Breking News – ହେ ଭଗବାନ ! ଓଡ଼ିଆ କଳାକାର ଜଗତକୁ ଆସିଲା ଦୁଖଦଃ ଖବର । ଲୋକପ୍ରିୟ ହାସ୍ୟ ଅଭିନେତା ଭିକାରୀ ସ୍ୱାଇଁ ଙ୍କ କାର ଦୁର୍ଘଟଣା, ତାଙ୍କ ପାଇଁ ପ୍ରାଥନା କରନ୍ତୁ…..

ଯଦି ଆପଣ ଓଡ଼ିଆ ଯାତ୍ରା ଦେଖୁ ଥାନ୍ତି କିମ୍ବା ଓଡ଼ିଆ ଯାତ୍ରା ପ୍ରେମୀ ହୋଇ ଥାଆନ୍ତି ତେବେ ଆପଣ ମାନେ ତ ନିଶ୍ଚୟ ଭାବରେ ଓଡ଼ିଆ ଯାତ୍ରା ର ପ୍ରସିଦ୍ଧ କମେଡିଆନ ଭିକାରୀ ସ୍ୱାଇଁ କୁ ଜାଣି ଥିବେ । ତେବେ ଏବେ ତାଙ୍କ ବିଷୟ ରେ ଏକ ଦୁଃଖଦ ଖବର ଆସିଚି ଯାହାକୁ ଶୁଣି ସମସ୍ତ ଯାତ୍ରା ପ୍ରେମୀ ମାନେ ଦୁଃଖିତ ଅଛନ୍ତି ।

ତେବେ ଆଜି ସକାଳେ ଯାତ୍ରା ର କମେଡି କିଙ୍ଗ ଭିକାରୀ ସ୍ୱାଇଁ ଙ୍କ ର ଏକ ଦୁର୍ଘଟଣା ହୋଇଛି । ଯାହା ଫଳରେ ସେ ଗୁରୁତର ଭାବେ ଆହତ ହୋଇଥିବା ର ସୂଚନା ଆମକୁ କିଛି ସୂତ୍ର ରୁ ଜାଣିବାକୁ ମିଳିଛି ।

ତେବେ ଏହି ଘଟଣା ରେ କେତେ ସତ୍ୟତା ରହିଛି ଆସନ୍ତୁ ଜାଣିବା କାରଣ ଏହି ଘଟଣା ର ସତ୍ୟତା ନିଜେ ଭିକାରୀ ସ୍ୱାଇଁ ଏକ ଭିଡିଓ ଜରିଆ ରେ ସମସ୍ତ ଓଡ଼ିଶା ବାସି ଙ୍କୁ କହି ଅଛନ୍ତି । ତେବେ ସୂଚନା ଅନୁସାରେ ଆଜି ସକାଳେ ସେ ସୁଟିଂ ସାରି ଘରକୁ ଫେରୁ ଥିବା ସମୟ ରେ ସେ ଯାଉଥିବା ସମୟ ରେ ତାଙ୍କର ଦୁର୍ଘଟଣା ହୋଇ ଥିଲା।

ଏହି ଦୁର୍ଘଟଣା ରେ ତାଙ୍କ ଗୋଡ଼ ହାତ ଭାଙ୍ଗି ଯାଇଥିବା ର ଓ ସେ ଗୁରୁତର ଆହତ ହେବାର କିଛି ସୂଚନା ଆସିଥିଲା। ତେବେ ତାଙ୍କର ଦୁର୍ଘଟଣା ଏତେ ଗୁରୁତର ହୋଇ ନାହିଁ ଆଉ ତାଙ୍କୁ ସାମାନ୍ୟ ଆହତ ଲାଗିଛି କିନ୍ତୁ ସେ ଗୁରୁତର ଆହତ ହୋଇ ଥିବା ର ସୂଚନା ଆସିଥିଲା ।

ତେବେ ବର୍ତ୍ତମାନ ସେ ସମ୍ପୂର୍ଣ ଭଲ ଭାବରେ ଭଲ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଠିକ୍ ରହିଛି ଓ ଏହି ବିଷୟ ରେ କିଛି ଅଧିକ ଗୁଜବ ସୃଷ୍ଟି କରନ୍ତୁ ନାହିଁ। ଆପଣ ମାନେ କେହି ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ ସେ ବର୍ତମାନ ଭଲ ଅଛନ୍ତି। ତେବେ ସେ ଶିବାନୀ ଗଣନାଟ୍ୟ ର ଏକ ଲୋକପ୍ରିୟ ହାସ୍ୟ ଅଭିନେତା ଅଟନ୍ତି ।

ଯାତ୍ରା ପେଣ୍ଡାଲ ରେ ସେ ଛିଡ଼ା ହୋଇ ଗଲେ ଲୋକ ମାନେ ହସି ହସି ଗଡି ଯାଆନ୍ତି । ଯାତ୍ରା ଜଗତ ର ସେ ଏଇ ହସ ହସ ଚିହ୍ନା ମୁହଁ । ଲୋକ ଙ୍କୁ ସବୁବେଳେ ନିକଟ କମେଡି ମାଧ୍ୟମ ରେ ସେ ହସେଇ ହସେଈ ବେଦମ୍ କରେଇ ଥାଆନ୍ତି । ତେବେ ତାଙ୍କର ସୁନୁ ପାମ୍ପୁଡ଼ି କମେଡି ଲୋକ ମାନଙ୍କୁ ଅଧିକ ପସନ୍ଦ ଆସିଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।