(19 November)ଚନ୍ଦ୍ର ଗ୍ରହଣ ହାଣ୍ଡି ଛାଡ଼ ସମୟ, ଗର୍ଭବତୀ ମହିଳା ସାବଧାନ | 4 ଟି ରାଶିରେ ଧନ ବର୍ଷା ଏବଂ 8 ଟି ରାଶିରେ ମହା ବିପଦ

19 ନଭେମ୍ବର କୁ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଅଛି, ଏହି ଏହା ଦ୍ୱାରା ଚାରୋଟି ରାଶି ର ଭାଗ୍ୟ ବଦଳିବାକୁ ଯାଉଛି | 2021 ମସିହା ରେ ଏହା ଦ୍ୱିତୀୟ ଚନ୍ଦ୍ର ଗ୍ରହଣ ଲାଗିବାକୁ ଯାଉଛି ଯାହା କାର୍ତ୍ତିକ ମାସ ରେ ପୂର୍ଣ୍ଣିମା ତିଥି ରେ ପଡୁଛି | ତେବେ ଏହି ଚନ୍ଦ୍ର ଗ୍ରହଣ ବହୁତ ଲମ୍ବା ସମୟ ଧରି ରହିବ, ଆଉ ଏହି ଚନ୍ଦ୍ର ଗ୍ରହଣ ସବୁ ରାଶି ଉପରେ ଅଲଗା ଅଲଗା ପ୍ରଭାବ ପକାଇବ | କିନ୍ତୁ ସବୁ ରାଶି ମଧ୍ୟରୁ ଚାରୋଟି ରାଶି ଉପରେ ଏହା ଶୁଭ ପ୍ରଭାବ ପକାଇବ, ଏହି ରାଶି ମାନେ ଧନ ରେ ମାଲାମାଲ ହେବେ | ଏହି ଗ୍ରହଣ ପରେ ବହୁତ ଅଧିକ ଦେଶ ରେ ପ୍ରଭାବ ପଡ଼ିବ, କେତେ ପ୍ରକାର ଶୁଭ ଏବଂ ଅଶୁଭ କଥା ଦେଖିବାକୁ ମିଳିବ ଯେପରି କି ଭୂମିକମ୍ପ, ପ୍ରାକୃତିକ ବିପର୍ଯୟ ଆଦି ଦେଖିବାକୁ ମିଳିବ |

ତେବେ ଏହି ଚନ୍ଦ୍ର ଗ୍ରହଣ ର ଠିକ ସମୟ ଓ କେଉଁ କେଉଁ ରାଶି ଭାଗ୍ୟଶାଳୀ ରହିବେ ଏବଂ କେଉଁ ପ୍ରକାର ର ପ୍ରଭାବ ଏହି ରାଶି ମାନଙ୍କ ଉପରେ ପଡ଼ିବ ତାହା ଆଜି ଜାଣିବା |

ଏହି ଚନ୍ଦ୍ର ଗ୍ରହଣ ଭାରତ ରେ ମଧ୍ୟ ଦେଖା ଯିବ ଏବଂ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ର ଗ୍ରହଣ ର ସୂତକ କାଳ କୁ ମାନା ଯାଇ ନାହିଁ ଏହା ସହିତ ଏହା ଭାରତ ରେ ଦିନ ରେ ଦେଖା ଯିବ | ଏହି ଚନ୍ଦ୍ର ଗ୍ରହଣ ଆମେରିକା, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ପୂର୍ବ ଆମେରିକା ତା ସହିତ ଉତ୍ତର ୟୁରୋପ ରେ ଦେଖା ଯିବ |

ଭାରତ ରେ ଆସାମ ଏବଂ ଅରୁଣାଚଳପ୍ରଦେଶ ର କିଛି ଅଂଶ ରେ ଦେଖା ଯିବ | ଚନ୍ଦ୍ର ଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ସୂତକ କାଳ ଆରମ୍ଭ ହୋଇ ଯିବ, କିନ୍ତୁ ଏହା ଦିନରେ ଦେଖା ଯାଉ ଥିବାରୁ ଏହାକୁ ମାନା ଯିବ ନାହିଁ | ଏହି ଚନ୍ଦ୍ର ଗ୍ରହଣ ଲାଗିବାର ସମୟ ହେଉଛି 19 ନଭେମ୍ବର ଦିପହର ର 11ଟା ବାଜି 32 ମିନିଟ ରେ ଆରମ୍ଭ ହେବ ଏବଂ ସନ୍ଧ୍ୟା 5ଟା ବାଜି 34 ମିନିଟ ରେ ଶେଷ ହେବ |

ତେବେ ଏହି ଚନ୍ଦ୍ର ଗ୍ରହଣ ରେ କିଛି ବିଶେଷ ସାବଧାନତା ପାଳନ କରିବା ଉଚିତ, ଖାସ କରି ଗର୍ଭବତୀ ମହିଳା ମାନେ ଏହି ସମୟ ରେ ଭୋଜନ କରିବା ଉଚିତ ନୁହେଁ, କେବଳ ଛୋଟ ପିଲା ଓ ରୋଗୀଣା ଙ୍କୁ ଛାଡି କାହାକୁ ମଧ୍ୟ ଭୋଜନ କରିବା ଉଚିତ ନୁହେଁ |

