କ୍ୟାମେରାରେ କଏଦ ହେଲା ଲାଇଭ ଭିଡିଓ SELFIE ନେବା ସମୟରେ ରାଗି ଯାଇ ମାଙ୍କଡ ଯାହା କଲା ଦେଖିଲେ ହସି ହସି ଗଡିବେ ଆପଣ, ଦେଖନ୍ତୁ…
ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ । ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ । ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ ।
କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ ।ତେବେ ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖା ଯାଇଛି ଯାହା ଆପଣ ମନକୁ ଛୁଇଁବ ବୋଲି କୁହାଯାଉଛି । ତାହାଲେ ସେ ବିଷୟରେ ଅଧିକ ଆଲୋଚନା କରିବା ।
ବର୍ତ୍ତମାନ ସୋସିଆଲ ମିଡ଼ିଆ ଏମିତି ଏକ ମାଧ୍ୟମ ଯେଉଁଥିରେ ଆମେ ପ୍ରତ୍ୟେକ ଦିନ ଆମେ କିଛି ଏମିତି ଭିଡ଼ିଓ ଦେଖିଥାଉ ଯାହାକୁ ଦେଖି ଆମେ କେତେବେଳେ ଖୁସି ହେଇ ଯାଉ ତୋ ପୁଣି କେତେବେଳେ ଦୁଃଖ ପ୍ରକାଶ କରିଥାଉ । ହେଲେ ସୋସିଆଲ ମିଡିଆରେ ଏବେ ଯେଉଁ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ତାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ ।ତେବେ ଆଜିର ଘଟଣାରେ ଦେଖିବା ପାଇଁ ମିଳିଛି ମାଙ୍କଡ଼ ସହିତ ସେଲଫି ନେବାକୁ ଯାଇ ଯୁବକଙ୍କୁ ଲାଗିଲା ମାଙ୍କଡ଼ର ମାଡ଼।
ତେବେ ଆମେମାନେ ଯେତେବେଳେ ପଶୁପକ୍ଷୀ ଙ୍କୁ ଦେଖୁ ସେମାନଙ୍କ ସହିତ ଫୋଟ ଉଠାଇବା ଚେଷ୍ଟା କରୁ ଆଉ ଭଲ ଫୋଟ ଉଠିବା ପାଇଁ ସେମାନଙ୍କୁ ପାଖକୁ ଚାଲିଯାଉ। ଆଉ ଏମିତି ହେଲେ କୋଉ ପଶୁ ବା ଶାନ୍ତ ରହିବ ସେ ବି ନିଜର ରଙ୍ଗ ଦେଖାଇ ଦେବ ।
ତେବେ ବର୍ତ୍ତମାନ ଏକ ଭିଡ଼ିଓ ସାମ୍ନାକୁ ଆସିଛି ତେବେ ଭିଡ଼ିଓରେ କିଛି ଯୁବକ ଜଣକ ମାଙ୍କଡ଼ ସହିତ ସେଲ୍ଫି ନେବାକୁ ଚେଷ୍ଟା କରୁଛନ୍ତି ।ଆଉ ଯୁବକ ମାଙ୍କଡ ସହିତ ଭଲ ଫୋଟ ଟିଏ ନେବା ପାଇଁ ପୁରା ମାଙ୍କଡ଼ ପାଖରେ ପହଁଚି ଯାଉଛନ୍ତି ଆଉ ତାପରେ ଫୋଟ ଉଠାଇବା ତ ଦୂରର କଥା ମାଙ୍କଡ଼ ର ନିର୍ଦ୍ଧୁମ ମାଡ଼ ବର୍ଷି ଯାଉଛି ଯୁବକ ଉପରେ ।
ଘଟଣାଟି ହେଉଛି ଯାଜପୁର ଜିଲ୍ଲା କରେଇ ବ୍ଳକ ର ଅମୃତିଆ ଗ୍ରାମର, ତେବେ ସେଠାକାର ଜଣେ ଯୁବକ ମାଙ୍କଡ଼ କୁ ଗଛ ଉପରେ ବସିଥିବାର ଦେଖି ତା ସହ ସେଲ୍ଫି ନେବାକୁ ଯାଉଛନ୍ତି ।ତେବେ ଫୋଟ ଭଲରେ ଆସିବା ପାଇଁ ଯୁବକ ପୁରା ମାଙ୍କଡ଼ ପାଖରେ ପହଁଚି ଯାଉଛି କିନ୍ତୁ ଏପଟେ ମାଙ୍କଡ଼ ବି ବୁଝି ଯାଉଛି ଯୁବକ ତାର ଫୋଟ ନେଉଛି ।ଆଉ ଏହାପରେ ମାଙ୍କଡ଼ ଟି ଜୋରଦାର ଯୁବକ ଙ୍କୁ ପିଟିବାରେ କଗୀ ଯାଉଛି ଓ ଫୋଟ ଉଠିବା ତ ଦୂରର କଥା ଯୁବକଙ୍କ ଫୋଟ ତଳେ ପଡ଼ି ଭାଙ୍ଗି ଯାଉଛି ।ତେବେ ଏହି ଦୃଶ୍ୟ ଦେଖିବା ପରେ ଦର୍ଶକ ହସି ହସି ଗଡି ଯାଉଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।