ବିବାହିତା ମହିଳା ମାନେ କେଉଁ ବୟସର ଏବଂ କେଉଁଭଳି ପୁଅ ମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି ଜାଣନ୍ତୁ…
ଉଭୟ ଯୁବକ ଓ ଯୁବତୀ ଅଥବା ପୁରୁଷ ଏବଂ ମହିଳା ମାନଙ୍କର ପସନ୍ଦ ଭିନ୍ନ ଭିନ୍ନ ହୋଇଥାଏ। ସେମାନଙ୍କ ମଧ୍ୟରେ ଯେଉଁ ଆକର୍ଷଣ ଗଢ଼ି ଉଠିଥାଏ ତାହା ମଧ୍ୟ ବିଭିନ୍ନ ଦୃଷ୍ଟି କୋଣରୁ ହୋଇଥାଏ।ତେବେ ଅନେକ ମହିଳା ବିବାହିତା ପୁରୁଷ ଙ୍କ ପ୍ରତି ଆକର୍ଷଣ ରଖୁଥିବା ବେଳେ ଅନେକ ମହିଳା ତାଙ୍କ ଠାରୁ କମ୍ ବୟସର ପୁରୁଷ ପ୍ରତି ଆକର୍ଷିତ ହୋଇଥାନ୍ତି ଏବଂ ସେମାନେ ସେମାନଙ୍କ ସହିତ ଶାରିରୀକ ସମ୍ପର୍କ ସ୍ଥାପନ କରିବା ପାଇଁ ମଧ୍ୟ ପ୍ରସ୍ତୁତ ରହିଥାନ୍ତି।
ସେହିପରି ଅନେକ ପୁରୁଷ ମାନେ ତାଙ୍କ ଠାରୁ କମ୍ ବୟସର ପୁଅକୁ ପସନ୍ଦ କରୁଥିବା ବେଳେ କିଛି ପୁରୁଷ ବିବାହିତା ମହିଳା ମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି।
ତେବେ ଉଭୟଙ୍କ ଆକର୍ଷଣ ଅନେକ କ୍ଷେତ୍ରରେ ଭିନ୍ନ ହୋଇଥିବାର ଦେଖାଯାଏ।ତେବେ ଯାହା ଜଣା ଯାଇଛି ଯେ ଅଧିକାଂଶ ବିବାହିତା ମହିଳା ୨୦ ରୁ ୨୮ ବର୍ଷ ବୟସର ପୁଅ ମାନଙ୍କ ସହିତ ଶାରିରୀକ ସମ୍ବନ୍ଧ ରଖିବା ପାଇଁ ଇଚ୍ଛା କରିଥାନ୍ତି।ତେବେ ଏହା ପଛରେ ରହିଛି କିଛି ଖାସ୍ କାରଣ। କଣ ପାଇଁ ସେମାନେ ଏହିଭଳି ଭାବରେ ଇଚ୍ଛା ପ୍ରକାଶ କରିଥାନ୍ତି।
ଆସନ୍ତୁ ଜାଣିବା କଣ ରହିଥାଏ ଏହା ପଛର କାରଣ ଯେଉଁ ପାଇଁ ବିବାହିତା ମହିଳା ମାନେ କମ୍ ବୟସର ଅର୍ଥାତ୍ ୨୦ ରୁ ୨୮ ବର୍ଷ ର ପୁରୁଷ ସହିତ ସେକ୍ସ୍ କରିବାକୁ ଚାହିଁଥାନ୍ତି। ଆସନ୍ତୁ ଜାଣିବା ସେଗୁଡ଼ିକର କାରଣ କଣ ସବୁ ଅଟେ?
ଗୁଡ ଲୁକିଂ ଏବଂ ସ୍ମାର୍ଟ୍- ୨୦ ରୁ ୨୮ ବର୍ଷର ପୁଅ ମାନେ ସାଧାରଣତଃ ନିଜର ବ୍ୟକ୍ତିତ୍ବ ପ୍ରତି ବିଶେଷ ଧ୍ୟାନ ଦେଇଥାନ୍ତି। ସେମାନେ ଏହି ବୟସରେ ନିଜର ଲୁକିଙ୍ଗ କୁ ମଧ୍ୟ ଗୁରୁତ୍ଵ ଦେଇଥାନ୍ତି। ସେମାନେ ନିଜ କ୍ୟାରିଅର ଉପରେ ଧ୍ୟାନ ଦେଇ ମଧ୍ୟ ଏକ ଦୃଢ଼ ବ୍ୟକ୍ତିତ୍ଵ ର ଅଧିକାରୀ ହୋଇଥାନ୍ତି ଯାହା ବେଶ୍ ଆକର୍ଷଣୀୟ କରିଥାଏ ସେମାନଙ୍କ ଜୀବନକୁ ଏବଂ ଏହା ପ୍ରତିଫଳନ ହୋଇଥାଏ ସେମାନଙ୍କ ବୟସରେ।
ରୋମାନ୍ସ ର କମ୍ ଅନୁଭୂତି- ଏହି ବୟସର ପୁଅ ମାନଙ୍କ ପାଖରେ ବିବାହିତା ମହିଳାଙ୍କ ଭଳି ରୋମାନ୍ସ କରିବାର ଅନୁଭୂତି କମ୍ ରହିଥାଏ। ଯେଉଁ କାରଣରୁ ବିବାହିତା ମହିଳା ମାନେ ତାଙ୍କ ହିସାବରେ ରୋମାନ୍ସ ର ମଜା ନେଇଥାନ୍ତି ସେମାନଙ୍କ ପାଖରୁ ଏବଂ ସେକ୍ସ୍ କୁ ନିଜ ହିସାବରେ ଉପଭୋଗ ମଧ୍ୟ କରନ୍ତି।
ଉଚିତ୍ ଫିଟ୍ ନେସ୍- ଏହି ବୟସର ଯୁବକ ମାନେ ସେମାନଙ୍କ ସ୍ମାର୍ଟ୍ ନେସ୍ ସହିତ ସେମାନଙ୍କ ସୁନ୍ଦର ସବଳ ଏବଂ ଦୃଢ଼ ଶରୀର ପାଇଁ ଚେଷ୍ଟା କରିଥାନ୍ତି ଏବଂ ଆକର୍ଷଣୀୟ ଚେହେରା ମଧ୍ୟ ରଖିଥାନ୍ତି। ସେମାନଙ୍କ ଏହି ଫିଟ୍ ରହିବାର ଫର୍ମୁଲା ଏବଂ ଆକର୍ଷଣୀୟ ଶରୀର ଏବଂ ବ୍ୟକ୍ତିତ୍ଵ କୁ ଦେଖି ବିବାହିତା ମହିଳା ମାନେ ସେମାନଙ୍କ ସହିତ ଅଧିକ ଶାରିରୀକ ସମ୍ପର୍କ ର ଆନନ୍ଦ ପାଇବା ପାଇଁ ତାଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।