍ର କାର୍ଯ୍ୟ ଏବଂ ସ୍ୱାମୀ ସ୍ତ୍ରୀ ଙ୍କ ସମ୍ପର୍କ ହେଉଛି ଏକ ପବିତ୍ର ସମ୍ପର୍କ।କାରଣ ସ୍ୱାମୀ ସ୍ତ୍ରୀ ଙ୍କ ଯୋଡ଼ି କୁ ସ୍ୱୟଂ ଭଗବାନ ବ୍ରହ୍ମା ପୂର୍ବରୁ ତିଆରି କରିଥାନ୍ତି ଏବଂ ପୃଥିବୀ ଲୋକରେ ସେହି ଦୁଇ ଜଣଙ୍କ ମିଳନ କରାନ୍ତି।
ତେଣୁ ଭଗବାନ ଙ୍କ ଦ୍ଵାରା ପ୍ରସ୍ତୁତ ଏହି ଯୋଡ଼ି କୁ ଅନେକ ଚେଷ୍ଟା କରି ମଧ୍ୟ କେହି ଭାଙ୍ଗି ପାରନ୍ତି ନାହିଁ।ପ୍ରତି ମୁହୂର୍ତ୍ତରେ ଆମ ସାମ୍ନା କୁ ଆସୁଛି ଅନେକ ନୂଆ ନୂଆ ଘଟଣା,ଯାହା ଆଜି ର ଏହି ସ୍ୱାମୀ ସ୍ତ୍ରୀ ସମ୍ପର୍କ ର ଅର୍ଥ କୁ ବଦଳାଇ ଦେଉଛି।ତେବେ ନିକଟରେ ଏହି ପରି ଏକ ଅପମାନ ଜନକ ଘଟଣା ଘଟିଛି ଯାହା ସୋସିଆଲ ମିଡିଆରେ ବହୁତ୍ ଭାଇରାଲ ହେବାରେ ଲାଗିଛି।ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।
ତେବେ ସୋସିଆଲ ମିଡ଼ିଆ ରେ ବର୍ତ୍ତମାନ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ଯେଉଁଠି ଜଣେ ଯୁବକ ଏକ ବିବାହିତ ମହିଳା ଙ୍କୁ ବିବାହ କରିଛନ୍ତି। କେବଳ ଏତିକି ନୁହେଁ ମହିଳା ଜଣଙ୍କ ଯୁବକ ଜଣକ ର ସମ୍ପର୍କ ରେ ମାଇଁ ହେବେ । ମହିଳା ଜଣଙ୍କ ନିଜ ଭଣଜା ସହିତ ପାପ ସମ୍ପର୍କ ରଖି ବିବାହ କରିଛନ୍ତି ।
ସୂଚନା ଅନୁସାରେ ମାସେ ତଳେ ମହିଳା ଜଣକ ଯୁବକଙ୍କ ର ମାମୁଁ ଙ୍କୁ ବାହା ହୋଇ ଥିଲେ ।ଏହା ପରେ ନିଜ ଭଣଜା ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠି ଥିଲା । ତେବେ ଏହି ସମ୍ପର୍କ ଏତେ ଦୃଢ଼ ଥିଲା ଯେ ଦୁହେଁ ବିବାହ କରିବା ପାଇଁ ସ୍ଥିର କରି ଥିଲେ ଘର ଲୋକ ରାଜି ହେବେନି ଯୋଗୁଁ ଯୁବକ ଜଣକ ନିଜ ମାଇଁ କୁ ଉଠାଇ ନେଇ ଥିଲା ।
ତେବେ ଏହି ଘଟଣା ଟି ଗ୍ରାମବାସୀ ଙ୍କ ଲୋକ ଲୋଚନ କୁ ଆସିବା ପରେ ଗ୍ରାମବାସୀ ଉଭୟ ଙ୍କ ର ବିବାହ କରାଇ ଦେବା ପାଇଁ ନିଷ୍ପତି ନେଲେ ଯାହା ଫଳରେ ମହିଳା ଙ୍କ ଚରିତ୍ର କୁ କେହି ଖରାପ୍ ଭାବିବେ ନାହିଁ। ଏହା ପରେ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ଦୁହେଁ ବିବାହ କରି ଥିଲେ।ତେବେ ମାଇଁ ଭଣଜା ର ସମ୍ପର୍କ ମା ପୁଅ ସମ୍ପର୍କ ସହିତ ସମାନ ହୋଇ ଥାଏ।ତେଣୁ ଏହି ବିବାହ କୁ ଲୋକ ମାନେ ଗ୍ରହଣ ନକରିବା ସହିତ ଖୁବ୍ ନିନ୍ଦା ମଧ୍ୟ କରୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।