କ୍ୟାମେରାରେ କଏଦ ହେଲା ମୃତ୍ୟୁର live ଭିଡିଓ, ଗାଧୁଆର ମଜା ନେଉ ନେଉ ଚାଲିଗଲା ଜୀବନ ! ଦୟାକରି ଏହି ଭିଡିଓ କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ କମେଣ୍ଟ କରନ୍ତୁ ….

ମୃତ୍ୟୁ କେତେବେଳେ କାହା ସମ୍ମୁଖରେ ଆସି ପହଞ୍ଚିଯାଏ ତାହା କେହି ହେଲେ ମଧ୍ୟ କହିପାରିବେ ନାହିଁ । ଏହି ମୃତ୍ୟୁ ପାଇଁ କେଉଁଠି ହେଲେ ମଧ୍ୟ କଟକଣା ନାହିଁ । ସେ କେବେବି କେଉଁଟି ବି ଆସିପାରେ ଏହା ସହିତ ବର୍ତ୍ତମାନର ଯୁବପିଢି ତ ମୃତ୍ୟୁକୁ ଡାକି କରି ନେଇ ଆସୁଛନ୍ତି । କାହିଁକିନା ଏବେକା ସମୟରେ ଏମିତି କିଛି ଘଟଣା ଘଟୁଛି ଯାହାକି ମୃତ୍ୟୁ ଆମ ପାଖରେ ଥାଇ ମଧ୍ୟ ଆମେ ନିଜର ଜୀବନକୁ ଉପଭୋଗ କରୁଛେ । ହେଲେ ଜାଣିପାରୁନଥାଏ କି ଆମ ସାମ୍ନାରେ ଆମର ମୃତ୍ୟୁ ଛିଡା ହୋଇଛି ,

ଏପରିକି ମୃତ୍ୟୁ ପାଖକୁ ଯିବା ପାଇଁ ଆମେ ମାନେ ସେହିପରି କାମ କରିଥାଉ ଯାହା ଦ୍ୱାରା ଆମେ ନିଜର ମୃତ୍ୟୁକୁ ନିଜ ପାଖକୁ ଡାକୁଛି ବୋଲି ଜଣାପଡିଥାଏ । କିଛି ମୂହୂର୍ତ୍ତର ମଜା ଆମ ପାଇଂ ସଜା ପାଲଟି ଯାଇଥାଏ ।

ଏପରିକି କଥା କହିବାର କାରଣ ଏହା କି ମାଲକାନାଗିରି ଜିଲ୍ଲାରେ ଏବେ ଏପରି ଏକ କଥା ଆମ ମାନଙ୍କ ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆମେ ମାନେ ଆଶ୍ଚର୍ଯ୍ୟ ହୋଇଯିବା । କାରଣ କେବେ କେହି ଭାବିନଥିବ କି କାହା ସହିତ ଏପରି ଘଟଣା ଘଟିବ ବୋଲି । ଏବେ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି ୟେଉଁଥିରେ କି ଯୁବକ ଜଣକ ବିପଦ ଜନକ ଭାବରେ ତଳକୁ ଖସୁଛନ୍ତି ଟିକ ବଡ ବଡ ସୁଇମିଂ ପୁଲରେ ଲାଗିଥିବା ସ୍ଲେଭ ଭଳି ।

 ଅନ୍ୟ ପଟେ ତାଙ୍କର ସାଙ୍ଗ ମାନେ ସେହି ମୂହୂର୍ତ୍ତକୁ ଭିଡିଓରେ ସୁଟିଂ କରୁଛନ୍ତି । ମାତ୍ର ସେ ଯେଉଁ ସମୟରେ ଖସୁଥିଲେ ସେହି ସମୟରେ ମୁଣ୍ଡଟି ପଥରରେ ଜୋରରେ ପିଟି ହୋଇଗଲା ଏବଂ ସେ ଯାଇ ଗଭୀର ପାଣି ଭିତରେ ପଡିଲେ । କ୍ଷଣିକ ମଜ୍ଜା ପାଲଟିଲା ସେମାନଙ୍କର ପାଇଁ ସଜ୍ଜା ଯାହାକି ନେଇଗଲା ସେହି ଯୁବକଙ୍କର ଜୀବନ ।

ଘଟଣାଟି ଘଟିଛି ମାଲାକାନାଗିରି ଜିଲ୍ଲା ଅନ୍ତର୍ଗତ ବେଢାଙ୍ଗିବାଳା ପଞ୍ଚାୟତର ବେହେରଗୁଡା ନିକଟରେ । ଏଠାରେ ଥିବା ଜଳପ୍ରପାତରେ ଏପରି ଭାବେ ମୃତ୍ୟୁ ଘଟିଛି ଜଣେ ଯୁବକଙ୍କର । ସାଙ୍ଗ ମାନଙ୍କ ସହ ମଜା କରିବା ପାଇଁ ଗାଧେଇବାକୁ ଯାଇଥିଲେ ଗମ୍ଭାକୁଣ୍ଡା ପ଼ଞ୍ଚାୟତର ଏମ.ପିଭି 26 ଗ୍ରାମର ବିଜୁ ମଣ୍ଡଳ ।

ତେବେ ଜଳପ୍ରପାତରେ ଖସିବା ସମୟରେ ତାଙ୍କର ମୁଣ୍ଡ ବାଜେଇ ହୋଇଥିଲା ତାହା ପରେ ସେ ଗୁରୁତର ଆହତ ହୋଇଥିଲେ । ପ୍ରଥମେ ଏମ. ଭି 21 ଏବଂ ପରେ ମାଲାକାନାଗିରି ଡାକ୍ତରଖାନାକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ କୋରାପୁଟକୁ ନେବା ପାଇଁ କହିଥିଲେ ମାତ୍ର ମାତରି ଠାରେ ବିଜୁଙ୍କର ମୃତ୍ୟୁ ହୋଇଯାଇଥିଲା । ବିଜୁଙ୍କର ମୃତ୍ୟୁରେ ସୋକରେ ଡୁବି ଯାଇଛି ସାରା ଗାଁ । ହେଲେ ଏହା ସତ୍ୟ କି ସାମାନ୍ୟ ଅସାବଦାନତା ଆମର ଜୀବନ ନେଇ ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।