ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ । ବିରାଟ କାୟ ଅଜଗର କବଳରୁ ନିଜ ସାଥିକୁ ବଞ୍ଚାଇଲା, ଭିଡ଼ିଓ ଟି ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ…..

ବର୍ତମାନର ଯୁଗ ହେଉଛି ଆଧୁନିକ ଯୁଗ l ସମସ୍ତେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି l ଜାଣୁଥିବେ ଯେ ସୋସିଆଲ ମିଡିଆ ଯେତିକି ଭଲ ଆଉ ସେତିକି ମଧ୍ୟ ଖରାବ l କେତେକ ଲୋକ ଅଛନ୍ତି ଯେଉଁ ମାନେ କହିଥାନ୍ତି ଯେ ସେମାନେ ସୋସିଆଲ ମିଡିଆର ବ୍ୟବହାର ନକଲେ ତାଙ୍କୁ ଭଲ ଲାଗେ ନାହିଁ l ଅର୍ଥାତ ସୋସିଆଲ ମିଡ଼ିଆ ବିନା ଆଧୁନିକ ମଣିଷର କଳ୍ପନା କରିହେବ ନାହିଁ l

ବର୍ତମାନ ଲୋକେ ଦିନ ପ୍ରତିଦିନ ନିଜର ପୋଟ ତଥା ଭିଡିଓ ଶେୟାର କରୁଛନ୍ତି l ଆପଣ ଦେଖିଥିବେ ଅନେକ ସମୟରେ ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରଲ ହେଉଛି ସେଗୁଡିକ ମନୁଷ୍ୟ କୁ ଅନେକ ପ୍ରକାର ଶିକ୍ଷା, ତଥା ବ୍ୟବହାରିକ ଜ୍ଞାନ ଦେଇ ଥାଏ l

ଆଧୁନିକ ମଣିଷ ଭିତରେ ଧୀରେ ଧୀରେ ମାନବିକତା ର ଅଭାବ ଦେଖା ଦେଉଛି l ଲୋକ ପଶୁ ଭଳି ଜ୍ଞାନ ନଥିଲା ପରି ଆଚରଣ କରୁଛନ୍ତି, ଯାହାକି ଗୋଟିଏ ମଣିଷର ତାର ବ୍ୟବହାର ନୁହେଁ ସେଇ ଭଳି କରୁଛି l

ମଣିଷ ମାନେ ସବୁ ବେଳେ ନିଜର ସ୍ୱାର୍ଥ ଦେଖୁଛନ୍ତି, ଅନ୍ୟର ବିପଦରେ ଛିଡା ହେବା କିମ୍ବା ଅନ୍ୟକୁ ସାହାଯ୍ୟ କରିବା ଭଳି ମହନୀୟ ଗୁଣ ଅଭାବ ଦେଖା ଦେଉଛି l ଜଣେ ମଣିଷ ଟିଏ ଯଦି କଷ୍ଟ ପାଉଥାଏ ତାହାଲେ ବି ସେ ନିଜର ସମୟ ଦେଇ ତାର କଣ ସମସ୍ୟା କୁ ବୁଝିବାକୁ ଇଚ୍ଛା କରୁ ନାହାନ୍ତି l

କିନ୍ତୁ ଅନେକ ସମୟରେ ତୋ ଗୋଟିଏ ପଶୁ ଯେଭଳି ନିଜର ଜାତିର ପଶୁର କଷ୍ଟ ଦେଖି ପାରୁନାହିଁ କିନ୍ତୁ ଜଣେ ମନୁଷ୍ୟ ଯାହାର ବୁଦ୍ଧି ଜ୍ଞାନ ଅଛି ସେ କିନ୍ତୁ କେମିତି ବୁଝି ପାରୁନି l ସେ ପଶୁ ପରି କେମିତି ଆଚରଣ କରୁଛି l ଅନେକ ସମୟରେ ମଣିଷକୁ ମଧ୍ୟ ପଶୁ ଠାରୁ ଶିଖିବା ଉଚିତ l ଆଜି ତୁମକୁ ଏମିତି ଏକ ଭିଡିଓ ବିଷୟରେ କହିବୁ ଯାହା ସୋସିଆଲ ମିଡିଆରେ ଅଧିକ ଭାଇରଲ ହେଉଛି l

ଏହି ଭିଡିଓ ଟି ହେଉଛି ଥାଇଲାଣ୍ଡ ର ଥାଇଲାଣ୍ଡ ନେସନାଲ ପାର୍କର ଦୃଶ୍ୟ ଯେଉଁଥିରେ ଗୋଟିଏ ବଡ଼ ଅଜଗର ଗୋଟିଏ ମାଙ୍କଡ କୁ କାବୁ କରି ନେଇଛି l ଆଉ ଏହି ସମୟରେ ଅନ୍ୟ ସାଥି ମାଙ୍କଡ ମାନେ ନିଜ ଜୀବନ କୁ ବିପଦ ରେ ପକେଇ ଅଜଗର ସହିତ ଲଢୁଛନ୍ତି l କିଏ କାବୁରେ ଥିବା ମାଙ୍କଡ଼ର ଗୋଡ଼ ଧରି ଟାଣୁଛି ତୋ କିଏ ଅଜଗର ସହିତ ଲଢେଇ କରୁଛି l

 

ଯେମିତି ଲାଗୁଛି ସେମାନେ ନିଜର ସାଥି ମାଙ୍କଡ କୁ ଏହି ବିପଦରୁ ରକ୍ଷା କରିବା ପାଈଁ ନିଜର ଜୀବନ ଦେବା ପାଈଁ ପ୍ରସ୍ତୁତ ଅଛନ୍ତି l ଆଉ ଏହି ପରି ସେହି ପାର୍କର ସବୁ ମାଙ୍କଡ ମାନେ ସେହି ଜାଗାରେ ଠୁଳ ହୋଇଛନ୍ତି l ଆଉ ସେମାନେ ନିଜର ସାଥି ପାଈଁ ଶେଷ ପର୍ଯ୍ୟନ୍ତ ଚେଷ୍ଟା କରିଛନ୍ତି ଶେଷରେ ସେମାନେ ହାରି ଯାଇଛନ୍ତି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।