ବିବାହର ୯ ଦିନ ପରେ ଶ୍ୱଶୁରଙ୍କ ସହିତ ହନୀମୋନ ଭିଡ଼ିଓ ବନାଇ ସ୍ୱାମୀଙ୍କୁ ପଠାଇଲେ ସ୍ତ୍ରୀ , ତାପରେ ଯାହା ହେଲା ଆପଣ ଜାଣିଲେ ମୁଣ୍ଡରେ ହାତ ଦେଇଦେବେ

ଆପଣ ମାନେ ଜାଣିଥିବେ ଯେ ଆମ ସମାଜରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ କେଉଁ ପ୍ରକାରର ସମ୍ପର୍କ ରହିଛି ଏବଂ ଶ୍ୱଶୁର ଏବଂ ବୋହୂ ମଧ୍ୟରେ କେଉଁ ପ୍ରକାରର ସମ୍ପର୍କ ରହିଛି । ତେବେ ଏହା ସତ୍ୟ ଯେ ବୋହୂ ଶ୍ୱଶୁର ମଧ୍ୟରେ ବାପ ଝିଅର ସମ୍ପର୍କ ରହିଥାଏ । ଏହା ଏକ ପବିତ୍ର ସମ୍ପର୍କ ହୋଇଥାଏ କାରଣ ଝିଅଟି ନିଜ ବାପା ମା ଙ୍କୁ କେବଳ ନିଜ ଶାଶୁ ଶ୍ୱଶୁରଙ୍କ ଆଶା ରେ ଆସିଥାଏ ।

କିନ୍ତୁ ଆଜିକା ସମାଜରେ ସେହି ପବିତ୍ର ସମ୍ପର୍କ ଆଉ ପବିତ୍ର ହୋଇ ରହିନାହିଁ ବରଂ କଳୁଷିତ ହୋଇ ଯାଇଛି । କାରଣ ଏବେକାର ସମୟରେ ଏପରି ଘଟଣା ଦେଖିବାକୁ ମିଳୁଛି ଯେଉଁଥିରେ ଶ୍ୱଶୁର ଏବଂ ବୋହୂ ମଧ୍ୟରେ ସମ୍ପର୍କ ବଦଳି ଯାଉଛି ।

ତେବେ ଆଜିକାର ଏହି ପୋଷ୍ଟରେ ଆମେ ସେହି ସମ୍ବନ୍ଧୀୟ ଏକ ଘଟଣା ବିଷୟରେ ଆପଣଙ୍କୁ କହିବୁ । ତେଣୁ ସେହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ତେବେ ଘଟଣା ଅନୁଯାୟୀ ଜଣେ ବୋହୂ ତାଙ୍କ ନିଜ ଶ୍ୱଶୁରଙ୍କ ସହିତ ବିବାହର ୯ ଦିନ ପରେ ଘରୁ ଲୁଚି ପଳାଇ ଯାଇଛନ୍ତି ଏବଂ ନିଜ ହନୀମୋନର ଫୋଟ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହିତ ନିଜ ସ୍ୱାମୀଙ୍କୁ ଭିଡ଼ିଓ କଳିଙ୍ଗ ମଧ୍ୟ କରିଛନ୍ତି ।

ଯାହା ବାସ୍ତବରେ ଖୁବ ଲଜ୍ଜାଜନକ ବିଷୟ ଅଟେ । ଯେଉଁଠି ଶ୍ୱଶୁର ବାପା ସମାନ ହୋଇଥାଏ ସେଠାରେ ସେ ନିଜ ଶ୍ୱଶୁର ସହିତ ଖରାପ ସମ୍ପର୍କ ରଖିବାକୁ ମଧ୍ୟ ପଛେଇ ନାହାଁନ୍ତି । ତେବେ ବାସ୍ତବରେ ଏହି ଘଟଣାଟି ଝାଡ଼ଖଣ୍ଡ ର ଭାବନପୁର ଗାଁ ରେ ଘଟିଛି ।

ଏହି ଗାଁ ରେ ଆନନ୍ଦ ଗତ ମାସ ମିତାଲି ଙ୍କୁ ବିବାହ କରିଥିଲେ । ଆନନ୍ଦ ଷ୍ଟିଲ ପ୍ଲାଣ୍ଟ ରେ କାମ କରୁଥିବାରୁ ସେ ମିତାଲିଙ୍କୁ ସମୟ ଦେଇ ପାରୁ ନଥିଲେ । ତେଣୁ ମିତାଲି ବିବାହର ୯ ଦିନ ପରେ ନିଜର ସାନ ଶ୍ୱଶୁର ମହୋନଲାଲ ଙ୍କ ସହିତ ଘରୁ ପଳାଇ ଯାଇଥିଲେ । ସେ ଯେ କେବଳ ଘରୁ ପଳାଇ ଯାଇଥିଲେ ତାହା ନୁହେଁ ବରଂ ସେ ଘରୁ ତାଙ୍କ ଶାଶୁଙ୍କର ୫୬ ଭରି ସୁନା ଗହଣା ଏବଂ ୨୮ ହଜାର ଟଙ୍କା ନେଇ ଯାଇଥିଲେ ।

ପୁଣି ସେ ଦୁହେଁ ହନିମୋନର ଭିଡ଼ିଓ ବନାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହିତ ନିଜ ସ୍ୱାମୀଙ୍କୁ ଭିଡ଼ିଓ କଳିଙ୍ଗ ମଧ୍ୟ କରିଥିଲେ । ସେ ଭିଡ଼ିଓ କଳିଙ୍ଗ କରି କହିଥିଲେ ଯେ , ‘ ମୁଁ ମହୋନଲାଲ ଙ୍କ ସହିତ ଖୁବ ଖୁସିରେ ଅଛି ଏବଂ ଆମେ ପେନସନ ପଇସା ରେ ଚଳିଯିବୁ । ଯଦି ମୁଁ ପ୍ରଥମରୁ ତୁମର ଗୁପ୍ତ ରୋଗ ବିଷୟରେ ଜାଣିଥାନ୍ତି ତେବେ କେବେବି ତୁମକୁ ବିବାହ କରି ନଥାନ୍ତି । ତେଣୁ ମୋତେ ଆଉ ଖୋଜିବା ଦରକାର ନାହିଁ । ‘

ତେଣୁ ଏପରି ସବୁ କାର୍ଯ୍ୟ କରିବା ପରେ ଦୁହେଁ ବିବାହ ମଧ୍ୟ କରି ନେଇଥିଲେ । ଯେଉଁଠି ମିତାଲିଙ୍କର ୨୬ ବର୍ଷ ଥିଲା ସେତେବେଳେ ମହୋନଲାଲଙ୍କର ୬୧ ବର୍ଷ ଥିଲା । ତେଣୁ ଆପଣ ଭଲଭାବରେ ଜାଣି ପାରୁଥିବେ ଯେ ଆଜିକା ସମୟରେ ଏହି ପବିତ୍ର ସମ୍ପର୍କ କିପରି ଭାବରେ କଳୁଷିତ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।