ବୁଦ୍ଧି ପରୀକ୍ଷା – ଫଟୋ ଦେଖି କୁହନ୍ତୁ ଏଥିମଧ୍ୟରୁ ଭୁତ କିଏ ? ଆପଣଙ୍କ ଉତ୍ତର କହିବ ଆପଣ କେତେ ଚାଲାକ

ଆମ ସମାଜରେ ସାଧାରଣତଃ ପ୍ରତ୍ୟକ ଲୋକ କଥା କଥା କେ ବିଭିନ୍ନ ପ୍ରକାରର ପହିଲି କହି ଥାନ୍ତି l ଏହି ପହିଲି ଗୁଡିକ ବଭିନ୍ନ ପ୍ରକାରରେ ଲୋକ କହିଥାନ୍ତି l ସାଧାରଣତଃ ଏହି ପହିଲି ଜଣେ ବ୍ୟକ୍ତି ଅନ୍ୟ ଜଣକୁ କହିଥାନ୍ତି l ସେହି ଲୋକ ପାହିଲିକୁ ଠିକ ଭାବରେ ବୁଝିବା ଆବଶ୍ୟକ ହୋଇଥାଏ l ସେହି ବ୍ୟକ୍ତି ପହିଲିକୁ ଠିକ ଭାବରେ ବୁଝି ତାର ଉତ୍ତର ଜାଣିବାକୁ ଚେଷ୍ଟା କରିବା ଦରକାର ହୋଇଥାଏ l ସେହି ଉତ୍ତର ଅନୁସାରେ ସେ କାର୍ଯ୍ୟ କରିବାର ଆବଶ୍ୟକତା ରହିଛି l ତେଣୁ ଆମ ଦେଶ ଭାରତ ବର୍ଷରେ ବିଭିନ୍ନ ଲୋକ ପ୍ରତିଟି ମୁହୂର୍ତ୍ତରେ ପ୍ରତେକ କଥାରେ ପହିଲି ସୁଝାଇଥାନ୍ତି ।

ସେହି ପହିଲିକୁ ପ୍ରତେକ ଲୋକ ଠିକ ଭାବରେ ବୁଝି ତାର ଉତ୍ତର ବାହାର କରିଥାନ୍ତି l ସେହି ଉତ୍ତରକୁ ସେମାନେ ସାଙ୍ଗେ ସାଙ୍ଗେ କହିଥାନ୍ତି l ଏମିତିକି ଆମେ ସମସ୍ତେ ପ୍ରତେକ କଥା କଥାକେ ଘର ଘର ମାନଙ୍କରେ ପହିଲି କହିଥାଉ l

ଏହି ପହିଲି ଗୁଡିକ ଖାଲି ଘରେ ଘରେ କୁହାଯାଉନାହିଁ ପ୍ରତେକଟି ମୁହୂର୍ତ୍ତରେ କୁହାଯାଉଛି l ସାଧାରଣତଃ ପ୍ରତେକ ପରିବାରରେ ବୃଦ୍ଧ ବୟଜ୍ୟଷ୍ଟ ମାନେ ପ୍ରତେକଟି କଥାରେ ପହିଲି କହିଥାନ୍ତି l ଏହି ପହିଲି ଶୁଣିବା ଦ୍ୱାରା ସେହିଥିରୁ ଆମେ ସମସ୍ତେ ଶିକ୍ଷା ଅର୍ଜନ କରିଥାଉ l ସେହି ପହିଲି ମଧ୍ୟରେ ବହୁତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ସୁପ୍ତ ଅବସ୍ଥାରେ ଲୁଚି କରି ରହିଥାଏ l ତେଣୁ ଆଜିର ସମାଜରେ ଏମିତି ମଜାଳିଆ ପହିଲି ଜାଣିବାର ଯଥେଷ୍ଟ ଆବଶ୍ୟକତା ରହିଛି l
ଚାଲନ୍ତୁ ଜାଣିବା ପାଞ୍ଚଟି ମଜାଦାର ଜାସୁସିପୂର୍ଣ୍ଣ ପହିଲି ବିଷୟରେ…….

1:-2+8+9=?
ଉତ୍ତର:-10, Two ରୁ T, Eight ରୁ E ଏବଂ Nine ରୁ N ତେଣୁ Ten.

2:-ତିନିଟି ରଙ୍ଗର ବଲ ଯଥା, red, yellow ଏବଂ green କେତେଥର ଲେଖାଏଁ ଘର ଭିତରକୁ ଗଲା?
ଉତ୍ତର :-2,1,3ଥର

3:-ଗୋଟିଏ ରୁମରେ ରହିତ, ଧୱନ ଏବଂ ରାଇନା ତିନିଜଣ ଥିଲେ ଧନୀ ଆସି ତାଙ୍କ bat କିଏ ନେହିଛି ବୋଲି ପଚାରିବାରୁ ରହିତ କହିଲା ସେ ଜିମ କରୁଥିଲା, ଧୱନ କହିଲା ସେ ଆର୍ଟ କରୁଥିଲା ଏବଂ ରାଇନା କହିଲା ସେ ସ୍ବିମ୍ମିଙ୍ଗ କରୁଥିଲା, ତେବେ bat କିଏ ନେହିଛି?
ଉତ୍ତର :-ରାଇନା କାରଣ ସେ ଯଦି ସ୍ବିମ୍ମିଙ୍ଗ କରିଥାନ୍ତା ତେବେ ତାର ହାତରେ ରିଙ୍କିଲସ ହୋଇଥାନ୍ତା l

4:-ତିନି ଜଣକୁ ଫାଶୀ ଦିଆଗଲା ସେଥିରୁ ଭୂତ କିଏ?
ଉତ୍ତର :-2 ନମ୍ବର ବ୍ୟକ୍ତି କାରଣ ତାର ଚେନ ଢିଲା ଅଛି ସେ ପବନରେ ଉଡ଼ୁଛି l

5:-ଆପଣକୁ କିଛି bat, ball ଦେଖାଇଦିଆଗଲା ସେଥିମଧ୍ୟରୁ ଆପଣ କେଉଁଟା ଦେଖିଲେ?
ଉତ୍ତର :-c

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।