ଛଅ ଗୋଟି ସଂଖ୍ୟାରୁ ଗୋଟିଏ ସଂଖ୍ୟା ବାଛନ୍ତୁ ଆଉ ନିଜର ଭବିଷ୍ୟତ ବିଷୟରେ ଜାଣନ୍ତୁ…..

ଉପରେ ଦିୟା ଯାଇଥିବା ଛଅ ଗୋଟି ସଂଖ୍ୟା ରୁ ଗୋଟିଏ ସଂଖ୍ୟା କୁ ବାଛନ୍ତୁ l ଏହାପରେ ନିଜର ବ୍ୟକ୍ତିତ୍ୱ ସହିତ ଆପଣଙ୍କ ସହ କଣ ଘଟୁଛି ଆଉ କଣ ସବୁ ହେବାକୁ ଯାଉଛି ସେ ସବୁ ବିଷୟରେ ଜଣାନ୍ତୁ l ଏହି ସଂଖ୍ୟା ଦ୍ୱାରା ଆପଣ କଣ ଚାହୁଁଛନ୍ତି ଆଉ ଆପଣ କଣ ସବୁ ପାଉ ଛନ୍ତି l ସେ ସବୁ ବିଷୟରେ ଜାଣି ପାରିବେ l ଏହି ସଂଖ୍ୟା ମାତା ଦୁର୍ଗା ଙ୍କର ଏକ ଆଶ୍ରିତ ଅଟେ l ଯାହା ଦ୍ୱାରା ଆପଣଙଙ୍କ କଣ ସବୁ ହେବ ତଥା ହେଉଛି ଆପଣଙ୍କ ବ୍ୟକ୍ତିତ୍ୱ ବିଷୟରେ ଜାଣି ପାରିବେ l

ଏହି ଛଅ ଗୋଟି ସଂଖ୍ୟା ରୁ ଗୋଟିଏ ନିଜର ମନରେ ଧାରଣ କରନ୍ତୁ ଆଉ ଏହା ପରେ ତଳେ ଦିୟା ଯାଇଥିବା ସଂଖ୍ୟା ର ଅର୍ଥ କୁ ଦେଖି ନିଜର ଭବିଷ୍ୟତ ବିଷୟରେ ଜାଣି ପାରିବେ l

1-ଯଦି କେହି 1 ସଂଖ୍ୟା କୁ ବାଛି ଥାନ୍ତି ତେବେ ଜାଣନ୍ତୁ ନିଜ ବିଷୟରେ ଯଥା ଏହି ମାନେ ସ୍ୱତନ୍ତ୍ର ଵାଦୀ ହୋଇ ଥାନ୍ତି l ଏମାନେ ଅନ୍ୟଠୁ ନିଜକୁ ସ୍ୱାଧୀନ ରଖିବାକୁ ଚାହିଁଥାନ୍ତି l ତେଣୁ ଆପଣ ଯଦି କୌଣସି କାର୍ଯ୍ୟ କରୁଥାନ୍ତି ଆପଣ ସ୍ୱତନ୍ତ୍ର ହୋଇ କାର୍ଯ୍ୟ କରନ୍ତୁ l ଆପଣଙ୍କ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ l

2-ଦୁଇ ସଂଖ୍ୟାକୁ ବାଛିଥିବା ବା ମନରେ ଧାରଣ ଯଦି ଆପଣ କରିଥାନ୍ତି l ଆପଣଙ୍କ ଜୀବନରେ ଗୋଟିଏ ବଡ ପରିବର୍ତନ ହେବାକୁ ଯାଉଛି l ଆପଣଙ୍କ ଭିତରେ ଆଧ୍ୟାତ୍ମିକ ପରିବର୍ତନ ହେବ l ଆପଣ ଯେତେ ଅଧିକ ଅନ୍ତର୍ମୁଖୀ ହେବେ ଆପଣ ନିଜ ଭିତରେ ଆଧ୍ୟାତ୍ମିକ ବିକlଶ କରିବା ସହିତ ଆପଣଙ୍କ ଜୀବନରେ ଅଧିକ ସଫଳତା ମିଳିବ l

3-ଏହି 3 ସଂଖ୍ୟାକୁ ଚିନ୍ତା କରିଥାନ୍ତି ତେବେ ଜାଣନ୍ତୁ ଆପଣ ଅତି ଶୀଘ୍ର କୌଣସି ଗୋଟିଏ ସଫଳତା ପାଇବା ସହିତ ଆପଣଙ୍କ ଜୀବନ ରେ ଗୋଟିଏ ବଡ ପରିବର୍ତନ ଆସିବ l ଆପଣ ନିଜ ଜୀବନରେ ଅନ୍ୟ କୁ ଅଧିକ ଗୁରୁତ୍ୱ ଦେଇ ଥାନ୍ତି l ଏହା କରିବା ଆପଣଙ୍କ ଜୀବନ ପାଈଁ ଅତ୍ୟନ୍ତ ଶୁଭ ହେବ l

4-ଯଦି ଆପଣ 4 ସଂଖ୍ୟା ବାଛି ଥାନ୍ତି ତେବେ ଜାଣନ୍ତୁ l ଆପଣ ଅଧିକ ଆତ୍ମ ବିଶ୍ୱାସୀ ଅଟନ୍ତି l ଆପଣଙ୍କ ଦୃଢ଼ ବିଶ୍ୱାସ ଆପଣଙ୍କୁ ଏକ ସଫଳ ବ୍ୟକ୍ତି ବନେଇବ ତେଣୁ ଆପଣଙ୍କ ଦୃଢ ବିଶ୍ୱାସ କୁ କେବେବି ହରାନ୍ତୁ ନାହିଁ l

5- ଯେଉଁ ବ୍ୟକ୍ତି 5 ସଂଖ୍ୟା କୁ ବାଛିଛନ୍ତି ଏମାନେ ସାଧାରଣତଃ ପରର ଉପକାର କରିବାକୁ ତଥା ଅନ୍ୟର ଭଲାଈ କରିବାକୁ ପସନ୍ଦ କରନ୍ତି l ଏହା କରିବାରୁ ଏମାନଂକୁ ସୁଖ ମିଳି ଥାଏ l

6- ଯେଉଁ ମାନେ ଛଅ ସଂଖ୍ୟା କୁ ବାଛି ଛନ୍ତି ଏମାନେ ସାଧାରଣତଃ ରୋମାଣ୍ଟିକ ସ୍ୱଭାବର ଅଟନ୍ତି l ଏମାନେ ନିଜର ଜୀବନ ସାଥି ଅନ୍ୱେଷଣରେ ଅଛନ୍ତି ଏମାନଙ୍କ ଜୀବନରେ ଖୁବ ଶୀଘ୍ର ଜୀବନ ସାଥିର ଆଗମନ ହେବ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।