ଏହି ସମୟ ରେ ଖାଇବା ପିଇବା ଜିନିଷ ରେ ତୁଳସୀ ପତ୍ର ପକାଇବା ଉଚିତ ଏବଂ ସୂତକ ସମୟ ପରେ ଆପଣ କୌଣସି ଚାକୁ ବା ଛୁରୀ ରେ ପନି ପରିବା ଆଦି କାଟିବା ଉଚିତ ନୁହେଁ ଏହା ସହିତ ସେହି ସମୟ ରେ ଶୋଇ ରହିବା ମଧ୍ୟ ଉଚିତ ନୁହେଁ | ତେବେ ଆସନ୍ତୁ ଜାଣିବା ସେହି ଚାରୋଟି ରାଶି ସମ୍ପର୍କ ରେ ଯେଉଁ ମାନଙ୍କର ଭାଗ୍ୟ ବଦଳିବାକୁ ଯାଉଛି | ଏହି ସମୟ ରେ କୌଣସି ଶୁଭ କାର୍ଯ୍ୟ କରିବା ଉଚିତ ନୁହେଁ ଏବଂ ଅଶୁଭ ଠୁ ବଞ୍ଚିବା ପାଇଁ ମହାମୃତ୍ୟଞ୍ଜୟ ମନ୍ତ୍ର ପାଠ କରିବା ଉଚିତ |

୧. ମେଷ ରାଶି :-

ମେଷ ରାଶି ର ବ୍ୟକ୍ତି ମାନଙ୍କର ଭାଗ୍ୟ ଏହି 19 ନଭେମ୍ବର ଠାରୁ ଖୋଲିବାକୁ ଯାଉଛି, ଧନ ସହିତ ସମସ୍ତ ସମସ୍ୟା ଦୃଢ଼ୀଭୂତ ହେବ | ଏହା ସହିତ କିଛି ନୂଆ ମାର୍ଗ ମଧ୍ୟ ଆପଣ ଙ୍କୁ ପ୍ରାପ୍ତ ହେବ ଏବଂ ସମାଜ ରେ ଓ ପରିବାର ରେ ଆପଣ ଙ୍କୁ ଖୁସି ସହିତ ମାନ୍ନ ସମ୍ମାନ ମିଳିବ | ଚାକିରୀ ରେ କୌଣସି ଅସୁବିଧା ହେବ ନାହିଁ ଏବଂ ନୂଆ ଚାକିରୀ ମଧ୍ୟ ଆପଣ ଙ୍କୁ ପ୍ରାପ୍ତ ହେବ |

୨. ମିଥୁନ ରାଶି :-

ଏହି ଗ୍ରହଣ ଆପଣଙ୍କ ପାଇଁ ବହୁତ ଶୁଭ ରହିବ, କାରଣ ଆପଣ ଙ୍କୁ ଧନ ଦୌଲତ ପ୍ରାପ୍ତି ହେବ | ଆପଣ ଚେଷ୍ଟା ଯଦି କରିବେ ତେବେ ଆପଣ ଙ୍କୁ ସବୁ ପ୍ରକାର କାର୍ଯ୍ୟ ରୁ ଲାଭ ମଧ୍ୟ ମିଳିବ | ଆପଣ ଙ୍କୁ ପ୍ରଶଂସା ମିଳବା ସହିତ ପୁରୁଣା ମିତ୍ର ସହିତ ମଧ୍ୟ ଦେଖା ହେବ ଏବଂ ବୈବାହିକ ଜୀବନ ମଧ୍ୟ ସୁଖମୟ ହେବ | ପତି ପତ୍ନୀ ମଧ୍ୟରେ ଭଲ ବୁଝାମଣା ରହିବ, ଆପଣ ଙ୍କୁ ସ୍ୱାସ୍ଥ୍ୟ ଦୃଷ୍ଟି ରୁ ଭଲ ଲାଭ ମିଳିବ |

୩. କନ୍ୟା ରାଶି :-
କନ୍ୟା ରାଶିର ବ୍ୟକ୍ତି ମାନଙ୍କୁ ଖର୍ଚ୍ଚ ରେ କମି ଦେଖିବାକୁ ମିଳିବ, ଟଙ୍କା ର ଆବଶ୍ୟକତା ପଡିଲେ ଆପଣ ଙ୍କୁ ଟଙ୍କା ସଙ୍ଗେ ସଙ୍ଗେ ମିଳି ଯିବ | ଆପଣ ଙ୍କୁ ଆର୍ଥିକ ସ୍ଥିତି ରେ ବହୁତ ସୁଧାର ଦେଖିବାକୁ ମିଳିବ ତା ସହିତ ଆପଣଙ୍କ ଜୀବନ ରେ ସଫଳତା ର ନୂଆ ରାସ୍ତା ଖୋଲିବ | ଆପଣ ଙ୍କୁ ଏହା ଧନ ରେ ମାଲାମାଲ ବନାଇବା କାରଣ ଏହି ଗ୍ରହଣ ରେ ଆପଣ ଙ୍କୁ ସେୟାର ମାର୍କେଟ ର ଲାଭ ମିଳିବ |

୪.ବୃଷ ରାଶି :-
ଏହି ରାଶିର ବ୍ୟକ୍ତି ମାନେ ନିଜ ଜୀବନ ସାଥି ସହିତ ସମୟ ଅତିବାହିତ କରିବେ, ଭାଗ୍ୟ ରେ ଏମାନଙ୍କୁ ପୂର୍ଣ୍ଣ ସହଯୋଗ ମିଳିବ | ଅଚାନକ ଭାବେ କୌଣସି ଖୁସି ଖବର ପ୍ରାପ୍ତ ହେବ ଏବଂ ଭାଗ୍ୟ ର ସହଯୋଗ ରେ ଏହି ରାଶିର ବ୍ୟକ୍ତି ମାନେ ପ୍ରଗତି ଆଡେ ଅଗ୍ରସର ହେବେ | ଏହା ସହିତ ଆସନ୍ତା ଦିନ ରେ ଅଚାନକ ଧନ ର ପ୍ରାପ୍ତି ମଧ୍ୟ ହେବ |