Breaking : ହଠାତ କାହିଁକି ବାହା ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର… ଏ ନେଇ କ୍ୟାମେରା ସାମ୍ନାରେ ଆସି କହିଲେ ଏମିତି… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ପ୍ରତି ଦିନ କିଛି ନା କିଛି ନୂଆ ନୂଆ ଘଟଣା ମାନ ଘଟିଥାଏ ଓ ତାହା ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେବାକୁ ଲାଗିଥାଏ | ତେବେ ବର୍ତ୍ତମାନ ସେହିଭଳି ଏକ ନୂଆ ଧରଣର ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ଅଲିଉଡ ର ଚୁଳ ବୁଲି ନାୟିକା ଯାହା ଙ୍କର ଅଭିନୟରେ ଦର୍ଶକ ମାନେ ବେଶ ଆକୃଷ୍ଟ ହୋଇଛନ୍ତି ବୋଲି କୁହାଯାଉଛି ,ସେ ହେଉଛନ୍ତି ପ୍ରକୃତି ମିଶ୍ର|

ଆଉ ଯାହା ଦେଖିବାକୁ ମିଳିଛି କି ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ପ୍ରକୃତି ମିଶ୍ର ଙ୍କର ବିବାହ ମଣ୍ଡପରେ ବିବାହ କରୁଥିବାର ଦୃଶ୍ୟ ଭାଇରାଲ ହେଉଛି ଆଉ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇଛି | ତାହେଲେ ଆସନ୍ତୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ଜାଣିଥିବେ କି ଅନେକ ପ୍ରକାରର ଭିଡ଼ିଓ ମାନ ଦେଖିବାକୁ ମିଳିଥାଏ ଆଉ ବର୍ତ୍ତମାନ ପ୍ରକୃତି ମିଶ୍ର ଙ୍କର ଏକ ଭାଇରାଲ ଭିଡ଼ିଓ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଛି ବୋଲି କୁହାଯାଉଛି | ଆଉ ଏଠାରେ ଦେଖିବାକୁ ମିଳିଛି କି କେଉଁ ଭଳି ଭାବରେ ପ୍ରକୃତି ମିଶ୍ର ବାହା ହେବା ପାଇଁ ବିବାହ ମଣ୍ଡପ ରେ ବସିଛନ୍ତି | ଆଉ କଟକ ର ମନାଲିସା ମଣ୍ଡପ ରେ ବସି ବିବାହ କରୁଛନ୍ତି ବୋଲି ମଧ୍ୟ କୁହାଯାଉଛି |ତେବେ ଆପଣ ମାନେ ମଧ୍ୟ ପ୍ରକୃତି ମିଶ୍ର ଙ୍କର ଏହିଭଳି ବଧୂ ବେଶ କୁ ଦେଖିକି ଆଶ୍ଚର୍ଯ୍ୟ ହେବାକୁ ଲାଗୁଥିବେ |

ତେବେ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟି ରିଏଲ ନୁହଁ ଏକ ହେଉଛି ପ୍ରକୃତି ଙ୍କର ରିଲ ଲାଇଫ ର ଘଟଣା | ଆଉ ଯେଉଁଠି ସୁଟିଂ ସମୟରେ ପ୍ରକୃତି ମିଶ୍ର ଙ୍କର ଏହିଭଳି ବୋହୂ ହେଇଥିବାରୁ ଗେଟଅପ ଦେଖା ଯାଇଥିଲା | ଆଉ ଯେଉଁଠି ନାଲି ରଙ୍ଗର ଲେହେଙ୍ଗା କୁ ପିନ୍ଧିକି ମଥାରେ ନାଲି ରଙ୍ଗର ଓଢଣୀ ଦେଇକି ବିବାହ କରିବା ପାଇଁ ବେଦୀ ରେ ବସିଛନ୍ତି ପ୍ରକୃତି ମିଶ୍ର |

ଆଉ ମଥାରେ ସିନ୍ଦୁର ମଧ୍ୟ ଦେଉଥିବାର କିଛି ଦୃଶ୍ୟ ଭାଇରାଲ ହେଉଥିବା ଏହି ଭିଡ଼ିଓ ଟିରେ ଦେଖିବାକୁ ମିଳିଥିଲା | ଆଉ ଯାହାକୁ ଦର୍ଶକ ମାନେ ଦେଖିବା ପରେ ବେଶ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଇଥିଲେ ବୋଲି କୁହାଯାଉଛି |

ତେବେ ଏନେଇ ପ୍ରକୃତି ମିଶ୍ର କହିଛନ୍ତି କି ସତରେ ତ ତାଙ୍କର ବିବାହ କରିବାକୁ ବହୁତ ଲେଟ ଅଛି, ତେବେ ଏହିଭଳି ଭାବରେ ରିଲରେ ଲେହେଙ୍ଗା ପିନ୍ଧିକି ସେ ବେଶ ଖୁସି ହେଉଛନ୍ତି ବୋଲି କହିଛନ୍ତି ଗଣ ମାଧ୍ୟମକୁ |ତାହା ସହିତ କହିଛନ୍ତି କି ରିଏଲରେ ବାହାଘର ହେଲେ 2 ଘଣ୍ଟା ଭିତରେ ବାହାଘର ସରିଯାଇଥାଏ | କିନ୍ତୁ ଏଠି ଦିନରାତି ଘଣ୍ଟାଘଣ୍ଟା ଧରିକି ବିବାହ ଚାଲିଛି |

ଆଉ ଏହି ଫ୍ଲିମଟି ସୁଟିଂ ବହୁତ ସ୍ମୁଥଲି ହେଉଛି ଏବଂ ତାଙ୍କର ଏହିଭଳି ହେଭି ଲେହେଙ୍ଗା ପିନ୍ଧିକି ମେକପ ନେଇକି ସୁଟିଂ ଚାଲୁ ଥିବାରୁ ସେ ବହୁତ ଖୁସି ଅଛନ୍ତି ବୋଲି ପ୍ରକାଶ କରିଛନ୍ତି । ଯେଉଁଥିପାଇଁ ପ୍ରକୃତି ମିଶ୍ର ମଧ୍ୟ ବେଶ ଏକ୍ସାଇଟେଡ଼ ଅଛନ୍ତି ବୋଲି କୁହାଯାଉଛି |ପ୍ରକୃତି ମିଶ୍ରଙ୍କର ଏହିଭଳି ସୁଟିଂ ସମୟର ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।