ଆଶ୍ଚର୍ଯ୍ୟ ! ବିନା ପୁରୁଷ ରେ ଗର୍ଭବତୀ ହେଉଛନ୍ତି ମହିଳା କାରଣ ଜାଣିଲେ ହୋଇଯିବେ ତାଯୁବ

ଆଜି କାଲି ସୋସିଆଲ ମିଡ଼ିଆ ସହିତ ସମସ୍ତେ ଜଡିତ ଅଟନ୍ତି। ସୋସିଆଲ ମିଡ଼ିଆ ଜରିଆ ରେ ଆମେ ଅନେକ ପ୍ରକାର ଭିଡିଓ ଫଟୋ ପ୍ରତିଦିନ ଭାଇରାଲ ହେବାର ଦେଖି ଥାଉ । ଅନେକ ଘଟଣାବଳୀ ର ଭିଡିଓ ହେଉ ଫଟୋ ପ୍ରତିଦିନ ଆମେ ଦେଖିବାକୁ ପାଇ ଥାଉ । କିନ୍ତୁ ଆଜି ଯେଉଁ ଘଟଣା ବିଷୟ ରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ସବୁ ଘଟଣା ଠାରୁ ଭିନ୍ନ ଅଟେ । ତେବେ କଣ ରହିଛି ଖବର ଆସନ୍ତୁ ଜାଣିବା ;

ବିନା ପୁରୁଷ ରେ ଗର୍ଭବତୀ ହେଉଛନ୍ତି ମହିଳା । କଥା ଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ କିନ୍ତୁ କଥା ଟି ସତ ଅଟେ । ଦୀର୍ଘ ୨୭ ବର୍ଷ ଧରି ଗାଁ ରେ ନାହାନ୍ତି ଜଣେ ବି ପୁରୁଷ ତଥାପି ମା ହେଉଛନ୍ତି ମହିଳା । କେମିତି ଜାଣିଲେ ତାଯୁବ ହୋଇଯିବେ ।

ଆଜି ବି ଦୁନିଆ ରେ ଏମିତି କିଛି ରହସ୍ୟ ରହିଛି ଯାହାକୁ ଦୁର କରିବା ଏକ ବଡ଼ ଚ୍ୟାଲେଞ୍ଜ ଅଟେ । ଏଗୁଡିକ ସାଧାରଣ ରହସ୍ୟ ନୁହେଁ ଏହାକୁ ସମାଧାନ କରିବା ପାଇଁ ଆଜିବି ବଡ଼ ବଡ଼ ବୈଜ୍ଞାନିକ ମାନେ ମଧ୍ୟ ଚେଷ୍ଟା ରେ ଲାଗିଛନ୍ତି । କିନ୍ତୁ ଆଜି ଆମେ ଯେଉଁ ରହସ୍ୟ ବିଷୟ ରେ କହିବାକୁ ଯାଉଛୁ ତାହା ହେଉଛି ଏକ ଗାଁ ର ରହସ୍ୟ ଅଟେ ଏହି ଗାଁ ର ରହସ୍ୟ ବୈଜ୍ଞାନିକ ମାନଙ୍କ ମୁଣ୍ଡ ବିନ୍ଧା ର କାରଣ ହୋଇଛି ।

ଆଫ୍ରିକାର ମାଳଦିପ ରେ କେନିୟା ଦେଶରେ ଏକ ଗାଁ ରହିଛି ଯେଉଁ ଗାଁ ରେ ମହିଳା ମାନେ ପୁରୁଷ ମାନଙ୍କ ସହିତ ଶାରିରୀକ ସମ୍ପର୍କ ନରଖି ଗର୍ଭବତୀ ହୋଇ ଥାଆନ୍ତି । କୁହାଯାଏ ଯେ ଏହି ଗାଁ କୁ ଏକ ପୁରୁଷ ଆସିବାର ୨୭ ବର୍ଷ ବିତି ଗଲାଣି ତଥାପି ଏହି ଗାଁ ର ମହିଳା ମାନେ ଗର୍ଭବତୀ ହୋଇ ଥାଆନ୍ତି । ପରେ ସେମାନେ ଏକ ସନ୍ତାନ ମଧ୍ୟ ପ୍ରସବ କରି ଥାଆନ୍ତି ।

ସମଗ୍ର ମାମଲା କେନିୟା ର ସମୁରୁରୀ ଓମାଚ ଗ୍ରାମ ର ଅଟେ । ମିଛ ଲାଗୁଥିଲେ ବି ଘଟଣା ଟି ପୁରା ସତ ଅଟେ । ଏଠାରେ ଯେତେବେଳେ ଅନେକ ମହିଳା ଚମତ୍କାର ଭାବେ ଗର୍ଭବତୀ ହେଲେ ସେତେବେଳେ ଅନେକ ବୈଜ୍ଞାନିକ ମାନେ ଏଠାକୁ ରିସର୍ଚ୍ଚ କରିବା ପାଇଁ ଆସିଥିଲେ । କିନ୍ତୁ ସେମାନେ ଏଠାରୁ ଖାଲି ହାତରେ ଫେରି ଅଛନ୍ତି।

ଅନୁସନ୍ଧାନ କରିବା ପାଇଁ ଆସିଥିବା ଡ଼ାକ୍ତର ଓ ବୈଜ୍ଞାନିକ ମାନେ ଏହି ମହିଳା ମାନଙ୍କ ରହସ୍ୟ ଭାବରେ ଗର୍ଭବତୀ ହେଉଥିବାର କାରଣ ଖୋଜି ପାଇ ନାହାନ୍ତି । ଆଜି ବି ଏଠାରେ ଥିବା ମହିଳା ମାନଙ୍କ ଉପରେ ପରୀକ୍ଷା ଓ ଅନୁସନ୍ଧାନ କରା ଯାଉଛି । ତେବେ ଏମିତି ଘଟଣା ରେ ହୋଇପାରେ ଏଠାକାର ମହିଳା ରାତି ଅନ୍ଧକାର ରେ ଲୁଚି ପୁରୁଷ ମାନଙ୍କ ସହିତ ଶାରିରୀକ ସମ୍ପର୍କ ରଖି ଥାଆନ୍ତି ।

କାହିଁକି ନା ଏମିତି ନହେଲେ ବିଧି ର ବିଧାନ ଅନୁସାରେ କୌଣସି ମହିଳା ବିନ ପୁରୁଷ ରେ ଗର୍ଭବତୀ ହୋଇ ପାରିବ ନାହି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।