ଦୁର୍ଘଟଣା ପରେ ଚାଲିଗଲା ଜୀବନ ହେଲେ କରିଦେଇଗଲେ ଚକ୍ଷୁଦାନ ! ଦୟାକରି ଏହି ଓଡିଆ ପୁଅର ମହାନ କାମ ପାଇିଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ ଏବଂ ତାଙ୍କ ଆତ୍ମାକୁ ସଦଗତି ନିମନ୍ତେ ପାର୍ଥନା କରନ୍ତୁ..
ଦୁର୍ଘଟଣା ପରେ ଚାଲିଗଲା ଜୀବନ ହେଲେ କରିଦେଇଗଲେ ଚକ୍ଷୁଦାନ । ସବୁଦିନ ପାଇଁ ମନେ ରହିଯିବ ଓଡିଆ ପୁଅ ରୋହିତ ପ୍ରଧାନ । ଏବେ ସୁରତ ସହର ବସନ୍ତ ପଞ୍ଚମୀ ଉତ୍ସବ ପାଲୁଥିବା ସମୟରେ ପେସ୍ତାବ ଅଞ୍ଚଳ ଶୋକାକୁଳ ହୋଇପଡିଛି । ସୁରତରେ ରହି କାମ କରୁଥିବା ଓଡିଆ ଯୁବକ ରୋହିତ ପ୍ରଧାନଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ପାଣି ଟ୍ୟାଙ୍କର ଧକ୍କାରେ ରାସ୍ତା କଡରେ ଛିଡା ହୋଇଥିବା ରୋହିତ ପ୍ରାଣ ହରାଇଛନ୍ତି । ହେଲେ ସୁରତ ଓଡିଆ ସମାଜ ପରମ୍ପାରାରେ ତାଙ୍କର ସମ୍ପର୍କୀୟ ମାନେ ଚକ୍ଷୁଦାନ ପଇଁ ନିଷ୍ପତ୍ତି ନେଇଛନ୍ତି ।
ରୋହିତ ଫ୍ୟାକ୍ଟିରରେ କାମ କରିବା ପାଇଁ ସକାଳୁ ସକାଳୁ ବାହାରି ଯାଇଥିଲେ ସିର୍ଦ୍ଧାର୍ଥ ନଗରରେ ଏକ ରିକ୍ସାକୁ ଅପେକ୍ଷା କରି କରି ରାସ୍ତା କଡରେ ଚିଡା ହୋଇଥିଲେ । ଠିକ ସେହି ସମୟରେ ତାଙ୍କୁ ଗୋଟିଏ ପାଣି ଟ୍ୟାଙ୍କର ଆସି କରି ଧକ୍କା ଦେଇଥିଲା ଏହା ପରେ ଦୁର୍ଘଟଣାରେ ରୋହିତ ପ୍ରାଣ ହରାଇଥିଲେ ।
ରୋହିତଙ୍କର ଦୁଇଟ ପୁଅ ଗୋଟିଏ ଝିଅ ମା ଏବଂ ପତ୍ନୀ ଅଛନ୍ତି । ଲକଡାଉନରେ ତାଙ୍କର ପରିବାର ଗଞ୍ଜାମ ଜିଲ୍ଲାର ନିଜ ଗ୍ରାମ ପୁଲସରାକୁ ଚାଲି ଆସିଥିଲେ । ତାହା ପରଟାରୁ ସେ ଆଉ ସୁରତ ଫେରି ନାହାନ୍ତି ।
ରୋହିତ ନିଜର ଜୀବନ ଜୀବିକା ପାଇଁ ଲକଡାଉନ କଟକଣା କୋହଳ ହେବା ପରେ ସୁରତ ଫେରିଥିଲେ ନିଜର କାର୍ଯ୍ୟସ୍ଥଳକୁ । ସେ ଏକ କପଡା ମିଲରେ କାମ କରୁଥିଲେ ମାତ୍ର ଏମିତି ଅସମୟରେ ଦୁର୍ଘଟଣାରେ ରୋହିତଙ୍କର ପ୍ରାଣ ଚାଲିଗଲା ।
ରୋହିତ ସିନା ଚାଲିଗଲେ ହେଲେ ସୁରତରେ ଥିବା ଚାଙ୍କର ସଂପର୍କୀୟ ମାନେ ରୋହିତଙ୍କର ଚକ୍ଷୁଦାନ ପାଇଁ ନିଷ୍ପତ୍ତି ନେଇଥିଲେ । ରୋହିତଙ୍କର ଦୁଇ ଆଖିକୁ ଦାନ କରାଯାଇଛି , ନ୍ୟୁୟ ସିଭିଲ ହସ୍ପିଟାଲ ପକ୍ଷରୁ ଚାଙ୍କ ଚକ୍ଷକୁ ସଂଗ୍ରହ କରାଯାଇଛି । ଏବେ କେହି ଚକ୍ଷୁହୀନ ରୋହିତଙ୍କର ଆଖିରେ ଦୁନିଆ ଦେଖିବାର ସୁଯୋଗ ପାଇପାରିବେ ।
ରୋହିତ ତାଙ୍କ ପରିବାରର ଏକ ମାତ୍ର ରୋଜଗାରିଆ ଥିଲେ ଏହି ଦୁଃଖରେ ତାଙ୍କ ପରିବାର ଲୋକେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଛନ୍ତି । ତାଙ୍କର ସଂପର୍କୀୟ ମାନେ ଚକ୍ଷୁଦାନ କରାଇ ଏକ ମହତ୍ତ୍ୱ କାମ କରିଛନ୍ତି । ଯେଉଁଥିପାଇଁ କି ରୋହିତ ସବୁଦିନ ପାଇଁ ମନେ ରହିବେ
ରୋହିତ ସିନା ଚାଲିଗଲେ ହେଲେ ଗୋଟିଏ ଲୋକଙ୍କୁ ତାର ଆଖି ଦେଇଗଲେ ତାଙ୍କର ଏହି କାମ ପାଇଁ ଆଜି ସମସ୍ତେ ତାଙ୍କୁ ମନେ ରକିବେ । ଏପରିକି ତାଙ୍କର କିଛି ସଂପର୍କୀୟ ମାନେ କହିଛନ୍ତି କି ତାଙ୍କର ପରିବାର ବହୁତ ଗରିବ ତେଣୁ ତାଙ୍କୁ କିଛି ମାତ୍ରାରେ ସରକାରୀ ସହାୟତା ଦେଇ ପାରିଲେ ସେମାନେ ଟିକେ ଭଲରେ ରହିବେ । କାରଣ ପୁଅ ଗଲେପରେ ଆଉ ରୋଜଗାର କରିୂବା ପାଇଁ କେହି ନାହିଂ ତେବେ ଏହାକୁ ଆଖି ଆଗରେ ରଖି ସରକାରଙ୍କୁ କିଛି ସାହାର୍ଯ୍ୟ କରିବା ପାଇଁ ନିବେଦନ କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।