ଚାଉଳର ୪ଟି ଦାନା ଆପଣଙ୍କ ଭାଗ୍ୟ ବଦଳାଇ ଦେବ ଆଜି ହିଁ କରନ୍ତୁ ଏହି ଛୋଟିଆ ଉପାୟ, ଘର ସଂସାର ଖୁସି ରେ ଭରି ଉଠିବ
ବନ୍ଧୁଗଣ ସାଧାରଣତଃ ଚାଉଳକୁ ଆମେ ଭାତ କରି ଖାଇଥାନ୍ତି l କିନ୍ତୁ ଏହା ଆହୁରି ମଧ୍ୟ କାମରେ ଆସିଥାଏ l ହିନ୍ଦୁ ଧର୍ମରେ ଚାଉଳରେ ବହୁତ ମହତ୍ୱ ଥାଏ କାରଣ ଏହା ପୂଜାପାଠରେ ଏହା ବିଶେଷ କରି ଲାଗିଥାଏ l ଏହାକୁ ମଧ୍ୟ ବହୁତ ପଵିତ୍ର ବୋଲି ମାନଯାଏ କାରଣ ଏହା ସବୁ ଦେବା ଦେବୀଙ୍କ ଠାରେ ଲାଗିଥାଏ ସିଏ ବି ବିନା ଡରରେ lକିଛି ଦେବଦେବୀଙ୍କ ପାଖରେ କିଛି ବିଶେଷ ଜିନିଷ ଚଢାଇବାକୁ ମନହୋଇଥାଏ, କିନ୍ତୁ ଏମିତି ଏକ ଜିନିଷ ଅଛି ଯାହାକୁ ସବୁ ଦେବତା ଗ୍ରହଣ କରିଥାନ୍ତି l ଆଜି ଆପଣକୁ ଚାଉଳ ସହ ଜଡିତ କିଛି ବିଶେଷ କଥା କହିବାକୁ ଯାଉଛୁ l ଯଦି ଆପଣ ପୂଜାରେ ଚାଉଳ ବ୍ୟବହାର କରୁଛନ୍ତି ତେବେ ଜାଣିରଖନ୍ତୁ l
ଯେତେବେଳେ ଆପଣ ଭଗବାନଙ୍କ ପାଖରେ ଚାଉଳ ଚଢ଼ାଉଛନ୍ତି ଧ୍ୟାନ ଦେବ ଯେପରିକି ଚାଉଳ ଭାଙ୍ଗିନଥିବା କାରଣ ଏହାକୁ ଭଗବାନ କେବେବି ଗ୍ରହଣ କରିନଥାନ୍ତି ଓ ଆପଣଙ୍କ ପୂଜା ସଫଳ ହୋଇନଥାଏ l ଏଥି ସହ ଧ୍ୟାନ ଦେବକି ଚାଉଳ ଯେପରିକି ଧଳା ହବା ଦରକାର ଯେପରିକି ହଳଦିଆ ପଡ଼ିନଥିବ ଏହା ହେଇଥିଲେ ଏହାକୁ ପୂଜାରେ ଜମାବି ଲଗାଇବେ ନାହିଁ ଏହା ଗ୍ରହଣୀୟ ନୁହଁ l
ଯଦି ଆପଣ ପ୍ରତେକ ଦିନ ଭଗବାନଙ୍କ ପୂଜା କରୁଥାନ୍ତି ତେବେ ସବୁଦିନ ଚାଉଳ ଦିଅନ୍ତୁ ଶାସ୍ତ୍ର ଅନୁସାରେ ଏହାଦ୍ୱାରା ଆପଣ ଚାଉଳ ଦେଲେ ଘରେ ଅନ୍ନର କମ କେବେବି ହବନି ଏଥିପାଇଁ ସବୁବେଳେ ଚାଉଳ ଭଗବାନଙ୍କୁ ସବୁଦିନ ଚାରୋଟି ଦାନା ଦିଅନ୍ତୁ ଏବଂ ମନେ ରଖନ୍ତୁ ଏହା ଭାଙ୍ଗି ନଥିବା ଦରକାର l
ପୂଜା ପାଇଁ ରଖା ଯାଇଥିବା ଚାଉଳ ବିଲକୁଲ ସଫା ହବା ଦରକାର ଏବଂ ଏଥିରେ ଯେପରି ଗୋଟିଏ ବି ଗୋଡି କି ଅଳିହା ନ ପଡିବା ଦରକାର ଆଉ ଏକ କଥା କି ଏହି ଚାଉଳ କୁ ଅଲଗା ଏକ ପାତ୍ରରେ ରଖନ୍ତୁ l ତେବେ ବନ୍ଧୁଗଣ ଆପଣ ଯାହା ହେଲେବି ଶିବାଲିଙ୍ଗ ପୂଜା କରୁଥିବେ ତେବେ ଆପଣ ନିଶ୍ଚୟ ଶିବଲିଙ୍ଗ ପୂଜା କଲାବେଳେ ଚାଉଳ ଚଢ଼ାଇବେ ଏହା ବହୁତ ଶୁଭ ହୋଇଥାଏ l
ଏହାସହ ଓଁ ନମଃ ଶିବାୟ ଏହି ମନ୍ତ୍ର ଜପ କରନ୍ତୁ, ଏହା ବି ଧ୍ୟାନ ଦେବେ କି ଏହି ଚାଉଳ ଯେପରିକି ଭାଙ୍ଗି ନଥିବ l ଯଦି ଆପଣ ପ୍ରତେକ ସୋମବାର ଭଗବାନ ଶିବାଲିଙ୍ଗ କୁ ଚାଉଳର ଚାରୋଟି ଦାନା ଚଢାଇବେ ତେବେ ଆପଣଙ୍କ ମନସ୍କାମନା ଶୀଘ୍ର ପୂର୍ଣ୍ଣ ହେବ l ଆପଣଙ୍କ ଜୀବନରେ ବହୁତ ସାରା ଖୁସି ଆସିଯିବ l ଆପଣଙ୍କ ପରିବାର ରେ ବହୁତ ଖୁସି ଫେରି ଆସିବ l
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।