Breaking news– ହ୍ରାସ ହେଲା LPG ସିଲିଣ୍ଡର ମୂଲ୍ୟ, ସାରା ଦେଶରେ ଲାଗୁ ହେବ ନୂଆ ଦର, ଆଜିର ଦାମ୍ ଶୁଣିଲେ ଆପଣ ଖୁସିରେ ନାଚି ଉଠିବେ…..ନିଶ୍ଚିତ ଜାଣନ୍ତୁ

ଆଜି ଆମେ ଆପଣ ମାନଙ୍କୁ ଏକ ବହୁତ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ କହିବୁ ଯାହାକୁ ଆପଣ ମାନେ ଜାଣିରଖିବା ନିତାନ୍ତ ଆବଶ୍ୟକ ଅଟେ । ତେବେ ଆପଣ ମାନେ ତ ଜାଣିଛନ୍ତି କି ଆଜିର ସମୟରେ ଅନେକ କ୍ଷେତ୍ରରେ କେତେ ପରିବର୍ତ୍ତନ ଦେଖାଦେଉଛି । ବିଶେଷ କରି କହିବାକୁ ଗଲେ ଏବେକା ସମୟରେ ପ୍ରତ୍ୟେକ ଦ୍ରବ୍ୟର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହେଉଛି । ଯେଉଁଥିପାଇଁ ଅନେକ ସମୟରେ ଅନେକ ଆନ୍ଦୋଳନ ମଧ୍ୟ ଦେଖାଯାଉଛି । ତେବେ ଆଜି ଆମେ ଆପଣ ମାନଙ୍କୁ ସେମିତି ଏକ ଦ୍ରବ୍ୟର ହ୍ରାସ ସଂପର୍କରେ କହିବୁ , ଯାହା ଶୁଣିଲ ଆପଣ ମାନେ ବହୁତ ଖୁସି ହେବେ ।

ଆପଣ ମାନେ ତ ଜାଣିଛନ୍ତି କି ଯେଉଁ ସମୟରେ ଲକଡାଉନ ପଡିଥିଲା ସେହି ସମୟରେ ସରକାର ବିନ ମୂଲ୍ୟରେ ଏଲପିଜି ଗ୍ୟାସ ପ୍ରଦାନ କରୁଥିଲେ । ବିନୀ ମୂଲ୍ୟରେ ନହେଲେ ମଧ୍ୟ ବହୁତ କମ ଦାମରେ ଗ୍ୟାସ ପ୍ରଦାନ କରିଥିଲେ ।

କାରଣ ସେହି ସମୟରେ ଲୋକମାନଙ୍କର ଆର୍ଥିକ ପରିସ୍ଥିତି ବହୁତ ଖରାପ ଥିଲା ତେବେ ତାହାକୁ ଲକ୍ଷ୍ୟ ରଖି କେନ୍ଦ୍ର ସରକାର ଏଲପିଜି ଗ୍ୟାସର ମୂଲ୍ୟ ହ୍ରାସ କରିଥିଲେ । ମାତ୍ର ତାହା ପରେ ଏହି ମୂଲ୍ୟରେ ପରିବର୍ତ୍ତନ ଦେଖା ଦେଇଥିଲା ଅର୍ଥାତ ଗ୍ୟାସରେ ବୃଦ୍ଧି ପରିଲକ୍ଷିତ ହୋଇଥିଲା । ମାତ୍ର ଏବେକା ସମୟରେ ସେଥିରେ ପରିବର୍ତ୍ତନ ଦେଖା ଦେଇଛି ।

ଆପଣ ମାନେ ବ୍ୟବହାର କରୁଥିଲା ରୋଷେଇ ଗ୍ୟାସର ମୂଲ୍ୟ ହ୍ରାସ କରିଛି ତୈଳ କମ୍ପାନୀ । ରୋଷେଇ ଗ୍ୟାସ ମୂଲ୍ୟ 125 ଟଙ୍କା ବୃଦ୍ଧି ପାଇଥିବା ବେଳେ ଏବେ ସେଥିରେ ହ୍ରାସ ପରିଲକ୍ଷିତ ହୋଇଛି । ଏଲପିଜି ଦର ପ୍ରତି ସିଲିଣ୍ଡର ପିଛା 10 ଟଙ୍କା ହ୍ରାସ ହୋଇଛି ।

ତେବେ ଏହି ନୂଆ ଦର ଏପ୍ରିଲ 1 ରୁ ଲାଗୁ ହେବ ଅର୍ଥାତ ଆଜି ଠାରୁ ଏହି ନୂତନ ଦର ଲାଗୁ ହେବ । ମାର୍ଚ୍ଚ ମାସରେ ହୋଇଥିବା ଦରବୃଦ୍ଧି ଯୋଗୁ ସରକାରଙ୍କୁ ବିରୋଧୀ ଦଳ ସଂସଦ ସମେତ ରାସ୍ତାଘାଟରେ ଘେରିଥିଲେ, ତେବେ ତାହାକୁ ଆଖି ଆଗରେ ରଖି ତୈଳ କମ୍ପାନୀମାନେ ମାସ ଶେଷ ହେବା ପୂର୍ବରୁ ଏହି ଦରରେ ସୁଧାର କରିଛନ୍ତି ।

ଏପରି ଏକ ହ୍ରାସ ପରେ ଦିଲ୍ଲୀରେ 14,2 କିଲୋଗ୍ରାମ ବିଶିଷ୍ଟ ଏଲପିଜି ସିଲିଣ୍ଡରମୂଲ୍ୟ 809 ଟଙ୍କାକୁ ହ୍ରାସ ପାଇବ । ସେହିପରି କୋଲକାତାରେ ଏହା 835 କୁ ହ୍ରାସ ପାଇବ । ଅନ୍ତଜାର୍ତୀୟ ବଜାରରେ ଗ୍ୟାସ ଦର ବୃଦ୍ଧି ଯୋଗୁଁ ତେଲ କମ୍ପାନୀ ଗତ ମାର୍ଚ୍ଚ ମାସ ପହିଲାଠାରୁ ଏଲପିଜି ସିଲିଣ୍ଡର ପିଛା 25 ଟଙ୍କା ବୃଦ୍ଧି କରିଥିଲେ ।

ତେବେ ଗତ ଡିସେମ୍ବର ମାସ ମଧ୍ୟ ଏହି ଦର ଦୁଇଥର ବୃଦ୍ଧି ହୋଇଥିଲା । ମାତ୍ର ଏବେ ସେଥିରେ 10 ଟଙ୍କା ହ୍ରାସ ହେବ ବୋଲି ସୂଚନା ମିଳିଛି । ଯାହା ରୋଷେଇ ଗ୍ୟାସ ବ୍ୟବହାର କାରୀ ମାନଙ୍କ ପାଇଁ ବହୁତ ଖୁସି ଖବର ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।