ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡ଼ିଓ । ଛିଃ ଛିଃ ବୋହୂର ନିଜ ଅସହାୟ ଶାଶୂ କୁ ଅତ୍ୟାଧୁନିକ ଅତ୍ୟାଚାର। କ୍ୟାମେରାରେ ରେକର୍ଡ ହୋଇଗଲା ନହେଲେ କେହି ବିଶ୍ୱାସ କରି ନଥାନ୍ତେ….

କୁହାଯାଉଛି ଆଧୁନିକ ଯୁଗରେ ଆଧୁନିକ ପାଠ ପଢ଼ିବା ଦ୍ବାରା ଯୁବକ ଯୁବତୀ ଜ୍ଞାନ ଅର୍ଜନ କରିବା ସହିତ ନିଜର ଚରିତ୍ର କୁ ମାର୍ଜିତ କରୁଛନ୍ତି। ଗୁରୁଜନଙ୍କୁ ସମ୍ମାନ ଜଣାଇବା ଅନ୍ୟକୁ ଉତ୍ତମ ବ୍ୟବହାର ଦେଖାଇବା ଆଦି ଗୁଣ ଉତ୍ତମ ଶିକ୍ଷା ରୁ ସେମାନଙ୍କ ପାଖକୁ ଆସିଥାଏ।ତେବେ ଜଣେ ଶାଶୁ ମା ସମ୍ପର୍କର ହୋଇଥିବା ବେଳେ ଏବଂ ବୋହୂ ଝିଅ ଭଳି ହୋଇଥିବା ବେଳେ କିନ୍ତୁ ଅନେକ ସମୟରେ ଏହି ସମ୍ପର୍କରେ ଦେଖା ଦେଇଥାଏ ତିକ୍ତତା ଏବଂ ନିଷ୍ଠୁରତା।

ସବୁବେଳେ ଶାଶୁ ବୋହୂ ସମ୍ପର୍କ ମଧ୍ୟରେ ତିକ୍ତତା ଦେଖାଯିବା ର ନଜିର ବହୁତ୍ ଆଗରୁ ରହିଛି। କିନ୍ତୁ ଆଜିର ସମାଜରେ ଧୀରେ ଧୀରେ ତାହା ପରିବର୍ତ୍ତନ ହେଲାଣି।

ତଥାପି କିଛି ଏମିତି ପରିବାର ରହିଛି ସେହି ପରିବାରରେ ଶାଶୁ ବୋହୁ ଭିତରେ ସୂ ସମ୍ପର୍କ ସ୍ଥାପନ ହୋଇପାରୁ ନାହିଁ। ବୋହୁ କୁ ଝିଅ ଭଳି ଦେଖୁନି ଶାଶୁ ତ ପୁଣି କେତେବେଳେ ଶାଶୁ କୁ ମାଆ ଭଳି ଗଣନା କରୁନି ବୋହୁ।ତେବେ କୁହା ଯାଇ ପାରେ ମଣିଷ ଧୀରେ ଧୀରେ ତାର ଭଦ୍ରାମି ଏବଂ ସଭ୍ୟତା କୁ ଭୁଲି ଅସଭ୍ୟ ଆଚରଣ କରିବାକୁ ଲାଗିଲାଣି।

ଆଜିକାଲି ଆମେ ବିଭିନ୍ନ ସମୟରେ ଅନେକ କିଛି ଭିଡିଓ ଭାଇରାଲ ହେଉ ଥିବାର ଦେଖିବାକୁ ପାଇଥାଉ ଏବଂ ତା ମଧ୍ୟରୁ ଏମିତି କିଛି ଭିଡିଓ ରହିଥାଏ ଯାହା ବହୁତ୍ ସମ୍ବେଦନଶିଲ ଅଟେ ଏବଂ ଆମକୁ ବିଚଳିତ କରି ଦେଇଥାଏ। ଏହିଭଳି ଏକ ଘଟଣା ଘଟିଛି ଉତ୍ତରପ୍ରଦେଶ ର କୌଶାମ୍ବି ଅଞ୍ଚଳରେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଈରାଲ ହେବାରେ ଲାଗିଛି।

ତେବେ ଏହିଭଳି ଏକ ଘଟଣା ଓ ହିଂସାକାଣ୍ଡ ଏବେ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଯାହା ଦେଖିଲା ପରେ ଆପଣଙ୍କ ମନ ଆନ୍ଦୋଳିତ ହେବ ଯଦି ଆପଣଙ୍କ ମନରେ ବୃଦ୍ଧ ମାନଙ୍କ ପ୍ରତି ଦୟାଭାବ ରହିଥିବ।ତେବେ ଏହି ଘଟଣା କେଉଁ ଅଞ୍ଚଳର ତାହା ସ୍ପଷ୍ଟ ହୋଇନାହିଁ କିନ୍ତୁ କଣ ଘଟୁଛି ଏଠାରେ ତାହା ଏହି ଭିଡିଓ ରେ ସ୍ପଷ୍ଟ ଭାବରେ ଦେଖା ଯାଉଅଛି।

ଏଠାରେ ଜଣେ ବୋହୁ ନିଜ ଶାଶୁ କୁ କିଭଳି ଭାବରେ ଅତ୍ୟାଚାର କରୁଛନ୍ତି ଥରେ ଦେଖନ୍ତୁ। ଯାହାକୁ ଦେଖିଲେ ଆପଣ ବୁଝିଯିବେ ଏହା କି ପ୍ରକାର ଭଦ୍ରାମୀ ର ପରିଚୟ ଏବଂ କି ପ୍ରକାର ଅଦ୍ଭୁତ ମାନସିକତା। ବୋହୁ ଜଣଙ୍କ ଶାଶୁ ଙ୍କୁ ଶାରିରୀକ ଅତ୍ୟାଚାର ଦେଇ ଚାଲିଛନ୍ତି।

ପ୍ରଥମେ ତାଙ୍କୁ ଠେଲି, ପେଲି, ଲୁଗା ମୁହଁରେ ଗୋଡ଼ାଇ, ବାଡଉଛନ୍ତୀ ବୋହୁ ଜଣଙ୍କ ତାପରେ ତାଙ୍କୁ ଖଟ ଉପରୁ ତଳକୁ ପେଲି ଦେଉଛନ୍ତି ଏବଂ ଅସହାୟ ବୃଦ୍ଧା ଜଣଙ୍କ ମୁହଁ ମାଡ଼ି ତଳେ ପଡି ଯାଉଛନ୍ତି,ଯାହାକୁ ଦେଖିଲେ ଆପଣ ଙ୍କ ଲୋମ ତାଙ୍କୁରି ଉଠିବ।ତେବେ ସୂଚନା ଥାଉ କି ନିଜ ସ୍ତ୍ରୀ ଶାଶୁ ପ୍ରତି ବ୍ୟବହାର କୁ ଦେଖିବା ପାଇଁ ସ୍ବାମୀ ତାଙ୍କ ସ୍ତ୍ରୀ ର ଅଜାଣତରେ ଘରେ ସି ସି କ୍ୟାମେରା ଲଗାଇଥିଲେ। ଯେଉଁଥିରେ ସ୍ତ୍ରୀର ଏହିଭଳି କାର୍ଯ୍ୟ ରେକର୍ଡ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।