breaking news- ଏଣିକି ଆସିଲା ନୂଆ ନିୟମ ! ବୟଫ୍ରେଣ୍ତ୍ ନଥିଲେ କଲେଜ ମନା ..ନହେଲେ ହୋଇପାରେ ଏମିତି କିଛି….ଆସିଲା ନୋଟିସ୍
ସୋସିଆଲ ମିଡ଼ିଆ ରେ ପ୍ରତିଦିନ କିଛି ନା କିଛି ଘଟଣା ଭାଇରାଲ ହୋଇ ଥାଏ ଯାହା ବେଳେ ବେଳେ ଏମିତି କିଛି ଘଟଣା ସାମ୍ନା କୁ ଆସେ ଖୁବ ଲଜ୍ୟା ଅନୁଭବ ହୋଇ ଥାଏ | ତେବେ ଆଜିକାଲି ର ଯୁବପିଢ଼ି କିଛି ଏମିତି ଅଛନ୍ତି ଯେଉଁ ମାନେ ମଜା ମସ୍ତି ପାଇଁ ନିଜ ଇଚ୍ଛା ମୁତାବକ କାର୍ଯ୍ୟ କରନ୍ତି ଆଉ ଯାହା ଦ୍ୱାରା ଆଉ କିଛି ଯୁବପିଢ଼ି ଙ୍କ ଉପରେ ଏହା ବହୁତ ଖରାପ ପ୍ରଭାବ ପଡିଥାଏ | ବର୍ତ୍ତମାନ ସମୟ କଲେଜ କୁ ନେଇ ନେକ ଘଟଣା ସାମ୍ନା କୁ ଆସୁଛି କେତେବେଳ ଛାତ୍ର ମାନେ କଲେଜ ରେ ନିଶା ଦ୍ରବ୍ୟ କରିବାର ଭିଡ଼ିଓ ସାମ୍ନା କୁ ଆସୁଛି ତ ଆଉ କେତେ ବେଳେ ରାଗିଙ୍ଗ ଭିଡ଼ିଓ ସାମ୍ନା କୁ ଆସୁଛି |
ତେବେ ବର୍ତ୍ତମାନ ସମୟରେ ଆଉ ଏକ ଖବର ଆସି ପହଞ୍ଚିଛି ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯିବେ | ଯେଉଁଠି ଦେଖିବାକୁ ମିଳିଛି କି ଏକ କଲେଜ ରେ ପ୍ରିନ୍ସପାଲ ଙ୍କ ନାଁ ରେ ଭୁଲ ନୋଟିସ ବାହାର କରିଛନ୍ତି ଆଉ ସେହି ନୋଟିସ ରେ ଲେଖା ହୋଇଛି କି ଯେଉଁ ଛାତ୍ରୀ ଙ୍କର ବୟଫ୍ରେଣ୍ଡ ନାହିଁ ସେ କଲେଜ ଆସି ପାରିବ ନାହିଁ | ଏଭଳି ଏକ ନ୍ୟୁଜ ଜଗତସିଂହପୁର ଏସଭିଏମ କଲେଜ ରୁ ଆସିଛି ଯାହାକି ଖୁବ ନିନ୍ଦନୀୟ ଅଟେ |
ସେହି କଲେଜ ର ଜଣେ ଛାତ୍ରୀ କହିଛନ୍ତି କି ସେହି ନୋଟିସ ରେ ଲେଖା ଯାଇଛି କି ଯାହାର ବୟଫ୍ରେଣ୍ଡ ନଥିବ ସେମାନେ କଲେଜ ଆସି ପାରିବେ ନାହିଁ ଆଉ ଯାହାର ବୟଫ୍ରେଣ୍ଡ ଥିବ ତେବେ ସେମାନେ ତାଙ୍କ ସହିତ ଗୋଟେ ଫଟୋ ଆଣି ପ୍ରିନ୍ସପାଲ ଙ୍କ ପାଖରେ ଦେବ |
ନିହାତି ଏଗୁଡା ବହୁତ ଖରାପ କଥା ଆଉ ଏହି ନୋଟିସ ଟି କଲେଜ ର ରିୟଲ ନୋଟିସ ନୁହେଁ ଏଗୁଡା ପିଲା ମାନେ ହିଁ ମଜାକ ପାଇଁ ଏହି ନୋଟିସ କୁ ଭାଇରାଲ କରିଛନ୍ତି | ପିଲା ମାନେ ନିଜର ମଜା ମସ୍ତି ପାଇଁ ଏଇଟା କୁ ଭାଇରାଲ କରିଛନ୍ତି କିନ୍ତୁ ଏଇଟା ଖୁବ ନିନ୍ଦନୀୟ ଘଟଣା ଅଟେ |
ଆମ କଲେଜ ରେ ଯିଏ ପ୍ରିନ୍ସପାଲ ଅଛନ୍ତି ସେ ବହୁତ ଶିକ୍ଷିତ ଆଉ ଏବେ ଏବେ ନୂଆ ଜଏନ କରିଛନ୍ତି ସେ ଆଉ କଲେଜ ପାଇଁ ସେ ବହୁତ କିଛି କରିଛନ୍ତି ତେଣୁ ସେ ଏମିତି ନୋଟିସ କିଛି ବାହାର କରି ନାହାଁନ୍ତି ତାଙ୍କୁ ବଦନାମ ନକରି ଏସବୁ ବନ୍ଦ କରନ୍ତୁ ବୋଲି ଛାତ୍ରୀ ଜଣଙ୍କ ମିଡ଼ିଆ ସାମ୍ନା ରେ କହିଛନ୍ତି | ଆହୁରି ମଧ୍ୟ କହିଛନ୍ତି କି ଏହି ନ୍ୟୁଜ ପିଲା ମାନଙ୍କ ଉପରେ ମେଣ୍ଟାଲି ହାରାଶ ହେଉଛି ତେଣୁ ଏସବୁ ନିହାତି ବନ୍ଦ କରିବା ଉଚିତ |
ପୋଲିସ ଏହି ଖବର କୁ ବହୁତ ହାଲକା ନେଉଛି କିନ୍ତୁ ଏହା ବହୁତ ବଡ଼ କଥା ତେଣୁ ସେହି ପିଲା କୁ ଖୋଜିକି ତାକୁ ଉଚିତ ଶାସ୍ତି ଦେବା କଥା ବୋଲି ଛାତ୍ରୀ ଜଣଙ୍କ ଦାବି କରିଛନ୍ତି | ତେଵେ ଏଭଳି ଏକ ଖବର ଏବେ ସୋସିଆଲ ମିଡ଼ିଆ ରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।