Breking News – ଆଜି ପୁଣି ଓଡ଼ିଆ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର । ଏହି ପ୍ରସିଦ୍ଧ ଅଭିନେତ୍ରୀ ଙ୍କର ହେଲା ଆକସ୍ମିକ ମୃତ୍ୟୁ, ମୁଖ୍ୟମନ୍ତ୍ରୀ କଲେ ଶୋକ ପ୍ରକାଶ……

ଏକ ସାଂସ୍କୃତିକ ପରମ୍ପରାର ଦେଶ ହେଉଛି ଭାରତ , ଭାରତ ପରି ଏକ ସାଂସ୍କୃତିକ ରାଷ୍ଟ୍ରରେ ପ୍ରତ୍ୟେକ ରାଜ୍ୟରେ କଳା ସଂସ୍କୃତି ଦେଖିବାକୁ ମିଳିଥାଏ । ଏହି ସଂସ୍କୃତି କେବଳ ଆଜିର ସମୟର ନୁହେଁ ଏହା ହେଉଛି ପାଶ୍ଚାତ୍ୟ କାଳରୁ ଦେଖିବାକୁ ମିଳିଛି । ଆଗ କାଳରେ ମଧ୍ୟ ଲୋକମାନେ ଏହି ପରମ୍ପରା , ଐତିହ୍ୟକୁ ଲୋକମାନେ ଏବେ ମଧ୍ୟ ବଜାଇ ରଖିଛନ୍ତି । ନୃତ୍ୟ , ଗୀତ ପରି ବିଭିନ୍ନ କଳାର ଦେଶ ହେଉଛି ଭାରତ . ଏଥିମଧ୍ୟରୁ ନୃତ୍ୟକୁ ଲୋକମାନେ ବହୁତ ଭଲ ପାଆନ୍ତି ।

ନୃତ୍ୟ ପ୍ରାୟତଃ ପ୍ରତ୍ୟେକ ରାଜ୍ୟରେ ଦେଖିବାକୁ ମିଳିଥାଏ , ଏଥିରେ ମଧ୍ୟ ଆମର ସଂସ୍କୃତିର ବିକାଶ ପଥ ଲୁଚି ରହିଛି । ଏହି ନୃତ୍ୟ ପାଇଁ ଅନେକ ନୃତ୍ୟଶିଳ୍ପୀ ମାନେ କେବଳ ଭାରତରେ ନୁହେଁ ବରଂ ଭାରତ ବାହାରେ ମଧ୍ୟ ସୋମାନଙ୍କର କଳାକୁ ଦେଖାଇଛନ୍ତି ଏବଂ ଲୋକପ୍ରିୟ ମଧ୍ୟ ହୋଇଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ସେହିପରି ଏକ କଥା ବିଷୟରେ କହିବୁ ବା ଜଣେ କଳାକାରଙ୍କ ବିଷୟରେ କହିବୁ ଯିଏ କି ଆଉ ଆମ ଗହଣରେ ନାହାନ୍ତି ମାତ୍ର ତାଙ୍କର କଳା ଆଜି ମଧ୍ୟ ସମସ୍ତଙ୍କ ମଧ୍ୟରେ ଲୁଚି ରହିଛି । ଆପଣ ମାନେ ତ ଜାଣଇଛନ୍ତି କି ଆମ ରାଜ୍ୟରେ ଓଡିଶୀ ନୃତ୍ୟୁ ବିଶ୍ୱ ପ୍ରସିଦ୍ଧ ଅଟେ , ଓଡିଶାର ଜାତୀୟ ନୃତ୍ୟ ହେଉଛି ଓଡିଶୀ । ନୃତ୍ୟଶଳ୍ପୀ ମାନେ ଆମ ଓଡିଶା ପାଇଁ ଏକ ଗର୍ବ ଅଟନ୍ତି , ମାତ୍ର ଆଜି ସେହି ସଂସ୍କୃତି କ୍ଷେତ୍ରରେ ଏକ ବହୁତ ଦୁଃଖଦ କଥା ଶୁଣିବାକୁ ମିଳୁଛି ।

ଆପଣ ମାନଙ୍କୁ ଏପରି କଥା କହିବାର ତାତ୍ପର୍ଯ୍ୟ ଏହା କି ମହାନ ଓଡିଶୀ ନୃତ୍ୟଶିଳ୍ପୀ ଲକ୍ଷ୍ମୀପ୍ରିୟାଙ୍କର 86 ବର୍ଷ ବୟସରେ ଶନିବାର ସ୍ଥିତ 11 ଟା 10 ମିନିଟରେ ଭୀମ ଟାଙ୍ଗି ସ୍ଥିତ ବାସଭବନରେ ପ୍ରାଣତ୍ୟାଗ କରିଛନ୍ତି । ଲକ୍ଷ୍ମୀପ୍ରିୟା ଥିଲେ ମହାନ ଗୁରୁ କେଳୁଚରଣଙ୍କର ଧର୍ମପତ୍ନୀ । ଲକ୍ଷ୍ମୀ ପ୍ରିୟା ଏକାଧାରରେ ଜଣେ ନୃତ୍ୟଶିଳ୍ପୀ ହେବା ସହିତ ସୁନ୍ଦର ଅଭିନେତ୍ରୀ ମଧ୍ୟ ଥିଲେ ।

ଲକ୍ଷ୍ମୀପ୍ରିୟା ଖୋର୍ଦ୍ଦା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ , ଏହାପରେ ସେ 1946 ମସିହାରେ ଅନ୍ନପୂର୍ଣ୍ଣା ବି ଥିଏଟରରେ ଗୁରୁ କେଳୁ ଚରଣ ମହାପାତ୍ରଙ୍କର ମୃଦଙ୍ଗର ତାଳେ ତାଳେ ମିଶି ନୃତ୍ୟ ପରିବେଶଣ କରିଥିଲେ । ଏହିଠାରୁ ହିଁ ତାଙ୍କର ଜୀବନଯାତ୍ରୀ ଆରମ୍ଭ ହୋଇଥିଲା ।

କେଳୁଚରଣ ମହାପାତ୍ର ଦେଶ ବିଦେଶରେ ମିଶି ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରୁଥିଲେ ଏବଂ ଲକ୍ଷ୍ମୀପ୍ରିୟା ମଧ୍ୟ ତାଙ୍କ ସହିତ ମିଶି କରି ନୃତ୍ୟୁ ପରିବେଶଣ କରୁଥିଲେ ତେବେ ଲକ୍ଷ୍ମୀପ୍ରିୟାଙ୍କୁ ସମସ୍ତେ ଗୁରୁମା ବୋଲି ସମ୍ବୋଧନ କରୁଥିଲେ । ଓଡିଶୀ ନୃତ୍ୟୁର ଗୁରୁମା ହେଉଛନ୍ତି ଲକ୍ଷ୍ମୀପ୍ରିୟା , ଯାହାଙ୍କର ଦେହାନ୍ତ ହୋଇସାରିଛି । ଲକ୍ଷ୍ମୀପ୍ରିୟାଙ୍କର ମୃତ୍ୟୁପରେ ସମସ୍ତେ ତାଙ୍କୁ ବହୁତ ଝୁରୁଛନ୍ତି ତାଙ୍କର ଶିଷ୍ୟ ମାନେ ତାଙ୍କୁ ବହୁତ ଝୁରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।