ଦେଖନ୍ତୁ ଭିଡ଼ିଓ : ବର ସାମ୍ନାରେ ବାରମ୍ବାର କନ୍ୟାକୁ ଛୁଇଁବାକୁ ଯାଉଥିଲା କ୍ୟାମେରାମ୍ୟାନ, ରାଗରେ ବର ଏମିତି କଲା କ୍ୟାମେରା ମ୍ୟାନର ଅବସ୍ଥା ….ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ…
ବର୍ତ୍ତମାନ ସମୟରେ ଆମ ଦୁନିଆରେ ,ପ୍ରତ୍ୟେକ ଦିନି କିଛି ନାଁ କିଛି ବିଚିତ୍ର କଥା ତଥା ଅଜବ ପ୍ରକାର ଘଟଣା ସବୁ ସାମ୍ନାକୁ ଆସୁଛି । ସତ କହିବାକୁ ଗଲେ ଆମ ଦେଶ ତଥା ଦୁନିଆ ଯେତେ ପ୍ରଗତି ଆଡକୁ ଯାଉଛି ଜଟିଳତା ସେତେ ଅଧିକ ବଢୁଛି । ବର୍ତ୍ତମାନ ସମୟରେ ସମସ୍ତେ ପ୍ରାୟତଃ ସୋସିଆଲ ମିଡିଆ ସସହ ଜଡିତ,ତେଣୁ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଘଟଣା ଆମେ ଦେଖିବାକୁ ପାଇଥାଉ ।
ବହୁତ ସମୟରେ ଆମେ କିଛି ଏପରି ଘଟଣା ବିଷୟରେ ଜାଣିବାକୁ ପାଇଥାଉ ,ଯେଉଂଥିପାଇଁ ଆମ ମନରେ ବର୍ଗ ଆସିଥାଏ ତ ପୁଣି କେତେବେଳେ ଏପରି କିଛି ଘଟଣା ବିଷୟରେ ଜାଣିବାକୁ ପାଇଥାଉ ଯାହଦ୍ବାରା ଆମେ ବହୁତ ଲଜ୍ଜିତ ମଧ୍ୟ ହୋଇଥାଉ ।
ତେବେ ଆମ ସମାଜରେ ବିବାହ ହେଉଛି ଗୋଟିଏ ପବିତ୍ର ବନ୍ଧନ ହୋଇଥାଏ , ଯାହାକି ପ୍ରତ୍ୟେକ ପୁଅ ଝିଅ ମାନଙ୍କର ଗୋଟିଏ ବହୁତ ବଡ ସ୍ବପ୍ନ ରହିଥାଏ । ସବୁ ପୁଅଙ୍କର ଇଚ୍ଛା ଥାଏ କି ସେମାନେ ଜଣେ ସୁନ୍ଦର ଜୀବନସାଥୀଟିଏ ପାଆନ୍ତୁ ଏବଂ ତା ସହିତ ଖୁସିରେ ସଂସାର କରନ୍ତୁ କିନ୍ତୁ ସମସ୍ତଙ୍କର ସେହି ଇଚ୍ଛା , ସ୍ବପ୍ନ ପୂରଣ ହୋଇନଥାଏ ।
ତେବେ ଆଜିର ଏହି ସୋସିଆଲ ମିଡିଆ ଯୁଗରେ ପ୍ରତିଦିନ ବହୁ କୌତୁହଳ ପୂର୍ଣ୍ଣ ଦୁଃଖଦ ତଥା ବିଭିନ୍ନ ଭିଡିଓ ,ଫୋଟ ସବୁ ପୋଷ୍ଟ ହୋଇଥାଏ ,ଯାହାକୁ ଦେଖି ଲୋକ ମାନେ ବହୁତ କିଛି କମେଣ୍ଟ ମଧ୍ୟ କରିଥାନ୍ତି ।
I just love this Bride 👇😛😂😂😂😂 pic.twitter.com/UE1qRbx4tv
— Renuka Mohan (@Ease2Ease) February 5, 2021
ତେବେ ଆଜି ଆମେ ଆପଣଙ୍କୁ ସେହିପରି ଗୋଟିଏ ଭିଡିଓ ବିଷୟରେ କିଛି କହିବାକୁ ଯାଉଛୁ । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ଭିଡିଓ ଅଛି ଯାହାକୁ ଆପଣ ଥରୁଟିଏ ସୋସିଆଲ୍ ମିଡିଆରେ ଦେଖିବା ପରେ ବାରମ୍ବାର ତାହାକୁ ଦେଖିବାକୁ ପସନ୍ଦ କରିବେ । ଆପଣଙ୍କ ମନ ଯେତେ ବି ଖରାପ ଥାଉ ନା କାହିଁକି, କିଛି ଭିଡିଓ ଆପଣଙ୍କୁ ହସାଇ ହସାଇ ବେଦମ କରି ପକାଇବ ।
ତେବେ ନିକଟରେ ସୋସିଆଲ୍ ମିଡିଆରେ ଏକ ନବ ବିବାହିତା ଦମ୍ପତିଙ୍କ ଭିଡିଓ ଭାଇରାଲ୍ ହୋଇଛି। ଭିଡିଓରେ କ୍ୟାମେରାମ୍ୟାନ୍ ଜଣକ ବରଙ୍କୁ କଡ଼ରେ ଛିଡ଼ା ହେବାକୁ କହି କନ୍ୟାଙ୍କର ବିଭିନ୍ନ ପୋଜ୍ର ଫଟୋସୁଟ୍ କରୁଥିବାର ଦେଖିବାକୁ ମିଳିଛି। ଧୀରେ ଧୀରେ କ୍ୟାମେରାମ୍ୟାନ୍ ଜଣକ କନ୍ୟାଙ୍କର ଅଧିକ ନିକଟତର ହେବାକୁ ଲାଗିଲେ। ତାହାକୁ ଦେଖି ବର ଜଣକ ରାଗିଯିବା ସହ କ୍ୟାମେରାମ୍ୟାନ୍କୁ ମାଡ଼ ମାରୁଥିବାର ଦେଖିବାକୁ ମିଳିଛି। ଠିକ୍ ଏହି ସମୟରେ କନ୍ୟା ଜଣକ ହସି ହସି ସେଠାରେ ବସି ପଡ଼ିବା ସହ ଗଡ଼ି ଯାଉଛନ୍ତି।
ଏହି ଭିଡିଓଟିକୁ ରେଣୁକା ମୋହନ ନାମକ ଜଣେ ଟ୍ବିଟ୍ର ବ୍ୟବହାରକାରୀ ଟ୍ବିଟ୍ କରିବା ପରେ ଏହାକୁ ବହୁ ଲୋକପ୍ରିୟତା ମିଳିବାରେ ଲାଗିଛି। ଏହି କ୍ଲିପଟିିର ବର୍ତ୍ତମାନ ସୁଧା 8 ଲକ୍ଷରୁ ଅଧିକ ଭିୟୁ ହୋଇ ସାରିଲାଣି ଏବଂ ଏହି ଭିଡିଓକୁ ଦେଖିବା ପରେ ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ ଏହା ଉପରେ ବହୁ ମଜାଦାର କମେଣ୍ଟ ସବୁ ଦେବାରେ ମଧ୍ୟ ଲାଗିଛନ୍ତି।