ଦେଖନ୍ତୁ ଅଦ୍ଭୁତ ଭିଡ଼ିଓ । କ୍ୟାମେରା ରେ ରେକର୍ଡ ହୋଇଗଲା ନ ହେଲେ କେହି ବିଶ୍ୱାସ କରି ନଥାନ୍ତେ…..

ଆସନ୍ତୁ ଆଜି କିଛି ଏମିତି ଭୟାନକ ଘଟଣାବଳୀ ଉପରେ ଆଲୋଚନା କରିବା ଯାହା ଇଣ୍ଟରନେଟ୍ ରେ ମହଜୁଦ ରହିଛି ଏବଂ ଯାହାକୁ ଦେଖିଲେ ଏବଂ ଶୁଣିଲେ ଆପଣଙ୍କ ଲୋମ ତାଙ୍କୁରି ଉଠିବ।ଏହି ସବୁ ଭିଡିଓ ରେ ଆପଣ ଦେଖିବାକୁ ପାଇବେ କିପରି ଲୋକମାନେ ବଡ଼ ବଡ଼ ଦୁର୍ଘଟଣାରୁ ସାମାନ୍ୟ ବର୍ତ୍ତି ଯାଇଛନ୍ତି।ପୃଥିବୀରେ ବହୁତ୍ ସମୟରେ ବିଭିନ୍ନ ପ୍ରକାରର ଘଟଣା ମାନ ଘଟିଥାଏ ଯାହା ହଠାତ୍ ଘଟି ଯାଇଥାଏ।ବେଳେବେଳେ ଏମିତି ଘଟଣା ଆମ ସହ ଘଟିଥାଏ ତାହାକୁ ଆମେ ସହଜରେ ବିଶ୍ୱାସ କରି ପାରୁ ନାହୁଁ।

ଆଜି ଆମେ ଜାଣିବା ଏମିତି କିଛି ଅଜବ ଘଟଣା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ। ଏହାକୁ ଦେଖିବା ପରେ ଆପଣ ବି ଡରରେ ଭୟଭୀତ ହୋଇଯିବେ।

ପ୍ରଥମେ ଆପଣ ଭାଇରାଲ ହୋଇଥିବା ଏକ ଭିଡିଓ ଉପରେ ନଜର ପକାନ୍ତୁ ଯାହା ଜୁଲାଇ ୨୦୧୬ ରେ ଏକ ଭାଇରାଲ ହୋଇଥିବା ଭିଡିଓ ଉପରେ ଆପଣ ଥରେ ନଜର ପକାନ୍ତୁ।ଏହି ଭିଡିଓରେ ଦୁଇଜଣ ସାଙ୍ଗ ଏକ ସୁଡ଼ଙ୍ଗ ଭିତରେ ପ୍ରବେଶ କରି ଆର ପାରୀକୁ ଯାଉଥିଲେ। ଯେଉଁଥିରେ ରେଳ ଟ୍ରାକ ରହିଥିଲା ଯାହା ବହୁତ୍ ଦିନ ଧରି ଚଳାଚଳ ବନ୍ଦ ରହିଥିଲା।

ଦୁଇ ବନ୍ଧୁ ସେହି ସୁଡ଼ଙ୍ଗ ମଝିରେ ଯାଉଥିବା ବେଳେ ହଠାତ୍ ଟ୍ରେନ୍ ଦୃତ ଗତିରେ ଆସିଲା ଓ ସେମାନେ ଅସ୍ତବ୍ୟସ୍ତ ହୋଇ ଜୀବନ ବଞ୍ଚାଇବାକୁ ଦୋୖଡି ଆସିଲେ ଓ ଅଳ୍ପକେ ଦୁର୍ଘଟଣାରୁ ବର୍ତ୍ତିଗଲେ।

ସେହିପରି ଅନ୍ୟ ଏକ ଭିଡିଓ ରେ ଆପଣ ଦେଖିବାକୁ ପାଇବେ ମାଇକେଲ ଫୁଜିଆରା ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆ ରେ ଆପଲୋଡ୍ କରିଥିବା ଏକ ଭିଡିଓରେ କିଭଳି ସ୍ଵୀମିଂ ପୁଲ ପାଚେରୀ ରେ ବସିଥିବା ଏକ ବାଳିକା କୁ ପାଣିରେ ଥିବା ଭୟଙ୍କର ଜନ୍ତୁଟି ପାଣି ଭିତରକୁ ହଠାତ୍ ଟାଣି ନେଉଛି ଓ ଏହାପରେ ଝିଅଟିର ବାପା ପାଣିକୁ ଡ଼ିଆଁ ମାରି ଝିଅକୁ ଉଦ୍ଧାର କରୁଛନ୍ତି।

ସେହିପରି ୨୦୧୫ ରେ ଘଟିଥିବା ଏକ ଘଟଣା ଉପରେ ନଜର ପକାନ୍ତୁ। କିଭଳି ଭାବରେ ସ୍କାଇ ଡ୍ରାଇଭ୍ କରୁଥିବା ସମୟରେ ଉଭୟ ଯୁବକ ଓ ଯୁବତୀ ଜଣଙ୍କ ଅଳ୍ପକେ ବଞ୍ଚି ଯାଇଛନ୍ତି।

ସେହିପରି ଭାବରେ ଆଉ ଏକ ଭିଡିଓ ରେ ଯାହା ଘଟିଛି ତାହା ଆପଣଙ୍କ ହୋସ ଉଡେଇ ଦେବ। କାରଣ ଏଠାରେ ଆପଣ ଦେଖିବାକୁ ପାଇବେ ବଣ ମଝିରେ ସାଇକେଲ ଚଢ଼ୁଥିବା ବେଳେ କିପରି ଭାବରେ ଭାଲୁ ହଠାତ୍ ଆକ୍ରମଣ କରିବାକୁ ମାଡ଼ି ଆସୁଛି ଏବଂ ପ୍ରଥମେ ଶିକାର କରିବାକୁ ବିଫଳ ହେବା କାରଣରୁ ସେ ପୁଣି ଫେରି ଯାଉଛି।ଏଠାରେ ଅଳ୍ପକେ ଉକ୍ତ ଯୁବକ ଜଣଙ୍କ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି।

ସେହିପରି ଶେଷ ଭିଡିଓ ଟି ବହୁତ୍ ଭୟଙ୍କର ରହିଛି। ଏଠାରେ ଜଣେ ପିଲା ର ଫଟୋ ଉଠାଇବା ସମୟରେ ପଛରେ ଥିବା ସିଂହ ହଠାତ୍ ତାକୁ ଶିକାର କରିବାକୁ ଦୋୖଡି ଆସୁଛି ଓ ପିଲାର ପଛରେ ଗ୍ଲାସ୍ ଥିବା କାରଣରୁ ସେ ଶିକାର କରି ପାରୁନାହିଁ। ନହେଲେ ଏହାର ଅବସ୍ଥା କଣ ହୋଇଥାନ୍ତା ଥରେ ଭାବନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।