ଚର୍ଚ୍ଚା ରେ ଅଭିନେତ୍ରୀ ରିୟା ଙ୍କ ର ହନୀମୁନ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଭିଡ଼ିଓ……
ଆମ ଓଲିଓଡ଼ ଇଣ୍ଡଷ୍ଟ୍ରି ରେ ଅନେକ ସେଲିବ୍ରେଟି ରହିଛନ୍ତି ଯାହାଙ୍କର କିଛି ଭିଡ଼ିଓ ହେଉ ଅଥବା ବ୍ୟକ୍ତିଗତ ଜୀବନ ସମ୍ପର୍କ ରେ ହେଉ ତାହା ଜାଣିବା ପାଇଁ ଆମେ ଖୁବ ଆଗ୍ରହ ପ୍ରକାଶ କରି ଥାଉ | ତେବେ ଏହି ସେଲିବ୍ରେଟି ଙ୍କ ଜୀବନ ସାଧାରଣ ଭାବରେ ଷ୍ଟାଇଲିସ ହୋଇ ଥାଏ ଯାହା ଜାଣିବା ପାଇଁ ଦର୍ଶକ ମାନେ ଚାତକ ଭଳି ଚାହିଁ ରହିଥାନ୍ତି | ଓଲିଓଡ଼ ଜଗତ ର ଅଭିନେତ୍ରୀ ରିୟା ଦେଓ ଙ୍କୁ ତ ଆପଣ ବେସ ଭଲ ଭାବରେ ଜାଣି ଥିବେ ଯିଏ କି ସମସ୍ତ ବଡ଼ ବଡ଼ ଅଭିନେତା ଙ୍କ ସହ ମଧ୍ୟ କାମ କରି ସାରିଛନ୍ତି |
ସେ 2010 ମସିହା ରେ ପ୍ରଥମ କରୋ ଫିଲ୍ମ ଦୁନିଆ ରେ ପାଦ ଦେଇ ଥିଲେ ଆଉ ଏହାପରେ ଅନେକ ଫିଲ୍ମ ରେ ସେ କାମ କରି ସୁନାମ ଅର୍ଜନ କରି ଥିଲେ | ତାଙ୍କର ଚୁଲବୁଲି ଅଭିନୟ ସହିତ ସୁନ୍ଦର ଡ୍ୟାନ୍ସ ସମସ୍ତ ଦର୍ଶକ ଙ୍କୁ ଖୁବ ଆକର୍ଷିତ କରାଇ ଥାଏ | ଆପଣ ତ ଜାଣି ଥିବେ ଏହି କିଛି ଦିନ ହେବ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ଆଉ ବିବାହ ପରେ ସେ ଯାତ୍ରା ମଞ୍ଚ ରେ ଦେଖିବା ପାଇଁ ମିଳିଛନ୍ତି |
ତେବେ ବହୁତ ଦିନ ଧରି ସୁନୀଲ ଙ୍କ ସହ ପ୍ରେମ ସମ୍ପର୍କ ରେ ରହିବା ପରେ ସେ ପ୍ରେମ ବିବାହ କରିଛନ୍ତି ଆଉ ତାଙ୍କ ଶାଶୂଘରେ ବେସ ଖୁସି ବାସ ରେ ଜୀବନ କାଟୁଛନ୍ତି | ରିୟା ଙ୍କ ବିବାହ ରେ ଅନେକ ବଡ଼ ବଡ଼ ସେଲିବ୍ରେଟି ଯୋଗ ଦେଇ ଥିଲେ ଯାହାକି ଆପଣ ଭିଡ଼ିଓ ମାଧ୍ୟମ ରେ ନିହାତି ଦେଖି ଥିବେ | ତେବେ ବର୍ତ୍ତମାନ ସମୟରେ ରିୟା ଦେଓ ଙ୍କର ଏକ ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି
| ଦେଖିବାକୁ ମିଳିଛି ରିୟା ତାଙ୍କ ବିବାହ ପରେ ଏବେ ହନିମୁନ ପାଇଁ ବିଦେଶ କୁ ଯାଇଛନ୍ତି ଆଉ ସେଠାରେ ମଜା ମସ୍ତି କରିଥିବା ଭିଡ଼ିଓ କୁ ନିଜ ସୋସିଆଲ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି |
ତେବେ ସେ ହନିମୁନ ପାଇଁ ମାଲଦୀପ ଯାଇଛନ୍ତି ଆଉ ଏକ ହଟ ଡ୍ରେସ ପିନ୍ଧି ସେ ମଧ୍ୟ ବହୁତ ସୁନ୍ଦର ଲାଗୁଛନ୍ତି | ତେବେ ଉଭୟ ରିୟା ଓ ସୁନୀଲ ମିଶି ସେଠାକାର କିଛି ସୁନ୍ଦର ସୁନ୍ଦର ସ୍ଥାନରେ ଫଟୋ ସୁଟ କରି ପାଇଁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ରେ ଉପଲୋଡ କରିଛନ୍ତି ଯାହାକୁ ଦେଖି ଦର୍ଶକ ମଧ୍ୟ ଖୁବ ପସନ୍ଦ କରିଛନ୍ତି ଏବଂ ସୁନ୍ଦର ସୁନ୍ଦର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି | ବର୍ତ୍ତମାନ ସମୟରେ ଏଭଳି କିଛି ଭିଡ଼ିଓ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି |