ଦେଖନ୍ତୁ ଭିଡ଼ିଓ । ଛାତ୍ରୀଙ୍କ ସହିତ ପ୍ରିନ୍ସପାଲ ଙ୍କର ରାସଲୀଳା ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ……

ବାସ୍ତବରେ ଆଜିର ସମାଜ ଯେ କେତେ ତଳ ସ୍ତରକୁ ଗଲାଣି ତାହା କିଛି ନିନ୍ଦନୀୟ ଘଟଣାରୁ ସ୍ପଷ୍ଟ ଭାବରେ ଅନୁମାନ କରା ଯାଇ ପାରୁଛି। କୌଣସି ବି ସମ୍ପର୍କ ମଧ୍ୟରେ ଆଉ ମଧୁରତା ଦେଖିବା ପାଇଁ ମିଳୁନାହିଁ। ସବୁଠାରେ ଏକ ପ୍ରକାରର ସ୍ବାର୍ଥ ଏବଂ ହୀନ ମନ୍ୟତାର ପରିଚୟ ଦେଖିବାକୁ ମିଳୁଛି।ଗୁରୁ ଶିଷ୍ୟ ଭଳି ପବିତ୍ର ସମ୍ପର୍କ ମଧ୍ୟ ଆଜିର ସମାଜରେ ନିନ୍ଦନୀୟ ହେବାରେ ଲାଗିଛି କିଛି ଅସାମାଜିକ ଏବଂ କଳୁଷିତ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ।

ତେବେ କୁହାଯାଏ ଯେ ଗୁରୁ ଏବଂ ଶିଷ୍ୟ ଭିତରେ ଥିବା ସମ୍ପର୍କ ଦୁନିଆର ସବୁଠାରୁ ନିଆରା ସମ୍ପର୍କ। ଗୁରୁ ଜଣେ ଶିଷ୍ୟ କୁ ଅଜ୍ଞାନ ରୂପକ ଅନ୍ଧକାର ରୁ ଜ୍ଞାନ ରୂପକ ଆଲୋକକୁ ଆଣିଥାଏ।

ଦୁନିଆର ଏକ ନୂତନ ନୈତିକ ରାହା ଦେଖାଇଥାଏ । କିନ୍ତୁ ସେହି ଗୁରୁ ଯଦି ପାଲଟିବ ଅନୈତିକ ମଣିଷ ତେବେ ସମାଜର ମେରୁଦଣ୍ଡ ନିଶ୍ଚିତ ଭାଙ୍ଗିଯିବ।ଜଣେ ଶିକ୍ଷକ ଓ ଶିକ୍ଷୟତ୍ରୀ ଙ୍କ ପାଇଁ ଛାତ୍ର ଛାତ୍ରୀ ଉଭୟ ସମାନ ଅଟନ୍ତି ।

ସେମାନେ ନିଜ ପୁଅ ଝିଅ ସଦୃଶ ଅଟନ୍ତି।ତେବେ ଗୁରୁ ନାମରେ ନିନ୍ଦନୀୟ ଓ ଘୃଣ୍ୟ କାମ କରୁଥିବା ବ୍ୟକ୍ତି ବିଶେଷ ମାନେ କିନ୍ତୁ ସେମାନଙ୍କ ବ୍ୟକ୍ତିଗତ ରୁଚି ଦ୍ଵାରା ଏବଂ ଏହିଭଳି ଲାଜ୍ୟାଜନକ କାର୍ଯ୍ୟ କଲାପ ଦ୍ବାରା ଅନ୍ୟ ମାନେ ଯେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ଟିକିଏ ହେଲେ ନଜର ଅନ୍ଦାଜ ମଧ୍ୟ କରନ୍ତି ନାହିଁ। ସେହିଭଳି ଏକ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଜଣେ ଶିକ୍ଷକ ଛାତ୍ରୀ ଙ୍କ ସହିତ କରିଛନ୍ତି ରଶିକିଆ ପ୍ରେମାଲାପା।

ତେବେ ଏହି ଶିକ୍ଷକ ଜଣଙ୍କ ଏକ ପ୍ରତିଷ୍ଠିତ କଲେଜ୍ ର ପ୍ରିନସିପାଲ ଅଟନ୍ତି ଏବଂ ବିବାହିତ ମଧ୍ୟ ଅଟନ୍ତି। କିନ୍ତୁ ସେ ପଡି ଯାଇଛନ୍ତି ଜଣେ ଛାତ୍ରୀଙ୍କ ପ୍ରେମରେ।ଆଉ ସେ ନିଜ ଛାତ୍ରୀ ଙ୍କୁ ଡାର୍ଲିଂ, ଲଭ୍ଲି ୱାଇଫ୍, ସ୍ଵୀଟ ହାର୍ଟ ବୋଲି ସମ୍ବୋଧନ କରୁଛନ୍ତି। ଏବଂ ତାଙ୍କ ଦୁଇଜଣଙ୍କ ସମ୍ପର୍କ ସ୍ବାମୀ ସ୍ତ୍ରୀ ଙ୍କ ସମ୍ପର୍କ ଠାରୁ ବି ଅଧିକ ବୋଲି କହୁଛନ୍ତି।

ଏହିଭଳି ଅନେକ ରସିକିଆ ବାର୍ତ୍ତାଳାପ କରିଛନ୍ତି ଏହି ଶିକ୍ଷକ ଜଣଙ୍କ ନିଜ ଛାତ୍ରୀଙ୍କ ସହିତ ଯାହା ଏଠାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ।ଏହା ସଭ୍ୟ ଶିକ୍ଷିତ ସମାଜ ପାଇଁ ଏକ ଲଜ୍ୟା। ଯାହାର କଲ୍ ରେକର୍ଡ ଏବେ ଭାଇରାଲ ହେବାରେ ଲାଗିଛି।ଏହାପରେ ନିଆ ଯାଇଛି ଉକ୍ତ ଶିକ୍ଷକ ଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ।

ତେବେ ଶିକ୍ଷକ ଜଣଙ୍କୁ ଚାକିରିରୁ ନିଲମ୍ବନ କରା ଯିବା ପରେ ଏହା ମଧ୍ୟ ସାଧାରଣରେ ଦାବି କରା ଯାଉଅଛି କି ଏହି ଘଟଣାରେ ସଂପୃକ୍ତ ଛାତ୍ରୀ ଜଣଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। କାରଣ ସେ ମଧ୍ୟ ଏଥିରେ ସମ ପରିମାଣରେ ଦାୟୀ। ବାସ୍ତବରେ କିଛି ଏହିଭଳି ବ୍ୟକ୍ତି ବିଶେଷଙ୍କ ଯୋଗୁଁ ଗୁରୁ ଓ ଛାତ୍ରର ସମ୍ପର୍କ ଉଜୀବିତ ନହୋଇ ନିନ୍ଦିତ ହେବାକୁ ବସିଲାଣି ଆଜିର ସମାଜରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।