ଚଳନ୍ତା ସୁପରଫାଷ୍ଟ ଟ୍ରେନ ରେ ମହିଳା ସହ ଏମିତି ଘଟଣା ଘଟିଲା, ଆପଣ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ…..
ଆମ ଦେଶରେ ରେଳସେବା ସବୁବେଳେ ଭାରତୀୟଙ୍କ ପାଖରେ ପହଂଚିପରିଛି। ଏବେ ରେଳସେବା ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଚର୍ଚ୍ଚା ହେଉଛି ଟ୍ରେନ ବା ରେଳ ବିଳମ୍ବରେ ରେ ପହଂଚିବା କିମ୍ବା ଏବେ ଟ୍ରେନ ଏକ୍ସିଡେଣ୍ଟ୍ ହଉଛି। କିନ୍ତୁ ଏଥର ଏମିତି କିଛି ହୋଇଛି। ଯାହା ଆପଣ କେବେ ବି ଭାବିନଥିବେ ଏବଂ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରେଳ ପ୍ରକୃତରେ ବିନା ଷ୍ଟପେଜ୍ ରେ ଅଧିକ ଘଣ୍ଟେ ରହିବାକୁ ପଡିଲା। କାରଣ ଜଣେ ମହିଳା ବାଥରୁମ ଯାଇଥିଲେ ସେଥିରେ ସେ ଗଳି ପଡ଼ିଥିଲେ।
ତାଙ୍କୁ ସେଥରୁ ବାହାର କରିବା ପାଇଁ ଗ୍ୟାସ କଟର ରେ ବାଥରୁମକୁ କାଟିବାକୁ ପଡିଲା। ପ୍ରାୟ ଘଂଟାଏ ପର୍ଯ୍ୟନ୍ତ ଟ୍ରେନକୁ ଠିଆ ହେବାକୁ ପଡିଲା। ଅଧିକାରୀମାନେ ବହୁତ ବ୍ୟସ୍ତ ହୋଇପଡିଲେ। ଯାହା ଚିନ୍ତାର ବିଷୟ।
ଏହି ଘଟଣାଟି ୟୁପି ର ଅମେଠି ଜିଲାର କସ୍ୱା ନିହାଲଗଡ ଗାଁ ର କାନଡି ବାସ କରୁଥିଲା ସେ ମହିଳା , ଯେ ବାଥରୁମ ରେ ଗଲିପଡିଥିଲେ। ସେ ସୁଲତାନ୍ ପୁର ସୁପରଫାଷ୍ଟ ର ସ୍ଲିପର କ୍ଲାସ୍ ରେ ଯାତ୍ରା କରୁଥିଲେ। ସେ ଅହମହଦ୍ବାଦ ରୁ ରେଳ ରେ ବସି ତାଙ୍କ ଘରକୁ ବାହାରିଥିଲେ। ଟ୍ରେନ୍ ଟି ବରେଲି ରୁ ବାହାରି ଲକ୍ଷ୍ନୌ ରେ ଅଟକିଥିଲା। କିଛିସମୟପରେ ଟ୍ରେନ
ଶାହାଜାହାପୁର ପହଂଚିବରଥିଲା। ସେହିସମୟରେ ଜଣେ ମହିଳା ସହ ତାର ପୁଅ ଥାଏ। ସେତେବେଳେ ପୁଅ କୁ ଟଏଲେଟ ନେଇଯାଇଥିଲେ। ଆଉ ସେ ବି ଜାଣିନଥିଲେ ତାଙ୍କ ସହ ଏମିତି ସବୁ ଘଟିବ ବୋଲି। ତାପରେ ସେ ଯେତେବେଳେ ବାଥରୁମରୁ ବହରୁଥିଲେ ସେ ସମୟରେ ତାଙ୍କୁ ଗୋଟିଏ ଝଟ୍କା ଲାଗିଲା ଏବଂ ସେ ବାଥରୁମ ଭିତରେ ପଡ଼ିଗଲେ। ଠିକ ସେହି ସମୟରେ ଆଉ ଜଣେ ମହିଳା ଆସୁଥିଲେ ,ତାଙ୍କୁ ଦେଖିଲା ପରେ ସେ ସମସ୍ତଙ୍କୁ ଡାକିଲେ।
କିନ୍ତୁ ସମସ୍ୟା ଉପୁଜୁଥିବା ମହିଳାଟି ବହୁତ କଷ୍ଟ ପାଉଛି। ତାପରେ ସବୁ ଲୋକ ଦେଖିଲାପରେ ଟିଟି ଙ୍କୁ ଜଣେଇଥିଲେ। ସଂଗେ ସଂଗେ ଯାତ୍ରୀମାନେ ସମସ୍ତେ ଘଟଣାର ସମାଧାନ କରିବାକୁ ଚେଷ୍ଟା କଲେ। କିଛି ନ କରିପାରି ଶେଷରେ ଟ୍ରେନ୍ ର ଚେନ୍ ଟାଣି ରେଳକୁ ଠିଆ କଲେ। ଆଉ କଣ୍ଟ୍ରୋଲ ରୁମକୁ କଲ କରି ସମସ୍ୟାସମ୍ପକରେ ଅବଗତ କରାଇଲେ।
ମହିଳାଙ୍କ ସହ ଏମିତି ହେବା ପରେ ପ୍ରଶାସନ ଚେଇଁ ଉଠିଛି।କଣ୍ଟୋଲ୍ ରୁମ୍ ଷ୍ଟେସନ ଅଧିକାରୀ ଓମଶିବ୍ ଅବସ୍ଥି ଙ୍କୁ ଜଣେଇଲା ପରେ ପ୍ଲାଟଫର୍ମ ୧ କୁ ଆଣିଥିଲେ। ଅଧିକାରୀମାନେ ପାଇପ କାଟିବା ପାଇଁ ଗ୍ୟାସ କଟର ଆଦିର ସହାୟତା ନେଲେ ଶେଷରେ ସେ ସଫଳତା ପାଇଲେ। ସେମାନେ ଅକ୍ଲାନ୍ତ ପରିଶ୍ରମ ପରେ ତାଙ୍କୁ ବଞ୍ଚେଇପାରିଲେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।