ବିଲରେ ମାଟି ଖୋଳୁ ଥିବା ସମୟରେ ମଜୁରିଆ କୋଦଳା ବାଜି ଶିବାଲିଙ୍ଗ ଭାଙ୍ଗି ଗଲା l ତାପରେ ଯାହା ହେଲା ତାହା କିଛି ଚମତ୍କାର ଠୁ କମ ନୁହେଁ….

ଆମ ଭାରତ ଦେଶ ହେଉଛି ନିଷ୍ଠା ର ଦେଶ l ଏଠାରେ ଅନେକ ଦେବୀ ଆଉ ଦେବତା ଙ୍କ ପୂଜା କରାଯାଏ l ହିନ୍ଦୁ ନୀତି ଆଉ ପରମ୍ପରା ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଙ୍କର ଅଲଗା ଦେବୀ ଓ ଦେବତାଙ୍କ ଉପରେ ନିଷ୍ଠା ରହିଥାଏ l ଯାହାଙ୍କର ପୂଜା ସେମାନେ ନିଷ୍ଠା ର ସହ କରିଥାନ୍ତି l ଆଉ ମଧ୍ୟ ସେମାନଙ୍କ ଧାରଣ ରହିଥାଏ କି ଭାରତ ରେ ଦେବତା ସବୁବେଳେ ନିଜର ଭକ୍ତ ଙ୍କ ଉପରେ ଦୟା ଦୃଷ୍ଟି ରଖିଥାନ୍ତି l ଏହାର ମହାନତା ର ଗୋଟିଏ ଉଦାହରଣ ଆମେ ଆପଣ ମାନଙ୍କୁ କହିବାକୁ ଯାଉଛି l ଯାହା ବିଷୟ ରେ ଜାଣିଲା ପରେ ଆପଣ ମାନେ ଆର୍ଚାଯ୍ୟ ହୋଇଯିବେ l

ଆମ ଦେଶ ରେ ପ୍ରତ୍ୟେକ ବ୍ୟକ୍ତି ଭଗବାନ ଙ୍କୁ ପୂଜା କରିଥାଏ l ଆମ ଭାରତ ଦେଶ ରେ ସମସ୍ତ ଭଗବାନ ଙ୍କର ପୂଜା ହୋଇଥାଏ l କିନ୍ତୁ ଆମ ଦେଶ ରେ ଭଗବାନ ଭୋଳାନାଥ ଙ୍କୁ ଅଧିକ ପୂଜା କରାଯାଇଥାଏ l ଆମ ଦେଶ ରେ ଭଗବାନ ଶିବ ହେଉଛନ୍ତି ଏମିତି ଏକ ଭଗବାନ ଯାହାଙ୍କୁ ସବୁଠାରୁ ବଡ ବୋଲି ବିଶ୍ୱାସ କରାଯାଏ l ଆଉ ଭଗବାନ ଶିବ ଙ୍କୁ ଖୁସି କରିବା ପାଇଁ ଲୋକ ମାନେ ଶିବାଲିଙ୍ଗ ଙ୍କୁ ପୂଜା କରାଯାଏ l ଆଉ ଲୋକ ମାନେ ବିଶ୍ୱାସ କରନ୍ତି କି ଶିବଲିଙ୍ଗ ରେ ସ୍ୱୟଂ ଭଗବାନ ଶିବ ଶଙ୍କର ବାସ କରନ୍ତି l ଆଜି ଆପଣମାନଙ୍କୁ ଶିବ ଭଗବାନ ଙ୍କ ବିଷୟ ରେ ଏମିତି ହିଁ ଏକ କାହାଣୀ କହିବାକୁ ଯାଉଛୁ l

ଏହି ଘଟଣା ଟି ଝାରଖଣ୍ଡ ରେ ଘଟିଥିଲା ଯାହା ପ୍ରାୟ 150ବର୍ଷ ତଳର ଘଟଣା ଅଟେ l ଏହି ସମୟରେ ଇଂରେଜ ମାନେ ଭାରତ ରେ ଶାସନ କରୁଥିଲେ l ସେହି ସମୟରେ ବ୍ରିଟିଶ ସରକାର ଝାରଖଣ୍ଡ ରେ ରେଳ ଲାଇନ ତିଆରି କରୁଥିଲେ lସେହି ସମୟରେ ସେଠାରେ ରେଳ ଲାଇନ ପାଇଁ ଖୋଳାଖୋଲି କାମ ହୋଉଥିଲା କି ସେଠାରୁ ଗୋଟିଏ ଶିବାଲିଙ୍ଗ ବାହାରିଲା l ଆଉ ସେହି ସମୟ ରେ ସେଠାରେ କାମ ବନ୍ଦ କରିଦିଆଗଲା l ସେଠାରେ ଥିବା ବ୍ରିଟିଶ ଇଞ୍ଜିନିଅର ପୁଣି ଥରେ କାମ ଆରମ୍ଭ କରିବାକୁ କହିଲେ ଏବଂ ଫାଉଡା ରେ ଶିବାଲିଙ୍ଗ କୁ ଭାଙ୍ଗି ଦେଲେ l

ସେହି ବ୍ରିଟିଶ ଇଞ୍ଜିନିଅର ଙ୍କୁ ଶିବାଲିଙ୍ଗ ଭାଙ୍ଗିବା ପାଇଁ ଏମିତି ଶାସ୍ତି ମିଳିଲା ଯାହାକି ସେ କେବେ ଭାବି ନଥିଲେ l ଯେତେବେଳେ ସେ ତାଙ୍କ ଘରକୁ ଫେରୁଥିଲେ ସେତେବେଳେ ରୋବଟ ଙ୍କ ମୃତ୍ୟୁ ହୋଇଗଲା l ଏହା ପରେ ବ୍ରିଟିଶ କର୍ମଚାରୀ ମାନେ ସେ ରେଳ ଲାଇନ ର ରୁଟ ବଦଲାଇଦେଲେ lଝାରଖଣ୍ଡ ରେ ଆଜିବି ସେହି ଶିବାଲିଙ୍ଗ ର ପୂଜା କରାଯାଉଛି l ଆଉ ସେଠାରେ ଗୋଟେ ବଡ ମନ୍ଦିର ବି ରହିଛି l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।