ଦେଖନ୍ତୁ ଭିଡ଼ିଓ – ବିବାହ ପରେ ପ୍ରଥମ ଥର ପାଇଁ ବାପା ଘରକୁ ଗଲେ actress ଅର୍ଚ୍ଚିତାଙ୍କୁ ଦେଖି କାନ୍ଦି ପକାଇଲେ ଜେଜେ ମା ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ….
ବିବାହ ପରେ କିଛି ଦିନ ଶାଶୁ ଘରେ ରହିବା ପରେ ବାପ ଘର କୁ ଫେରିଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଆଉ ବାପ ଘରକୁ ଫେରିବା ପରେ ଅର୍ଚ୍ଚିତା ଓ ସବ୍ୟସାଚୀ କୁ ଦେଖି ଭାବ ବିଭୋଳ ହୋଇ ପଡିଛନ୍ତି ଅର୍ଚ୍ଚିତା ଙ୍କ ଆଇ । ତେବେ ଏମିତି କିଛି ଫଟୋ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଛନ୍ତି ଅର୍ଚ୍ଚିତା । ଅର୍ଚ୍ଚିତା ସାହୁ ପ୍ରଥମେ ନିଜ ଶାଶୁଘରେ ରୋଷେଇ କରି ଶାଶୁଘର ଲୋକ ମାନଙ୍କ ସହିତ ଫଟୋ ଉଠାଇ ସୋସିଆଲ ମିଡ଼ିଆ ରେ ଅପଲୋଡ଼ କରିଥିଲେ ଯାହା ଲୋକ ମାନେ ଖୁବ୍ ପସନ୍ଦ କରିଥିଲେ ।
ଆଉ ବର୍ତ୍ତମାନ ବାହା ହୋଇ ନିଜ ସ୍ବାମୀ ସବ୍ୟସାଚୀ ଙ୍କ ସହିତ ଘରକୁ ଫେରିବା ଦେଖି ଅର୍ଚ୍ଚିତା ଙ୍କ ଆଇ ତାଙ୍କୁ ଦେଖି ଭାବ ବୀଭୋଲ ହୋଇ ପଡିଛନ୍ତି ।ଆଉ ଭାବ ବୀଭୋଲ ହୋଇ ଅର୍ଚ୍ଚିତା ଓ ସବ୍ୟସାଚୀ ଙ୍କୁ କୁଣ୍ଢେଇ କାନ୍ଦୁ ଥିବାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଲୋକମାନେ ବର୍ତ୍ତମାନ ସବ୍ୟସାଚୀ ଓ ଅର୍ଚ୍ଚିତା ଙ୍କ ଯୋଡ଼ି କୁ ଖୁବ୍ ପସନ୍ଦ କରୁଛନ୍ତି ଓ ଆଗକୁ ମଧ୍ୟ ପସନ୍ଦ କରିବେ ବୋଲି ଆଶା କରାଯାଉଛି। ତେବେ ଅର୍ଚ୍ଚିତା ସବ୍ୟସାଚୀ ଙ୍କୁ ବିବାହ କରିବା ପରେ ପ୍ରଥମ ଥର ପାଇଁ ନିଜ ବାପା ଘରକୁ ଆସିଛନ୍ତି ସବ୍ୟସାଚୀ ଙ୍କ ସହିତ । ଆଉ ଘରକୁ ସେ ତାଙ୍କ ଆଇ କୁ ଭେଟି ଥିଲେ ଆଉ ସେହି ସମୟରେ ଅର୍ଚ୍ଚିତା ଙ୍କ ଆଇ ଅର୍ଚ୍ଚିତା ଓ ସବ୍ୟସାଚୀ ଙ୍କୁ ଏକା ସହିତ ଦେଖି ଭାବ ବିଭୋଳ ହୋଇ ଯାଇଥିଲେ ।
ଆଉ କାନ୍ଦି ପକାଇଥିଲେ ଖୁସି ରେ । ତେବେ ଏହା ତାଙ୍କ ଖୁସି ର ଲୁହ ବୋଲି ସବ୍ୟସାଚୀ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ପୋଷ୍ଟ କରି କହିଥିଲେ । ତେବେ ମାର୍ଚ୍ଚ ୫ ତାରିଖ ରେ ସବ୍ୟସାଚୀ ଅର୍ଚ୍ଚିତା ଙ୍କୁ ବିବାହ କରି ଓଡ଼ିଶା ଫେରିଥିଲେ ଓ ଏୟାରପୋର୍ଟ ରୁ ସିଧା ସଳଖ ଭାବେ ସବ୍ୟସାଚୀ ଙ୍କୁ ଘରକୁ ଅର୍ଥାତ୍ ଶାଶୁଘର କୁ ଯାଇଥିଲେ ।
ବର୍ତ୍ତମାନ ଚତୁର୍ଥୀ କାମ ରୁ ଓ ଆଉ ସବୁ କାମ ରୁ ଫୁରସତ ପାଇ ନିଜ ବାପ ଘରକୁ ବୁଲିବାକୁ ଆସିଛନ୍ତି ଅର୍ଚ୍ଚିତା। ଘରକୁ ଆସି ସେ ନିଜ ଆଇ ଙ୍କ ସହିତ ଭେଟ ହୋଇଛନ୍ତି । ଆଇ ଙ୍କୁ ଦେଖିବା ପରେ ସବ୍ୟସାଚୀ ଓ ଅର୍ଚ୍ଚିତା ଖୁବ୍ ଖୁସି ହୋଇ ଯାଇଥିଲେ ଓ ଆଇ ମଧ୍ୟ ଖୁସି ରେ ଭାବ ବିଭୋଳ ହୋଇ କାନ୍ଦି ପକାଇଥିଲେ ।
ତେବେ ସବ୍ୟସାଚୀ ଙ୍କୁ ଅର୍ଚ୍ଚିତା ରାଜସ୍ଥାନ ରେ ଯାଇ ବିବାହ କରିଥିଲେ ଆଉ ମାର୍ଚ୍ଚ ୫ ତାରିଖ ରେ ସେ ଓଡ଼ିଶା ଫେରି ଥିଲେ । ତେବେ ଏମାନେ ନିଜ ବିବାହ ବିଷୟ ରେ ପୂର୍ବ ସୂଚନା କିଛି ଦେଇ ନଥିଲେ ଓ ହଠାତ୍ ହଳଦୀ ରସମ୍ ର ଫୋଟୋ ପରେ ବାହାଘର ଫଟୋ ସେୟାର କରିଥିଲେ । ଆଉ ବିବାହ ପରେ ସେମାନେ ଗୋଟିଏ ପରେ ଗୋଟିଏ ଫଟୋ ନିଜ ଫ୍ୟାନ ମାନଙ୍କ ସହିତ ସେୟାର କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।