ବୃଷ ରାଶିରେ ଶୁକ୍ରଙ୍କ ସିଧା ଗତି : ଏହି ୬ଟି ରାଶିର ବ୍ୟକ୍ତିଙ୍କୁ ମିଳିବ ଖୁସି ଖବର

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପିଲାଟିଏ ଯେତେବେଳେ ଜନ୍ମ ନିଏ ସେହି ସମୟର ଗ୍ରହ ନକ୍ଷତ୍ର ଅନୁସାରେ ରାଶି ନକ୍ଷତ୍ର ଆଦିର ନିର୍ଧାରଣ କରାଯାଏ l ଆଉ ସେହି ରାଶି ଅକ୍ଷର ଅନୁସାରେ ମଧ୍ୟ ପିଲାର ନାମ କରଣ କରାଯାଏ l ଜ୍ୟୋତିଷ ଶାସ୍ତ୍ରରେ ରାଶି ସଂଖ୍ୟା ବାର ଅଟେ l ଏହି ରାଶି ଗୁଡିକରେ ଗ୍ରହ ଚଳନ ଆଉ ଗ୍ରହ ମାନଙ୍କର ଅବସ୍ଥିତି ଅନୁସାରେ ଏହି ରାଶି ମାନଙ୍କର ଶୁଭ ସମୟ ଏବଂ ଖରାପ ସମୟ ଚାଲି ଥାଏ l

ବନ୍ଧୁ ଗଣ ଏହିପରି ଏକ ଶୁଭ ଗ୍ରହର ଗତି ହୋଇଛି l ତାହା ହେଉଛି ଶୁକ୍ର ଗ୍ରହର ଗତି l ଏହି ଗ୍ରହ ସବୁବେଳେ ବକ୍ର ଚାଲିଥଏ l କିନ୍ତୁ ଏହି ଗ୍ରହର ସିଧା ଗତି ହେଉଛି ଲଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଗ୍ରହ ସିଧା ଚାଲିଲେ ରାଶି ମାନଙ୍କର ଉପରେ ଶୁଭ ପ୍ରଭାବ ପଡିଥାଏ l

ଏହି ଗ୍ରହର ସିଧା ଗତି ମାର୍ଚ୍ଚ ମାସ ଠାରୁ ଆରମ୍ଭ ହୋଇଛି ଆଉ ଏହିପରି ଗତି ପ୍ରାୟ ଚଳିତ ବର୍ଷ ଅଗଷ୍ଟ ମାସ ପର୍ଯ୍ୟନ୍ତ ରହିବ l ଏହି ଗ୍ରହ ଦ୍ୱାରା କେତେକ ରାଶିର ବ୍ୟକ୍ତି ମାନେ ଅତ୍ୟନ୍ତ ଭାଗ୍ୟ ଶାଳୀ ହୋଇ ଉଠିବେ lତେବେ ଚାଲନ୍ତୁ ଜାଣିବା କଉଁ ରାଶି ଉପରେ କେମିତି ପ୍ରଭାବ ପଡିବ l

1-ମେଷ ରାଶି :-ସବୁଠୁ ପ୍ରଥମେ ଜାଣିବା ଏହି ରାଶି ବିଷୟରେ ଏହି ରାଶିରେ ସବୁଠୁ ଭଲ ପ୍ରଭାବ ରହିଛି l ଏହି ରାଶିର ବ୍ୟକ୍ତି ଧନ ଯୋଗ ରହିଛି l ଏହି ରାଶି ର ବ୍ୟକ୍ତିଙ୍କର ବନ୍ଧୁ ମିଳନ ଯୋଗ ରହିଛି l ଏହି ରାଶିର ବ୍ୟକ୍ତି ଙ୍କର ଚାକିରୀ ଯୋଗ ରହିଛି, ଏହି ରାଶିର ବ୍ୟକ୍ତି ଯଦି ଚାକିରୀ ଖୋଜୁଥିଲେ ତେବେ ସେମାନଙ୍କୁ ଅତି ସହଜରେ ଚାକିରୀ ମନ ମୁତାବକ ମିଳିଯିବ l ଦାମ୍ପତ୍ୟ ପ୍ରେମ ବଢିବ l ଘରେ ଆପଣଙ୍କର ସୁଖ ଶାନ୍ତି ବୃଦ୍ଧି ହେବ l

2-ବୃଷ ରାଶି :-ଏହି ରାଶିର ଧନ ବ୍ୟୟ ର ଯୋଗ ରହିଛି l ଆଉ ସବୁ କ୍ଷେତ୍ରରେ ଉନ୍ନତି ଘଟିବ l ଦାମ୍ପତ୍ୟ ସମ୍ପର୍କ ଭଲ ରହିବ l ପ୍ରେମ ସମ୍ପର୍କ ବଢ଼ି ପାରେ l

3-କର୍କଟ ରାଶି :-ଏହି ରାଶି ମାନଙ୍କର ବ୍ୟକ୍ତି ଙ୍କର ଦେହ ଖରାପ ରହିପାରେ l ଆୟ ଯୋଗ ବଢିବ, ଘରେ ସୁଖ ଶାନ୍ତି ସମୃଦ୍ଧି ହେବ l

4-ସିଂହ ରାଶି :-ଏହି ରାଶିର ବ୍ୟକ୍ତି ମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ l ଚାକିରୀ ଯୋଗ ରହିଛି l ସମାଜରେ ଆପଣକୁ ମାନ ସମ୍ମାନ ମିଳିବାର ସମ୍ଭାବନା ରହିଛି l

5-ତୁଳା ରାଶି :-ଏହି ରାଶିରେ ଅତ୍ୟନ୍ତ ଶୁଭ ସମୟ ଆସିଛି l ଏହି ରାଶିରେ ଧନ ଯୋଗ ସହିତ ସୁଖ ବୃଦ୍ଧି ହେବ l

6-କୁମ୍ଭ ରାଶି :-ଏହି ରାଶିରେ ବ୍ୟକ୍ତି ମାନଙ୍କର ଜୀବନରେ ଧନ ବୃଦ୍ଧି ସହିତ ଆଉ ଘରେ ଶୁଭ ଘଟଣା ଘଟିବ l

ଏହି 6 ଗୋଟି ରାଶିର ଅତ୍ୟନ୍ତ ଶୁଭ ଯୋଗ ରହିଛି l  ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।