ଦେଖନ୍ତୁ EXCLUSIVE :ଭିଡିଓ ଯୌତୁକ ନେବିନି ସୁନା ଦେଇ ମୁଁ ଝିଅ ଆଣିବି: ଝିଅମାନେ ରେଡି ତ ବୁଦ୍ଧାଦିତ୍ୟଙ୍କର ହେବ ସ୍ବୟଂକନ୍ୟା …

ଆପଣ ଓଲିଓଡ଼ ଇଣ୍ଡଷ୍ଟ୍ରି ର ଲିପ୍ସା ମିଶ୍ର ଙ୍କୁ ତ ବେସ ଭଲ ଭାବରେ ଜାଣିଛନ୍ତି ଯିଏ ଚୁଲବୁଲି ଓ ଏକ ଚମତ୍କାରୀ ଅଭିନେତ୍ରୀ ଅଟନ୍ତି | ତେବେ ତାଙ୍କର ବର୍ତ୍ତମାନ ସମୟରେ ନିର୍ବନ୍ଧ ସରି ଯାଇଛି ଯାହାକି ସେ ଆକାଶ ଙ୍କ ସହ ବିବାହ ବନ୍ଧନ ରେ ବାନ୍ଧି ହେବା ପାଇଁ ଯାଉଛନ୍ତି | ତେବେ ତାଙ୍କ ନିର୍ବନ୍ଧ ରେ ଅନେକ ବଡ଼ ବଡ଼ ଷ୍ଟାର ମଧ୍ୟ ଦେଖିବାକୁ ମିଳି ଥିଲେ ସେହିଭଳି ଭାବରେ ଏହି ଲିପ୍ସା ଙ୍କ ନିର୍ବନ୍ଧ ରେ ଅଭିନେତା ବୁଦ୍ଧଆଦିତ୍ୟ ଙ୍କୁ ଦେଖିବା ପାଇଁ ମିଳି ଥିଲା ଯାହାଙ୍କୁ ଆପଣ ବେସ ଭଲ ଭାବରେ ଜାଣିଛନ୍ତି |

ଯିଏ କି ଅନେକ ସୁପରହିଟ ଫିଲ୍ମ କରି ଦର୍ଶକ ମାନଙ୍କର ମନକୁ ଛୁଇଁ ପାରିଛନ୍ତି ଆଉ ତାଙ୍କର ଅଭିନୟ ହେଉ କି ବ୍ୟକ୍ତିଗତ ଜୀଵନ ହେଉ ତାହାକୁ ଲୋକ ମାନେ ବେସ ଭଲ ପାଇବା ଦେଇ ଆସିଛନ୍ତି |

ତେବେ ଲିପ୍ସା ଙ୍କ ନିର୍ବନ୍ଧ ରେ ଆସି ସେ ମିଡ଼ିଆ ସାମ୍ନାରେ କିଛି କହିଛନ୍ତି, ତେବେ ସେ କହିଛନ୍ତି କି ମତେ ଆକାଶ ଆଉ ଲିପ୍ସା ଙ୍କର ଯୋଡ଼ି ବହୁତ ବଢିଆ ଲାଗୁଛି | ଆଉ ମୁଁ ହେଉଛି କନ୍ୟା ପଟେ କାରଣ ଲିପ୍ସା ଙ୍କ ସହ ମୁଁ ବହୁତ ସୋ କରିଛି କିନ୍ତୁ ବରଯାତ୍ରୀ ରେ ମୁଁ ଆକାଶ ଙ୍କ ପଟୁ ଆସିବି ତାପରେ ପୁଣି ଲିପ୍ସା ଙ୍କ ପଟରେ ହୋଇ ଯିବି |

ଆଉ ମତେ ଯେଉଁଠି ବି ଲୋକ ଦେଖନ୍ତି ସବୁବେଳେ ପଚାରନ୍ତି କି ପୁଣି କେବେ ସାଧବ ବୋହୁ ଆସିବ କାରଣ ନାରୀ ମାନଙ୍କ ହୃଦୟ ଭିତରେ ସାଧବ ବୋହୁ ଅଛି ତ ମୁଁ ଆଶା କରୁଛି ପୁଣି ଥରେ ସାଧବ ବୋହୁ ଆରମ୍ଭ ହେବ |

ଏହାପରେ ବୁଦ୍ଧଆଦିତ୍ୟ ତାଙ୍କ ବିବାହକୁ ନେଇକି କହିଛନ୍ତି କି ଝିଅ ମାନେ ଲିଷ୍ଟ ପଠାନ୍ତୁ ମୁଁ ବାହା ହେବି ସୁ ଯୌତୁକ ମତେ ଦେବା କିଛି ଦରକାର ନାହିଁ ମୁଁ ସୁନା ଦେଇକି ଝିଅ ଆଣିକି ବାହା ହେବି ବୋଲି ଖୁବ ମଜାଦାର ଢଙ୍ଗ ରେ ବୁଦ୍ଧଆଦିତ୍ୟ କହିଛନ୍ତି | ତେବେ କେବଳ ଏତିକି ନୁହେଁ ଲିପ୍ସା ଙ୍କ ନିର୍ବନ୍ଧ ରେ ବୁଦ୍ଧଆଦିତ୍ୟ ଅଭିନେତ୍ରୀ ପ୍ରିୟଙ୍କା ସହ ମିଶି ଡ୍ୟାନ୍ସ ମଧ୍ୟ କରିଛନ୍ତି ଯାହାର ଝଲକ ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |

ଆଉ ଅଭିନେତ୍ରୀ ପ୍ରିୟଙ୍କା ମଧ୍ୟ କହିଛନ୍ତି କି ମୁଁ ସ୍ୱପ୍ନ ଦେଖୁ ଥିଲି କି ବୁଦ୍ଧଆଦିତ୍ୟ ଭାଇଙ୍କ ସହ କେବେ ଡ୍ୟାନ୍ସ କରିବି ଆଉ ମୋର ସେହି ସ୍ୱପ୍ନ ପୂରଣ ହୋଇ ଯାଇଛି | ଆଉ ଭାଇ ଙ୍କୁ ବହୁତ ଭଲ ଝିଅ ମିଳୁ ଆଉ ଭଲ ଭଲ ରୋଷେଇ କରି ଖାଇବା ପାଇଁ ଦେଉ ସେଭଳି ଏକ ଝିଅ ମିଳୁ ବୋଲି ପ୍ରିୟଙ୍କା କହିଛନ୍ତି | ତେବେ ଏଭଳି କିଛି ମଜାଦାର କଥା ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହୋଇଛି ଆଉ ଦର୍ଶକ ମଧ୍ୟ ଖୁବ ପସନ୍ଦ କରିଛନ୍ତି |