Psychology – ବୁଦ୍ଧଙ୍କ ଗୋଟେ ଫୋଟ ପସନ୍ଦ କରନ୍ତୁ ଆଉ ଜାଣନ୍ତୁ ନିଜ ଭବିଷ୍ୟତ ଓ ଜାଣନ୍ତୁ ଆପଣ କେଉଁ ସ୍ୱଭାବ ର ବ୍ୟକ୍ତି ଅଟନ୍ତି

ହିନ୍ଦୁ ଧର୍ମ ର ଲୋକ ମାନେ ଈଶ୍ୱର ବିଶ୍ୱାସୀ ସେମାନେ ଭାବନ୍ତି ଏହି ଦୁନିଆରେ ଯାହା ବି କିଛି ହେଉଛି, ହୁଏତ ତାହା ଦୁଃଖ ହେଉ କିମ୍ବା ସୁଖ ସେହି ସବୁ ଏହି ସବୁ ଭଗବାନ କରନ୍ତି ବୋଲି ସେମାନେ ଭାବନ୍ତି l ଦେଶରେ ଓ ବିଦେଶରେ ବୁଦ୍ଧଦେବଙ୍କ ର ଅନେକ ପ୍ରକାର ର ରୂପ କୁ ପୂଜା କରାଯାଏ, ଓ ତାଙ୍କର ଭିନ୍ନ ଭିନ୍ନ ପାଞ୍ଚଟି ରୂପ ମଧ୍ୟ ଅଛି ଯାହା ମଧ୍ୟ ରୁ ଗୋଟିଏ ଫୋଟ କୁ ଦେଖି ଆପଣ ମାନେ ଆପଣଙ୍କ ଭବିଷ୍ୟତ ରେ ଆପଣଙ୍କ ସହ କଣ ହେବ ତାହା ଜାଣି ପାରିବେ।

1. ବୁଦ୍ଧ ଙ୍କ ର ପ୍ରଥମ ଫଟୋ କୁ ପସନ୍ଦ କରୁଛନ୍ତି l ତେବେ ଆପଣ ସତ୍ୟବାଦୀ ବ୍ୟକ୍ତି ଅଟନ୍ତି l ଯେ ନିଜ ଲୋକ ମାନଙ୍କୁ ବହୁତ ଭଲ ପାଇ ଥାଆନ୍ତି। ଯେକୌଣସି ପରିସ୍ଥିତିରେ ବି ସେ ଶାନ୍ତ ରହିବାକୁ ପସନ୍ଦ କରନ୍ତି। ଆଉ ଆପଣ ମାନେ ସବୁବେଳେ ଏହା ଚେଷ୍ଟା କରି ଥାଆନ୍ତି କି ସବୁବେଳେ ସବୁ କାମ ରେ ରହିବ ।

2.ଆପଣ ବୁଦ୍ଧ ଙ୍କ ର ଦୁଇ ନମ୍ବର ଫଟୋ କୁ ପସନ୍ଦ କରିବେ ତେବେ ଆପଣ ଜଣେ ବହୁତ ଧର୍ଯ୍ୟ ବାନ ମଣିଷ ଅଟନ୍ତି । ଯାହାକୁ ନିଜର ସ୍ୱତନ୍ତ୍ରତା ସହିତ ବହୁତ ପ୍ରେମ ଥାଏ । ଏପରି କିଛି ନାହିଁ ଯାହା ଆପଣ ମାନଙ୍କୁ ଡରେଇ ପାରିବ ବା ଆପଣଙ୍କୁ ଦୁର୍ବଳ ମଣିଷ କରି ପାରିବ।

3.ଯଦି ବୁଦ୍ଧ ଙ୍କ ର ତୃତୀୟ ଫଟୋ କୁ ପସନ୍ଦ କରୁଛନ୍ତି ତେବେ ସେହି ବ୍ୟକ୍ତି ମାନଙ୍କ ପାଖରେ ବହୁତ ଧର୍ଯ୍ୟ ଥାଏ l ସେହି ଲୋକ ମାନଙ୍କ ଉପରେ ଆଖି ବନ୍ଦ କରି ବିଶ୍ୱାସ କରାଯାଇ ପାରିବ। ବ୍ୟକ୍ତି ମାନେ କାହାକୁ ବି ଦୁଃଖ ଦିଅନ୍ତି ନାହିଁ କିମ୍ବା କାହାକୁ ବି ଦୁଃଖ ରେ ଦେଖି ପାରନ୍ତି ନାହିଁ।

4. ଯଦି ମାନେ ବୁଦ୍ଧ ଙ୍କ ର ଚାରି ନମ୍ବର ଫଟୋ କୁ ପସନ୍ଦ କରୁଛନ୍ତି ତେବେ ସେହି ବ୍ୟକ୍ତି ମାନେ ନିଜ ଅପେକ୍ଷା ଅନ୍ୟ ଲୋକ ମାନଙ୍କୁ ଅଧିକ ବିଶ୍ୱାସ କରନ୍ତି। ସେହି ବ୍ୟକ୍ତି ମାନେ ବହୁତ ନମ୍ର ଓ ଶାନ୍ତ ସ୍ୱଭାବ ର ବ୍ୟକ୍ତି ଅଟନ୍ତି। ଆପଣ ମାନେ ଆପଣଙ୍କ ଆଖ ପାଖ ରେ ଥିବା ବ୍ୟକ୍ତି ଙ୍କ ପାଇଁ ସବୁବେଳେ ଭଲ କରି ଚାଲନ୍ତି, ହୁଏତ ସେହି ବ୍ୟକ୍ତି ମାନେ ଆପଣଙ୍କୁ ବୁଝନ୍ତୁ କିମ୍ବା ନ ବୁଝନ୍ତୁ, ଆପଣ ସବୁବେଳେ ଭଲ କରି ଚାଲନ୍ତି।

5.ଯଦି ଆପଣ ଲାଷ୍ଟ ବା ପାଞ୍ଚ ନମ୍ବର ଫଟୋ କୁ ପସନ୍ଦ କରିଛନ୍ତି ତେବେ ଆପଣ ଜଣେ ବହୁତ ମହତ୍ୱକାଙ୍ଖୀ ବ୍ୟକ୍ତି ଅଟନ୍ତି। ଆପଣଙ୍କ ସ୍ୱପ୍ନ ବହୁତ ବଡ ଅଟେ l ଆପଣ ବହୁତ ଆତ୍ମ ବିଶ୍ୱାସ ରେ ଭରି ରୁହନ୍ତି। ନିଜ ପରିବାର କୁ ଆପଣ ମାନେ ବହୁତ ପସନ୍ଦ କରିନ୍ତି l ନିଜ ଉପରେ ଆପଣ ଙ୍କ ର ଆତ୍ମ ବିଶ୍ୱାସ ରହିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।