Breking News – ଆଜି ପୁଣି ଚଳଚିତ୍ର ଜଗତକୁ ଆସିଲା ଦୁଃଖର ଲହରୀ । ଏହି ପ୍ରସିଦ୍ଧ କଳାକାର କଲେ ମୃତ୍ୟୁବରଣ । ଶୋକ ପ୍ରକାଶ କଲେ ସମସ୍ତ କଳାକାର ଏବଂ ମୁଖ୍ୟମନ୍ତ୍ରୀ…..

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ହିଁ ବଜ କଥା ବିଷୟରେ କହବିବୁ ଯାହାକୁ ଶୁଣିଲେ ଆପଣ ମାନେ ବହୁତ ଦୁଃଖ ପ୍ରକାଶ କରିବେ । ଆପଣ ମାନେ ତ ଜାଣିଛନ୍ତି କି ଆମ ଦେଶ ହେଉଛି କଳା ଓ ସଂସ୍କୃତିର ଦେଶ ଏଠାରେ ଅନେକ କଳାକାର ମାନେ ରହିଛନ୍ତି ଏବଂ ସେମାନଙ୍କର କଳାର ପ୍ରଦର୍ଶନ କରିଥାନ୍ତି । ସେ ଅଭିନୟ ହେଉ କି ସଂଙ୍ଗିତ କି ନୃତ୍ୟ ପ୍ରତ୍ୟେକ କ୍ଷେତ୍ରରେ ଭାରତ ସବୁଠାରୁ ଆଗରେ ରହିଛି ।

ଏହା ସହିତ ଏହି ଅନେକ କଲାକାର ମାନେ ମଧ୍ୟ ନିଜର କଳାର ପ୍ରଦର୍ଶନ କରି ବହୁତ ନାମ କମାଇଛନ୍ତି ଏପରିକି ସମସ୍ତଙ୍କ ହୃଦରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି । ଆଜି ଆମେ ଏମିତି ଣେ କଲାକାରଙ୍କର କଥା କହିବୁ ଠିଏ କି ବହୁତ ପ୍ରସିଦ୍ଧ ଅଟନ୍ତି ମାତ୍ର ସେ ଆଉ ଏ ଦୁନିଆରେ ନାହାନ୍ତି ଅର୍ଥାତ ତାଙ୍କର ପରଲୋକ ହୋଇଛି ।

ଆମେ ଆପଣ ମାନଙ୍କୁ ଯେଉଁ କଳାକାରଙ୍କର କଥା କହୁଛୁ ସେ ହେଉଛନ୍ତି ଓଡିଶାର ଜଣେ ସଂଙ୍ଗିତ ନିର୍ଦ୍ଦେଶକ ଯିଏ କି ବହୁତ ସଂଙ୍ଗିତର ନିର୍ଦ୍ଦେଶନା ଦେଇଛନ୍ତି । ଏହା ସହିତ ତାଙ୍କ ନିର୍ଦ୍ଦେଶିତ ସଂଙ୍ଗିତ ବହୁତ ନାମ ମଧ୍ୟ କମାଇଛନ୍ତି , ତେବେ ସେପରି ଏକ କଳାକାରଙ୍କୁ ହରାଇ ଓଡିଆ ଫିଲ୍ମ ଜଗତ ବହୁତ ଶୋକ ପ୍ରକାଶ କରିଛି ।

ଆମେ ଆପଣ ମାନଙ୍କୁ ଯେଉଁ ସଂଙ୍ଗିତ ନିର୍ଦ୍ଦେଶକଙ୍କର କଥା କହୁଛୁ ସେ ହେଉଛନ୍ତି ଜଲାଲ ଆଦେନିନ , ଯାହାଙ୍କର 85 ବର୍ଷ ବୟସରେ କଟକ ସ୍ତିତ ନିଜ ବାସଭବନରେ ମୃତ୍ୟୁବରଣ କରିଛନ୍ତି । ତେବେ ତାଙ୍କର ମୃତ୍ୟୁର କାରଣ ହୃଦଘାତ ଜନିତ ହୋଇଥିବା କୁହାଯାଉଛି । ଜଲାଲ ଆଦେନି ବହୁତ ଦିନ ଧରି ଅସୁସ୍ଥ ରହିଥିଲେ ତେବେ ଏଥିପାଇଁ ସେ ଚିକିତ୍ସିତ ମଧ୍ୟ ହେଉଥିଲା ମାତ୍ର ଜୀବନ ସହିତ ସଂଗ୍ରାମ କରି କରି ଆଜି ତାଙ୍କର ମୃତ୍ୟୁ ହୋଇଛି , ଏହି ମୃତ୍ୟୁର ଖବର ତାଙ୍କର ପରିବାର ଲୋକମାନେ ସୂଚନା ଦେଇଛନ୍ତି ।

ଜଲାଲ ଆଦେନି କେବଳ ଜଣେ ସଂଙ୍ଗିତ ନିର୍ଦ୍ଦେଶକ ଥିଲେ ତାହା ନୁହେଁ ସେ ନିର୍ଦ୍ଦେଶନା ଦେବା ସହିତ ଜଣେ ପ୍ରଯୋଜକ , ଗାୟକ , ଗୀତିକାର , ଅଭିନେତା ଏ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଧ୍ୟ ଥିଲେ । ତେବେ ତାଙ୍କ ପାଖରେ ସମସ୍ତ କଳା ରହିଥିଲା , ତେବେ ସେପରି ଏକ କଲାକାରକୁ ହରାଇ ଆଜି କଲାକାର ଜଗତ ବହୁତ ମ୍ରିୟମ୍ରାଣ ହୋଇପଡିଛି ।

1976 ମସିହାରେ ପ୍ରସାରିତ ହୋଇଥିବା ଫିଲ୍ମ ହୀରା ,ମୋତି ମାଣିକରେ ସେ ଫିଲ୍ମ ନିର୍ଦ୍ଦେଶନା ଦେଇଥିଲେ । ଅନୁତାପ ସହିତ ଅନେକ ହିଟ ଫିଲ୍ମରେ ନିର୍ଦ୍ଦେଶନା ଦେବା ସହିତ ମୁଁ ତୁମକୁ ଭଲ ପାଏ, ରୁଷିଛି ଅଭିମାନିତୀ ,ନିଦ ଭରା ରାତି ମଧୁଝରା ପ୍ରୀତି, ନୁପୁର କାହିଁକି ଆଜି ବାନ୍ଧିଲି ଆଦି ଲୋକପ୍ରିୟ ଗୀତ ସେ ହିଁ ସଂଙ୍ଗିତ ନିର୍ଦ୍ଦେଶନା ଦେଇଥିଲେ । ତେବେ ସେହି ବିଶିଷ୍ଟ କଳାକାରଙ୍କର ଆତ୍ମାର ସଦଗତି ନିମନ୍ତେ ଆମେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିବା ଉଚିତ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।