ଦେଖନ୍ତୁ ଭିଡ଼ିଓ – ଆଶ୍ଚର୍ଯ୍ୟ ଘଟଣା ! ଚତୁର୍ଥୀ ପର ଦିନ ବୋହୂ କହୁଛି ମୋତେ ଏଠି ଭଲ ଲାଗୁନି ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ….ମୋତେ ସେ ଚତୁର୍ଥୀ ରାତିରେ…
ପୁଣି ସାମ୍ନାକୁ ଆସିଲା ଆଉ ଏକ ଅଭାବନୀୟ ଘଟଣା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଆପଣ ଦେଖିବାକୁ ପାଉଥିବା କିଛି ଆଶ୍ଚର୍ଯ୍ୟ ଜନକ ଘଟଣା ଭିତରୁ ଏହା ଅନ୍ୟତମ।ବନ୍ଧୁଗଣ ଆମେ ଆଜି ଏମିତି ଘଟଣା ବିଷୟରେ ଆପଣଙ୍କୁ କହିବୁ ଯାହା ଜାଣିଲା ପରେ ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। କାରଣ ଘଟଣା ଟି ହିଁ ସେମିତି। ଆମେ ବେଳେବେଳେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ ହୋଇଥାଏ ଆଉ ସମସ୍ତଙ୍କୁ ଦୁଃଖିତ କରାଇଥାଏ। ଆଉ କିଛି ଘଟଣା ଅନ୍ୟକୁ ଚମକାଇଲା ଭଳି ହୋଇଥାଏ। ଯାହା ଏହି ନିକଟରେ ଘଟିଛି।
ଝିଅ ବିବାହ ପରେ ଝିଅ ଘର ଲୋକେ ଅନେକ କିଛି କାର୍ଯ୍ୟ କରିଥାନ୍ତି, ଝିଅ ଘରର ଲୋକଙ୍କ ସମ୍ମାନ କୁ ଦେଖି। କିନ୍ତୁ ଯେତେବେଳେ କିଛି ସମସ୍ୟା ଉପୁଜେ ସେତେବେଳେ ସମସ୍ୟା ଆରମ୍ଭ ହୁଏ। ଆଜିର ଏହି ଘଟଣା ବିବାହ ସହ ଜଡ଼ିତ ଏକ ଘଟଣା।ଆଉ ଏହି ଘଟଣା ଟିକେ ଭିନ୍ନ ପ୍ରକାରର।ଯାହା ସହଜରେ ବିଶ୍ୱାସ କରିବା ସମ୍ଭବ ପର ନୁହଁ। ଏହି ଭଳି ଘଟଣା ଆମକୁ ଆମକୁ ବିଚଳିତ କରି ଦେଇଥାଏ। ବାସ୍ତବିକ ଭାବରେ ଏହା ସତଯେ ମଣିଷ ଜୀବନରେ ଅନେକ ଘଟଣା ଦୁର୍ଘଟଣା ଦୁଃଖଦ ଏବଂ ରୋଚକ ଖବର, ସମସ୍ୟା ବେଳେବେଳେ ଏମିତି ରୂପ ନେଇଥାଏ ଯାହାକୁ କଳ୍ପନା କରିବା ବହୁତ୍ କଷ୍ଟ କର ହୋଇପଡେ।
କିନ୍ତୁ କିଛି ଘଟଣାର ରୂପରେଖ ଏମିତି ହୋଇଥାଏ ଯାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିି ଯାଏ। ସେହିଭଳି ଏକ ଖବର ନିକଟରେ ଘଟିଛି ବାଲେଶ୍ଵର ଜିଲ୍ଲାର ନୀଳଗିରି ବ୍ଲକ ଅନ୍ତର୍ଗତ ମାଧପୁରା ଅଞ୍ଚଳରେ। ବିବାହର ମାତ୍ର ୪ ଦିନ ପରେ ନୂଆ କରି ବାହା ହୋଇ ଆସିଥିବା ବୋହୁ ଶଶୁର ଘରେ ରହିବାକୁ ମନା କରି ଦେଇଥିଲେ। ଯଦି ତାଙ୍କୁ ତାଙ୍କ ବାପା ଘରକୁ ଛଡ଼ା ନଯାଏ କିମ୍ବା ଅଟକା ଯାଏ, ତେବେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଥିଲେ। ଯାହା ଫଳରେ ପୁଅ ଘର ଲୋକଙ୍କ ଅକଲ ଗୁଡୁମ୍ ହୋଇ ଯାଇଥିଲା। ସେମାନଙ୍କ ମନରେ ଛନକା ପଶିଗଲା।
ପୁଅ ଘର ପକ୍ଷରୁ ଝିଅ ର ବାପା ମାଆ ଙ୍କୁ ଡକା ଯାଇ ସେମାନଙ୍କ ସହ ଆଲୋଚନା କରା ଯାଇଥିଲା। କୌଣସି ସମାଧାନ ନ ହୋଇ ପାରିବାରୁ ସମୁଦୀ, ସମୁଦୁଣୀଙ୍କୁ ଅଟକ ରଖିଛନ୍ତି ପୁଅ ଘର ଲୋକେ। ସେମାନେ ଏହାର ଉଚିତ୍ ସମାଧାନ ସହିତ ବିବାହରେ ଖର୍ଚ୍ଚ ହୋଇଥିବା ଟଙ୍କାକୁ ଫେରେଇବା ସହ ଆଇନ୍ ଗତ ଭାବରେ ସମାଧାନ ପାଇଁ କହିଛନ୍ତି।
ବରର ମାଆ ଙ୍କ କହିବା ଅନୁସାରେ ଝିଅ କାହାକୁ ଭଲ ପାଉଥିଲା ଏବଂ ସେ ପୁଅ ତାକୁ ସିନ୍ଦୂର ଦେଇଥିଲା।ସେ ଚତୁର୍ଥୀ ପିଣ୍ଡ ପଡ଼ିବା ପରେ ତା ପାଖକୁ ଫେରି ଯିବ ବୋଲି ବରକୁ କହିଥିଲା।ଏହାପରେ ସେ ସେଠାରୁ ପଲାଇ ଯିବାକୁ ଜିଦ ଧରିଛି। ଏଯାବତ୍ ଏହାର କୌଣସି ସମାଧାନ ବାହାରି ପାରିନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।