Breking News – ଏବେ ଏବେ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦ ଖବର ! ଏହି ପ୍ରସିଦ୍ଧ ଫିଲ୍ମ ଅଭିନେତା କଲେ ଆତ୍ମହତ୍ୟା ଦେଶରେ ଖେଳିଗଲା ଶୋକର ଛାୟା….

୨୦୨୦ ମସିହା ଏକ କଳା ବର୍ଷ ଭାବେ ଇତିହାସ ରେ ଲିଖିତ ହୋଇ ରହି ଗଲା।କାରଣ ୨୦୨୦ ବର୍ଷ ଟି ଏମିତି ଥିଲା କି କରୋନା ଭାଇରସ ଭଳି ଏକ ମହାମାରୀ ସମସ୍ତ ଜଗତକୁ ନିଜର କୁପ୍ରଭାଵ ରେ ପ୍ରଭାବିତ କରି ଥିଲା।କରୋନା ଭାଇରସ ଯୋଗୁଁ କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହୋଇ ଥିଲା।ବିଶ୍ୱର ଅନେକ ଲୋକ ଏହି ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇ ନିଜର ଜୀବନ ହରାଇ ଥିଲେ।ଏହି ବର୍ଷ ଅନେକ ପ୍ରସିଦ୍ଧ କଳାକାର ମୃତ୍ୟୁ ବରଣ କରି ଥିଲେ।

ଓଲିଉଡ ରେ ବିଜୟ ମହାନ୍ତି,ବଲିଉଡ ରେ ସୁଶାନ୍ତ ସିଂହ ରାଜପୁତ ଙ୍କ ପରି ପ୍ରସିଦ୍ଧ ତାରକା ମୃତ୍ୟୁ ବରଣ କରି ଥିଲେ।ଏହା ସହିତ ଅନେକ ସମାଜ ସେବୀ,ରାଜନେତା ଓ ଅନେକ ନିରୀହ ଲୋକ କରୋନା ରେ ମୃତ୍ୟୁ ବରଣ କରି ଥିଲେ।

ତେବେ ୨୦୨୧ ଆରମ୍ଭରେ ପୁଣି ଅଭିନୟ ଜଗତରୁ ଦୁଃଖଦ ଖବର ଆସିବାରେ ଲାଗିଛି। କିଛି ଦିନ ପୂର୍ବରୁ ବଲିଉଡ୍ ରୁ ଏକ ବଲିଉଡ ର ପ୍ରସିଦ୍ଧ ସୁଶାନ୍ତ ସିଂହ ରାଜପୁତ ଗତ କିଛି ଦିନ ତଳେ ଫାଶୀ ଲଗାଇ ମୁମ୍ବାଇ ଠାରେ ଥିବା ନିଜ ଘରେ ଆତ୍ମହତ୍ୟା କରିଥିଲେ। ସୁଶାନ୍ତଙ୍କ ଆତ୍ମହତ୍ୟା ରେ ମୃତୁ ବରଣ କରିବା କୁ ତାଙ୍କ ର ପ୍ରଶଂସକମାନ ସହଜରେ ଗ୍ରହଣ କରିପାରି ନାହାନ୍ତି ଆଜି ପର୍ଯ୍ୟନ୍ତ ।

ଏହି ବେଳେ ପୁଣି ଆଉ ଏକ ଦୁଃଖଦ ଖବର ବଲିଉଡ୍ ରୁ ଆସିଛି । ବଲିଉଡ୍ ର ପ୍ରସିଦ୍ଧ ଅଭିନେତା ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା ରେ ମୃତୁ ବରଣ କରି ଥିଲେ । ତାଙ୍କ ମୃତ୍ୟୁ ର ଚର୍ଚ୍ଚା ଓ ଦୁଃଖ ବଲିଉଡ୍ ରୁ ସରି ନାହିଁ ଏବେ ଏବେ ଆଉ ଗୋଟିଏ ଚାଞ୍ଚଲ୍ୟ ମର୍ମାହତ ଖବର ଆସିଛି । ଯାହା କୁ ଶୁଣି ସମ୍ପୂର୍ଣ ବଲିଉଡ୍ ଦୁଃଖ ରେ ଭାଙ୍ଗି ପଡ଼ିଛି । ସୁଶାନ୍ତ ସିଂହ ରାଜପୁତ ଙ୍କ ସହିତ “ଏମ ଏସ୍‌ ଧୋନୀ- ଅନଟୋଲ୍ଡ ଷ୍ଟୋରୀ” ରେ ସୁଶାନ୍ତଙ୍କ କୋ-ଷ୍ଟାର ସନ୍ଦୀପ ନାହାର ବର୍ତ୍ତମାନ ସୁଇସାଇଡ କରିଛନ୍ତି।

ତେବେ ସେ ନିଜ ଗୋରେଗାଓଁ ସ୍ଥିତ ନିଜ ବାସଭବନରେ ଆତ୍ମହତ୍ୟା କରିଛନ୍ତି ଯାହାର ଖବର ପାଇ ପୋଲିସ ତଦନ୍ତ କରିବା ଆରମ୍ଭ କରି ଦେଇଛି। ସୂଚନା ଅନୁସାରେ ସୁଇସାଇଡ କରିବା ପୂର୍ବରୁ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ଯେଉଁଥିରେ ସେ ତାଙ୍କ ଆତ୍ମହତ୍ୟା ର କାରଣ ସେ କହିଛନ୍ତି। ଏହି ଭିଡିଓ ରେ ସେ କହିଛନ୍ତି ତାଙ୍କ ଲାଇଫ ରେ ଅନେକ ସମସ୍ୟା ରହିଛି ।

ଏହା ସହିତ ତାଙ୍କ ପତ୍ନୀ ଙ୍କ ପାଇଁ ସେ ଅଧିକତର ମାନସିକ ଚାପ ରେ ରହୁଥିଲେ । ନିଜେ ସୁଇସାଇଡ କରି ତାଙ୍କୁ ଫସାଇ ଦେବେ ବୋଲି କହୁଥିଲେ। ଦୀର୍ଘ ୩୬୫ ର ଝଗଡା ପରେ ସେ ନିଜ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଏହା ସହିତ ତାଙ୍କ ସ୍ତ୍ରୀ ତାଙ୍କ ଫ୍ୟମିଲ କୁ ପସନ୍ଦ କରୁ ନଥିବାର ମଧ୍ୟ ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।