Breaking News -ପୁଣି ଥରେ ସିନେମା ଜଗତ ପାଇଁ ଦୁଖଦଃ ଖବର ! ହଟାତ ରହସ୍ୟ ଜନକ ମୃତ୍ୟୁ ବରଣ କଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ…
ତେବେ ଆମ କଳାକାର ଜଗତ ରେ ଅନେକ ଅଭିନେତା ଓ ଅଭିନେତ୍ରୀ ଭରି ରହିଛନ୍ତି ଯାହାକି ତାଙ୍କ ଅଭିନୟ ଦ୍ୱାରା ସେମାନେ ଦର୍ଶକ ମାନଙ୍କ ମନକୁ କିଣିକି ରଖି ଥାଆନ୍ତି | ତେବେ ଏହି ସେଲିବ୍ରେଟି ଙ୍କର ଜୀଵନ ଶୈଳୀ ସାଧାରଣ ଭିନ୍ନ ଧରଣ ର ହୋଇ ଥାଏ ଅର୍ଥାତ ଷ୍ଟାଇଲିସ ହୋଇ ଥାଏ |
କିନ୍ତୁ ଏହା ସତ ଯେ ସେ ସାଧାରଣ ଲୋକ ହେଉ କି କୌଣସି ସେଲିବ୍ରେଟି ସମସ୍ତ ଙ୍କ ଜୀଵନ ରେ କିଛି ନା କିଛି ଟେନ୍ସନ ରହିଥାଏ | ଆଉ କିଛି ଅଛନ୍ତି ଯେଉଁ ମାନେ ଏହି ଟେନ୍ସନ ରେ ନିଜର ମାନସିକ ଭାରସାମ୍ୟ କୁ ହରାଇ ବସନ୍ତି ଆଉ ଯାହା ଫଳରେ ଆତ୍ମହତ୍ୟା ର ରାସ୍ତା କୁ ବାଛି ନିଅନ୍ତି |
ସେଭଳି ଭାବରେ ଅନେକ କଳାକାର ଅଛନ୍ତି ଯେଉଁ ମାନେ ଆତ୍ମହତ୍ୟା କରିଛନ୍ତି ଆଉ ସେଭଳି ଘଟଣା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଥାଏ | ତେବେ ପୁଣି ଥରେ ଏହି ଆତ୍ମହତ୍ୟା କୁ ନେଇ ଏକ ବଡ଼ ଖବର ଆସିଛି ଯାହାକୁ ଶୁଣିଲେ ଆପଣ ନିହାତି ଭାବରେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବେ ଯାହାକି ଜଣେ ଆଲବମ ଅଭିନେତ୍ରୀ ସୂଈସାଇଡ କରି ଦେଇଛନ୍ତି, ତେବେ ଆସନ୍ତୁ ପୁରା ଘଟଣା ଟି କଣ ସେହି ସମ୍ପର୍କ ରେ ଆଲୋଚନା କରିବା |
ଏହି ସମୟରେ ଏକ ବଡ଼ ଖବର ଆସି ପହଞ୍ଚିଛି ଯାହାକି ହେଉଛି ଜଣେ ଆଲବମ ଅଭିନେତ୍ରୀ ନିଜ ଜୀଵନ ହାରି ଦେଇଛନ୍ତି | ତେବେ ଏହି ଆଲବମ ଅଭିନେତ୍ରୀ ଜଣଙ୍କ ରୁଚିସ୍ମିତା ଗୁରୁ ବୋଲି ଯାହା ଜଣା ପଡ଼ିଛି | ସୁଦପଣ୍ଡା ରେ ଥିବା ତାଙ୍କ ଘରୁ ତାଙ୍କ ମୃତ ଦେହକୁ ଉଦ୍ଧାର କରା ଯାଇଛି କିନ୍ତୁ ମୃତ୍ୟୁ ର କାରଣ କଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି ବୋଲି ଯାହା ଜଣା ପଡ଼ିଛି | କେଁଉ ଭଳି ସ୍ଥିତି ରେ ଏବଂ କଣ ପାଇଁ ଏଭଳି ଏକ ପଦକ୍ଷେପ ରୁଚିସ୍ମିତା ନେଇ ଗଲେ ତାହାକୁ ନେଇ ଏବେ ପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ |
ଯଦି କହିବା ତେବେ ଏହି ଘଟଣା କୁ ନେଇ ଏବେ ଦୁନିଆଁ ଚିନ୍ତା ଘାରିଛି କାହିଁକି ନା ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ଘଟୁଛି କିନ୍ତୁ ଏଥିରେ କାହିଁକି ରୋକ ଲଗା ଯାଇ ପାରୁ ନାହିଁ | କାହିଁକି ସେ ଏଭଳି ଏକ ଚରମ ପଦକ୍ଷେପ ନେଲେ ତାହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ | ତେବେ ରୁଚିସ୍ମିତା ଜଣେ କଣ୍ଠଶିଳ୍ପୀ ଭାବରେ ମଧ୍ୟ ବେସ ପରିଚିତ ଥିଲେ ଆଉ ତାଙ୍କର ଏଭଳି ଆତ୍ମହତ୍ୟା ରେ ତାଙ୍କର ଫ୍ୟାନ୍ସ ଙ୍କୁ ଏବେ ଖୁବ ବଡ଼ ଝଟକା ଲାଗିଛି ଆଉ ଏହି ଘଟଣା ଟି ଖୁବ ଚର୍ଚ୍ଚା ର ବିଷୟ ମଧ୍ୟ ପାଲଟିଛି |