ଦେଖନ୍ତୁ ଭିଡ଼ିଓ : ନମିତା ଅଗ୍ରୱାଲ ଙ୍କୁ ଟକ୍କର ଦେଲେ ଗାଁ ର ଏହି ବୁଢ଼ୀ ମାଉସୀ, ଗୀତଟି ଏବେ ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି…..

ଆଜିର ଆଧୁନିକ ଦୁନିଆରେ ସମସ୍ତଂକ ହତାରେ ଗୋଟିଏ ଗୋଟିଏ ସ୍ମାର୍ଟ ଫୋନ। ସେଥିପାଇଁ ତ ବୁଢ଼ା ଠାରୁ ଛୁଆ ପର୍ଯ୍ୟନ୍ତ ସମସ୍ତେ ସୋସିଆଲ ମିଡ଼ିଆ ଜଡ଼ିତ ହୋଇ ରହିଛନ୍ତି। ଏମିତି ଦେଖିବାକୁ ଗଲେ ସୋସିଆଲ ମିଡ଼ିଆରୁ ଲୋକେ ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ରୋଜଗାର କରୁଛନ୍ତି। ଯେଉଁଥି ପାଇଁ କି ଆଜିର ଦିନରେ ସୋସିଆଲ ମିଡିଆର ଚାହିଦା ଖୁବ୍ ଅଧିକ। ତେବେ ଲୋକେ କେଉଁଠି କଣ ହେଉଛି କେତେବେଳେ ହେଉଛି ଏ ସବୁର ଟିକିନିଖି ଖବର ସୋସିଆଲ ମିଡିଆରୁ ପାଇ ପାରୁଛନ୍ତି କହିଲେ ଭୁଲ୍ ହେବ ନାହିଁ।

ସୋସିଆଲ ମିଡ଼ିଆ ରେ ଅନେକ ପ୍ରକାର ର ଭିଡିଓ ସବୁ ଦେଖିବାକୁ ମିଳିଥାଏ। ସେଥି ମଧ୍ୟରୁ କେତେକ ବେଶ୍ ଶିକ୍ଷଣୀୟ ମଧ୍ୟ ହୋଇଥାଏ ତ କେତେକ ଭିଡିଓ ଖୁବ୍ ହୃଦସ୍ପର୍ଶି ହୋଇଥାଏ। ଆଉ କେତେକ ଭିଡିଓ ଆମକୁ ବହୁତ ହସାଇ ଥାଏ ଯାହା ଆମକୁ ଭରପୁର ମନୋରଂଜନ ଦେଇଥାଏ। ତେବେ ଲୋକମାନେ କମେଡ଼ି ଭିଡିଓ କୁ ଦେଖିବାକୁ ପସନ୍ଦ କରନ୍ତି। ତେବେ ଆମେ ଆଜି ଆପଣ ଙ୍କୁ ଏହିପରି କେତେକ ଭାଇରଲ କମେଡ଼ି ଭିଡିଓ ବିଷୟ ରେ ଜଣେଇବୁ ଯାହା ଜାଣିବା ପରେ ଆପଣ ହସି ହସି ବେଦମ ହୋଇଯିବେ।

ତେବେ ସେମାନେ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଜଣେ ବୁଢୀ ମାଉସୀ ଗାଇଥିବା ଗୀତ ଟି ବେଶ୍ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖା ଯାଇଛି ଯେ ବୁଢ଼ୀ ମାଉସୀ ଜଣଙ୍କ ତାଙ୍କ ପାକୁଆ ପାଟି ରେ ମଜାଳିଆ ଢଙ୍ଗରେ ଅତି ସୁନ୍ଦର ଭାବରେ ଲୋକପ୍ରିୟ ଗୀତ ” ରଙ୍ଗବତୀ ଏ ରଙ୍ଗବତୀ, ଏ ରଙ୍ଗବତୀ ରଙ୍ଗବତୀ କନକ ଲତା… ହସି ପଦେ କହୁନୁ କଥା” ଗୀତଟିକୁ ଗାଇଛନ୍ତି। ଯାହା ଲୋକଙ୍କୁ ବେଶ ପସନ୍ଦ ଆସିଛି।

ଏହି ବୁଢ଼ୀ ମାଉସୀ ଯେଉଁ ଭଳି ଭାବରେ ଗୀତଟିକୁ ଗାଇ ଚାଲିଛନ୍ତି ତାହା ଶୁଣିବାକୁ ଖୁବ୍ ମଜା ଲାଗୁଛି। ଏହି ବୁଢୀ ମାଉସୀ ଜଣଙ୍କ ତାଙ୍କର ପାକୁଆ ପାଟି ରେ ଥରି ଥରି ରଙ୍ଗବତୀ ଗୀତ ଟି ଗାଉଛନ୍ତି। ଏଥି ସହିତ ଏ ବୁଢ଼ୀ ମାଉସୀଙ୍କ ଏକ୍ସପ୍ରେସନ ମଧ୍ୟ ଖୁବ୍ ସୁନ୍ଦର ରହିଛି।

ଉ ସୁନ୍ଦର ଭାବରେ ଉଚ୍ଚାରଣ କରି ଗାଇଛନ୍ତି। ତେବେ ଏ ବୁଢ଼ୀ ମାଉସୀ ଙ୍କ ର ଏହି ଭିଡ଼ିଓ ଟିକୁ ସୋସିଆଲ ମିଡ଼ିଆ ରେ ସେୟାର ହେବା ପରେ ଭିଡ଼ିଓଟି ନିଆଁ ପରି ଭାଇରାଲ ହେଉଛି ଦର୍ଶକ ଏ ଭିଡିଓକୁ ଜମେଇକି ଦେଖୁଛନ୍ତି ଲାଇକ ମଧ୍ୟ କରୁଛନ୍ତି। ଏହାକୁ ଯିଏ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଛନ୍ତି ଆଉ ହସି ହସି ବେଦମ ଗଡି ଯାଉଛନ୍ତି। ତେବେ ସେ ଯାହାବି ହେଉ ଏ ବୟସରେ ବୁଢୀ ମାଉସୀଙ୍କ ଏଭଳି ପ୍ରୟାସକୁ ଖୁବ୍ ପ୍ରଶଂସା କରାଯାଉଛି।